Odisha news

ସେଲ୍‌ଫିରେ ହାଜିରା ରେକର୍ଡ

0

ଉତ୍ତର ପ୍ରଦେଶ :  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ସ୍କୁଲ ଅଧ୍ୟାପକ ତଥା କର୍ମଚାରୀଙ୍କ ଉପସ୍ଥିତି ରେକର୍ଡ ରଖିବା ପାଇଁ ନୂଆ ନିୟମ କରିଛନ୍ତି – ‘ସେଲ୍‌ଫି’ ଦ୍ୱାରା ଶିକ୍ଷକଙ୍କ ହାଜିରା ରେକର୍ଡ କରାଯିବ । ‘ପ୍ରେରଣା’ ଆପ୍‌ରେ ଶିକ୍ଷକ, ୱାଡେନ୍‌ ଓ କର୍ମଚାରୀମାନେ ସେଲଫ୍‌ି ନେଇ ଅପ୍‌ଲୋଡ୍‌ କରିବେ । ଯେଉଁଦିନ ସେଲ୍‌ଫି ଅପ୍‌ଲୋଡ୍‌ ହୋଇ ନ ଥିବ ସେଦିନ ଅନୁପସ୍ଥିତ ବୋଲି ବୁଝାଯିବ । ଅବଶ୍ୟ ଦିନେ ସେଲ୍‌ଫି ଅପ୍‌ଲୋଡ୍‌ ନ କଲେ ଦରମା କଟିବ ନାହିଁ ।

Leave A Reply