Odisha news

ଡାକ ଟିକଟରେ ସେଲ୍‌ଫି

0

ଡାକ ବିଭାଗକୁ ନୂଆ ପରିଚୟ ଦେବା ପାଇଁ ଭାରତ ସରକାର ‘ମାଇଁ ଷ୍ଟାମ୍ପ୍‌’ ଯୋଜନା ଜରିଆରେ ଏକ ବିଶେଷ ସ୍କିମ୍‌ ଆଣିଛନ୍ତି । ଏହା ମାଧ୍ୟମରେ ନିଜ ସ୍ମୃତିକୁ ସାଇତି ରଖିପାରିବେ ଅର୍ଥାତ ନିଜ ଜନ୍ମଦିନ, ବାହାଘର ଓ ବିବାହ ବାର୍ଷିକୀ ଉପରେ ଡାକ ଟିକେଟ ଜାରି କରିପାରିବେ । ଏଥିପାଇଁ ମାତ୍ର ୩୦୦ ଟଙ୍କା ଖର୍ଚ୍ଚ କରିବାକୁ ହେବ । ଦେଶର ଯେକୌଣସି ପ୍ରଧାନ ଡାକ ଘରେ ୧୨ଟି ଡାକ ଟିକଟ ତିଆରି କରିପାରିବେ । ଏହି ଡାକ ଟିକଟ ଦେଶର ଯେକୌଣସି ଡାକର ଆଦାନପ୍ରଦାନ ପାଇଁ ବ୍ୟବହାର କରାଯାଇପାରିବ । ଏଥିରେ ଜନ୍ମଦିନ ଶୁଭକାମନା, ଶୁଭ ବିବାହ, ବିବାହ ବାର୍ଷିକୀ ଓ ବେଷ୍ଟ୍‌ ୱିଶେଶ୍‌ ସହିତ ଫଟୋ ଲାଗିବ ।

Nalco
Leave A Reply