Odisha news

ଭାରତର ଏହିସବୁ ରାଜ୍ୟରେ ରହିଥାଆନ୍ତି ଇଚ୍ଛାଧାରୀ ନାଗ -ନାଗୁଣୀ

0

ଆମେ ବହିରେ ଅନେକ ସମୟ ରେ ନାଗ ନାଗୁଣୀ ର ଅନେକ କାହାଣୀ ପଡ଼ିଛୁ, ଏବଂ ବଡ଼ ମାନଙ୍କ ନିକଟରୁ ମଧ୍ୟ ଆମେ ଶୁଣିଛୁ ମଧ୍ୟ l ବିଶେଷ ଭାବରେ ଇଚ୍ଛାଧାରୀ ନାଗ ନାଗୁଣୀ ର ଅନେକ କାହାଣୀ ମଧ୍ୟ ଜାଣିଥାଉ l କିନ୍ତୁ କଣ ଆପଣ ଜାଣିଛନ୍ତି କି ଭାରତରେ ଆଜି ମଧ୍ୟ ଇଚ୍ଛାଧାରୀ ନାଗ ନାଗୁଣୀ ରହିଛନ୍ତି, ଯାହାକି ଅନେକ ସ୍ଥାନରେ ଦେଖିବାକୁ ମିଳିଥାଏ l ବିଶେଷଜ୍ଞ ଙ୍କ ମତରେ ଭାରତର କିଛିଟା ରାଜ୍ୟ ଏଭଳି ରହିଛି ଯେଉଁଠି ଆଜି ମଧ୍ୟ ଇଚ୍ଛାଧାରୀ ନଂ-ନାଗୁଣୀ ବାସ କରୁଛନ୍ତି l ମିଡ଼ିଆ ରିପୋର୍ଟ ଅନୁସାରେ ଛତିଶଗଡ଼ ର ମନେନ୍ଦ୍ର ଗଡ଼ ରେ ଗୋଟିଏ ନାଗ ଗୁମ୍ଫା ରହିଛି l

କୁହାଯାଇଛି ଯେ ଏଠାକାର ଲୋକ ମାନଙ୍କୁ ସ୍ୱପ୍ନରେ ନାଗ-ନାଗୁଣୀ ଦେଖା ଯାଇ ଥାଆନ୍ତି, ଏବଂ ଏହି ନାଗ ନାଗୁଣୀ ଙ୍କୁ ଲୋକେ ସ୍ୱପ୍ନରେ ନାଚୁ ଥିବାର ଦେଖିବାକୁ ପାଇ ଥାଆନ୍ତି l ଛତିଶଗଡ଼ ର ବସ୍ତର ର ରାଜପୁର ରେ ଥିବା ପୁରୁଣା ରାଜମହଲ ରେ ଆଜି ମଧ୍ୟ ଇଚ୍ଛାଧାରୀ ନାଗ ନାଗୁଣୀ ରହିଛନ୍ତି, ଏଠାକାର ଲୋକ କଥା ଅନୁସାରେ ଏଠାରେ ପ୍ରତିମାସ ପୁର୍ଣିମା ତିଥିରେ ଇଚ୍ଛାଧାରୀ ନାଗ ନାଗୁଣୀ ବିଚରଣ କରିଥାଆନ୍ତି l

ଏହି ଖବର ଅନୁସାରେ ଆଜି ମଧ୍ୟ ଏଠାକାର ଲୋକେ ପୁର୍ଣିମା ତିଥିରେ ନାଗ ନାଗୁଣୀ ଙ୍କ ନାଚ ଦେଖିବା ପାଇଁ ବିଶେଷ ପୂଜାର୍ଚନା କରିଥାଆନ୍ତି l ଏବଂ ଏହି ପୂଜାରେ ବିଶେଷ ଧରଣର ପ୍ରସାଦ ଅର୍ପଣ କରାଯାଇଥାଏ , ଯେଉଁଥିରେ ବିଶେଷ ଭାବରେ ଦୁଗ୍ଧ ଜାତୀୟ ପଦାର୍ଥ ରହିଥାଏ l ଯାହାକି ନାଗ ନାଗୁଣୀ ଙ୍କ ସହିତ ଶିବ ଲିଂଗାରେ ସମର୍ପିତ ଅଟେ l

ସୂଚନା ଅନୁସାରେ ଏହି ପୂଜା ରାତିସାରା ଚାଲିଥାଏ ଏବଂ ଭକ୍ତଙ୍କ ସମୁଖ ରେ ନାଗ ନାଗୁଣୀ ନୃତ୍ୟ କରୁଥିବାର ଦେଖିବାକୁ ମିଳିଥାଏ l

Leave A Reply