Odisha news

ନୂଆପଡା ନୂତନ ଏସ.ପି ହେଲେ ପ୍ରତ୍ୟୁଷ ଦିବାକର

ନୂଆପଡା- ୧୦ /୭ ସକାଳଖବର (ସୁରେନ୍ଦ୍ର ପ୍ରସାଦ ତିୱାରୀ) ଆଇପିଏସ ସ୍ତରରେ ଏକ ଛୋଟ ଅଦଳ ବଦଳ ହୋଇଅଛି। ନୂଆପଡା ନୂତନ ଏସ.ପି ଭାବରେ ପ୍ରତ୍ୟୁଷ ଦିବାକର ଙ୍କୁ ଦାୟିତ୍ବ ଦିଆଯାଇଅଛି। ସେ ଏ.ଆଇ.ଜି.ପି ମୁଖ୍ୟାଳୟ ରୁ ବଦଳି ହୋଇଅଛି। ସେହିପରି ନୂଆପଡା ଏସପି ରାହୁଲ କୁମାର ଜୈନ ଙ୍କୁ ବରଗଡ଼ ଏସପି ଭାବରେ ବଦଳି ହୋଇଅଛି।

Comments are closed.