ଆସନ୍ତୁ ଜାଣିବା ସେହି ଉପାୟ କଣ –
ପୌରାଣିକ କଥା ଅନୁସାରେ ଶ୍ରାବଣ ମାସରେ ଶିବଲିଙ୍ଗ ନିକଟରେ ଦ୍ବୀପ ଜଳାଇବା ଦ୍ୱାରା ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ l
ଏହି ଘଟଣାକୁ ଭିତି କରି ଗୋଟିଏ ପୌରାଣିକ କାହାଣୀ ରହିଛି l ଗୁଣନିଧି ନାମକ ବ୍ୟକ୍ତି ଥିଲେ l ସେ ଅତ୍ୟନ୍ତ ଗରିବ ଥିଲେ ଓ ଖାଦ୍ୟ ସଂଗ୍ରହ କରିବାକୁ ଲାଗିଥିଲେ l ଏମିତି ଆହାର ଖୋଜୁ ଖୋଜୁ ରାତି ହୋଇଗଲା ଓ ସେ ଗୋଟିଏ ଶିବ ମନ୍ଦିରରେ ଯାଇ ପହଞ୍ଚିଲେ l ସେ ଚିନ୍ତା କଲେ ମନ୍ଦିରରେ ରାତ୍ରି ବିଶ୍ରାମ କରିବେ l ରାତିରେ ଅନ୍ଧାର ଥିବା କାରଣରୁ ସେ ନିଜର ବସ୍ତ୍ର ଜଳାଇ ସେଠାରେ ଆଲୋକିତ କରିଥିଲେ l ଯେଉଁ କାରଣରୁ ତାଙ୍କୁ ପର ଜନ୍ମରେ ଭଗବାନଙ୍କ କୋଷାଧକ୍ଷ ପଦ କୁବେରଙ୍କ ସ୍ଥାନ ମିଳିଲା l
ଶ୍ରାବଣ ମାସ ସୋମବାରରେ କାହିଁକି ଦ୍ବୀପ ଜଳା ଯାଇଥାଏ :
– ମାନ୍ୟତା ଅନୁସାରେ କୌଣସି ଶିବଲିଙ୍ଗ ନିକଟରେ ଦ୍ବୀପ ଜଳାଇଲେ ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ l
Comments are closed.