ଶ୍ରାବଣ ମାସ ସୋମବାର ର ମହତ୍ୱ : ଯଦି ଆପଣ କାଉଡିଆ ଯାତ୍ରା କରୁଛନ୍ତି ତେବେ ଏହିସବୁ କଥାକୁ ନିହାତି ଦିଅନ୍ତୁ ଧ୍ୟାନ ମିଳିବ ମହାଦେବ ଙ୍କ କୃପା
ଭଗବାନ ଶିବ ଙ୍କ ଉପାସନା ପାଇଁ ଶ୍ରାବଣ ମାସ ଖୁବ ଗିରୁତ୍ୱପୂର୍ଣ ଅଟେ l ଶ୍ରାବଣ ମାସରେ ଶିବ ଭକ୍ତ ମାନେ ତାଙ୍କର ବିଶେଷ ପୂଜାର୍ଚନା କରି ଥାଆନ୍ତି l ମହାଦେବ ଙ୍କ ଭକ୍ତ ମାନେ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶ୍ରାବଣ ମାସରେ ବ୍ରତ ରଖନ୍ତି ଓ କାଉଡିଆ ଯାତ୍ରା କରି ଥାଆନ୍ତି l କାଉଡିଆ ଯାତ୍ରା କୁ ପ୍ରତ୍ୟେକ ବର୍ଷ ଶ୍ରାବଣ ମାସରେ ଗୋଟିଏ ବାର୍ଷିକ ଉତ୍ସବ ଭାବରେ ପାଳନ କରାଯାଇ ଥାଏ l
