ନୂଆଦିଲ୍ଲୀ : ବିଶ୍ୱରେ ସମସ୍ତ ଦେଶରେ ମହିଳା ମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ କାନୁନ୍ ତିଆରି ହୋଇଛି । ଏହା ବ୍ୟତୀତ ମହିଳା ମାନଙ୍କ ପାଇଁ ଏପରି କିଛି ନିୟମ ରହିଛି ଯାହାକୁ ଅପରାଧ ଶ୍ରେଣୀରେ ରଖା ଯାଇନାହିଁ । ଦକ୍ଷିଣ କୋରିଆ ରେ ଏପରି କିଛି ମାମଲା ଆସିଚି ଯେଉଁଥିରେ କି ମହିଳା ମାନଙ୍କ ଉପରେ ବୀର୍ଜ୍ୟ ପକାଯାଉଚି କିନ୍ତୁ କୌଣସି ଆରୋପୀ ପୁରୁଷ ଉପରେ ଯୌନ ଉତ୍ପୀଡନ ମାମଲା ରୁଜୁ ହେଉନାହିଁ । ମହିଳା ମାନଙ୍କ ଉପରେ ବୀର୍ଯ୍ୟ ପକାଇବା ଏଠାରେ ଗୋଟିଏ ପ୍ରକାରର ଯୌନ ଉତ୍ପୀଡନ ଅଟେ ।କିନ୍ତୁ ସେଥି ପ୍ରତି ବର୍ତ୍ତମାନ୍ ସୁଧା କୌଣସି କାନୁନ୍ ହୋଇ ନାହିଁ ।
ଦକ୍ଷିଣ ଗର୍ଜୀୟନ୍ ର ଗୋଟିଏ ରିପୋର୍ଟ ଅନୁସାରେ ଦକ୍ଷିଣ କୋରିଆ ରେ ନେତା ମାନେ ଦାବି କରିଛନ୍ତି ଯେ ” ସୀମେନ୍ ଟରୋରିଯିମ୍ ” ଅର୍ଥାତ୍ ବୀର୍ଯ୍ୟ ଆତଙ୍କବାଦକୁ ଗୋଟିଏ ଗମ୍ଭୀର ସେକ୍ସ୍ କ୍ରାଇମ୍ ଭାବରେ ଗ୍ରହଣ କରାଯିବା ଉଚିତ୍ । ବର୍ତ୍ତମାନର ନେତା ମାନେ କାନୁନ୍ ସଂଶୋଧନ ପାଇଁ ଦାବି କରିଛନ୍ତି । ଏହି ନେତା ମାନଙ୍କ ଦାବି ଅନୁସାରେ ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତି ବିରୋଧରେ କଠୋର କର୍ଯ୍ୟା ନୁଷ୍ଠାନ୍ ଗ୍ରହଣ କରିବା ଉଚିତ୍ ।
ଦକ୍ଷିଣ କୋରିଆ ରେ ଏଭଳି ଅନେକ ଘଟଣା ସାମ୍ନା କୁ ଆସିଚି ଜେବେକୀ ପୁରୁଷ ମାନେ ନିଜର ବୀର୍ଯକୁ ମହିଳା ମାନଙ୍କ ଉପରକୁ ଫିଙ୍ଗି ତାଙ୍କୁ ଯୌନ ଉତ୍ପୀଡନ କରି ଥାଆନ୍ତି । ୨୦୧୯ ରେ ଜଣେ ଯୁବକ ଗୋଟିଏ ମହିଳାଙ୍କ ଜୋତା ଉପରେ ଶୀମେନ୍ ଫିଙ୍ଗି ଥିଲେ । କୋର୍ଟ ତାଙ୍କ ଉପରେ ମାତ୍ର ୪୩୫ ଡଲାର ଜୋରିମାନା ଲଗାଇ ଥିଲା । ଆଉ ଗୋଟିଏ ଘଟଣାରେ ଜଣେ ବ୍ୟକ୍ତି ଗୋଟିଏ ମହିଳାଙ୍କ କାଫିରେ ଯୌନ ଉଦ୍ଦୀପନା ବଢ଼ାଇବା ଔଷଧ ସହିତ ଶିମେନ୍ ମିଶାଇ ଥିଲେ । ଦକ୍ଷିଣ କୋରିଆ ର ନେତାମାନେ କହିଛନ୍ତି ଯେ ଯଦି ଏହା ସେକ୍ସ୍ କ୍ରାଇମ୍ ତେବେ ଏହା ପ୍ରତି କୌଣସି ଦଣ୍ଡ କାହିଁକି ଧାର୍ଯ୍ୟ କରା ଯାଇ ନାହିଁ । ତେଣୁ ଏହାକୁ ନେଇ ଦକ୍ଷିଣ କୋରିଆ ରେ ବର୍ତ୍ତମାନ୍ ନୂଆ ନିୟମ ଲାଗୁ ହେବାକୁ ଯାଉଛି ।
Comments are closed.