ଭାରତରେ ପ୍ରତ୍ୟେକ ନାଗରିକ ଟ୍ୟାକ୍ସ ଦେଇଥାଆନ୍ତି , ଯେଉଁ ମାନଙ୍କ ଆମଦାନୀ ଇନକମ ଟ୍ୟାକ୍ସ ଭାବରେ ଆମେ ଜାଣିଥାଉ, ଯାହାକି ଜୁଲାଇ ଶେଷ ବେଳକୁ ଦେବାକୁ ପଡିଥାଏ l ଭାରତର କେନ୍ଦ୍ର ସରକାର ଙ୍କ ଦ୍ୱାରା ୧୯୬୧ ରେ ଇନକମ ଟ୍ୟାକ୍ସ ବା ଆୟକର ଦେବାର ନିୟମ ଲାଗୁ ହେଲା, ଯାହାକି ପ୍ରତ୍ୟେକ ନାଗରିକଙ୍କର ପ୍ରାଥମିକ ଦାୟିତ୍ୱ ଅଟେ l କିନ୍ତୁ ଭାବିଲେ ଦେଖି ଯଦି ଟ୍ୟାକ୍ସ ନଦେବାକୁ ପଡେ ତେବେ ଆପଣ କେତେ ଖୁସି ହେବେ l ହଁ ଆଜ୍ଞା ଭାରତରେ ସେହିଭଳି ଗୋଟିଏ ରାଜ୍ୟ ରହିଛି l ରାଜ୍ୟଟିର ନାମ ହେଉଛି ଶିକ୍କିମ l ଯେଉଁଠି ଲୋକେ ଗୋଟିଏ ଟଙ୍କା ମଧ୍ୟ ଟ୍ୟାକ୍ସ ଦିଅନ୍ତି ନାହିଁ l
କାହିଁକି ଶିକ୍କିମ ଲୋକେ ଟ୍ୟାକ୍ସ ଦିଅନ୍ତି ନାହିଁ –
ଭାରତର ଗୋଟିଏ ରାଜ୍ୟ ହେଉଛି ସିକିମ, ଯାହାକି ନର୍ଥ ଇଷ୍ଟ ରେ ଅବସ୍ଥିତ l ଯେଉଁଠାରେ ଲୋକେ ଖୁବ ଅଧିକ ପଇସା ରୋଜଗାର କରି ଥାଆନ୍ତି କିନ୍ତୁ ଟଙ୍କାଟିଏ ହେଲେ ଟ୍ୟାକ୍ସ ଦିଅନ୍ତି ନାହିଁ l ଶିକ୍କିମ ର ଅଧା ରୁ ଅଧିକ ଲୋକ ଚାଷ କରନ୍ତି, ଏବଂ ଏଠାକାର ଜନସଂଖ୍ୟା ୬ .୩୨ ଅଟେ, ଏହା ନର୍ଥ ଇଷ୍ଟ ରାଜ୍ୟରେ ସବୁଠୁ ବିକଶିତ ରାଜ୍ୟ ଅଟେ l
ଯେଉଁଠାର ଲୋକେ ଟିୟୁରିଜିମ ସେକ୍ଟର ସହିତ ହାଇଡ୍ରୋଇଲେକ୍ଟ୍ରିସିଟି ଜରିଆରେ ଅନେକ ପଇସା ରୋଜଗାର କରି ଥାଆନ୍ତି l ଏବଂ ଟଙ୍କାଟିଏ ହେଲେ ଟ୍ୟାକ୍ସ ଦିଅନ୍ତି ନାହିଁ l ଶିକ୍କିମ ଭାରତର ଗୋଟିଏ ସୁନ୍ଦର ରାଜ୍ୟ, ଯାହାକି ପ୍ରାକୃତିକ ବାତାବରଣ ରେ ଭରପୁର ଅଟେ l ଏଠାକାର ନାଥୁଲା ଦର୍ରl ଚୀନ ଯାହାକି ଭାରତ ଚୀନ ବର୍ଡ଼ର ଅବସ୍ଥିତ ଅଟେ l ଏହା ଗୋଟିଏ ଐତିହାସିକ ସ୍ଥାନ l