Odisha news

ବୈଜ୍ଞାନିକ ଙ୍କ ଗବେଷଣାରୁ ଖୁଲାସା : ମାତ୍ର ଗୋଟିଏ ଟେଷ୍ଟ ଖୋଲିବ ଆପଣଙ୍କ ମୃତ୍ୟୁର ରହସ୍ୟ ! ଜାଣନ୍ତୁ କିପରି

0

ବୈଜ୍ଞାନିକ ଙ୍କ ଗବେଷଣା ଦ୍ୱାରା ପ୍ରତିଦିନ ମଣିଷ ସମାଜ କୁ ନୂଆ ନୂଆ ରହସ୍ୟ ଜାଣିବାକୁ ମିଳୁଛି l  ନିକଟରେ ହୋଇଥିବା ଗୋଟିଏ ରିସର୍ଚ୍ଚ ଅନୁସାରେ ଆମ ଶରୀର ଆମକୁ ଏଭଳି ଅନେକ ସିଗନାଲ ଦେଇଥାଏ, ଯାହା ଆମକୁ ଜଣାଇ ଦେଇଥାଏ କି ଆମେ ବାର୍ଦ୍ଧକ୍ୟ ଅବସ୍ଥାରେ ମୃତ୍ୟୁ ବରଣ କରିବା ନା ଯୁବକ ଅବସ୍ଥାରେ l ବୟସ ବଢିବା ସହିତ କେଶ ଧଳା ହୋଇଯିବା ଓ ଚର୍ମରେ କୁଞ୍ଚନ ଆସିବା ଭଳି ସଂକେତ ଦେଖିବାକୁ ମିଳିଥାଏ, ଯାହାକି ପ୍ରାକୃତିକ ପରିବର୍ତନ ଅଟେ l  ଏହାକୁ ଦେଖି ଆମେ ଯେକୌଣସି ବୟସ ର ଅନୁମାନ ଲଗାଇ ପାରିବା l ଏଥିରୁ ଏଭଳି କିଛି ସଂକେତ ମଧ୍ୟ ରହିଥାଏ ଯେ ଆମେ ଯୁବକ ଅବସ୍ଥାରେ ମଧ୍ୟ ମୃତ୍ୟୁ ର ସମୁଖୀନ ହୋଇପାରୁ l ଆମେରିକୀୟ ଜର୍ନାଲ ଅଫ କୈଚେକିତ୍ସିୟା , ସରକୋପେନିୟା ଏଣ୍ଡ ମସଲ ରେ ପବ୍ଲିସ ହୋଇଥିବା  ଗବେଷଣା  ଅନୁସାରେ, ଗ୍ରିପ ସ୍ଟ୍ରେନ୍ଥ ର କମି ସ୍ୱଳ୍ପ ଆୟୁ ର ସିଗ୍ନାଲ ର ୱାର୍ଣ୍ଣିଙ୍ଗ ଦେଇଥାଏ l

ଆମେରିକା ର ଗବେଷଣାରେ ମିଳିଥିଲା ଯେ ଦୁର୍ବଳ ଗ୍ରିପ ସ୍ଟ୍ରେନ୍ଥ ଥିବା ଲୋକଙ୍କ DNA ମିଥାଈଲେସନ ଏଜ ଏକଶିଲେସନ ‘ ର ପ୍ରଦର୍ଶନ କରାଯାଇଛି l  ଯାହାର ଅର୍ଥ ଆପଣଙ୍କ ହାତର ମଜବୁତ କହିବି ଆପଣ କେତେ ସୁସ୍ଥ l ଦୁର୍ବଳ ମନୋବୃତି ର ଲୋକ ଓ ବୟସ୍କ ଲୋକଙ୍କ ମଧ୍ୟରେ ଖୁବ ସାମଞ୍ଜସ୍ୟ ରହିଛି l  ଉଭୟ ଲୋକ ଙ୍କ ମୃତ୍ୟୁ ସମୟ ଆସିବା ପୂର୍ବରୁ ଅନେକ ସଂକେତ ମିଳିଥାଏ l

ଗ୍ରିପ ଟେଷ୍ଟ କାହିଁକି କରିବା ଜରୁରୀ ?
ଏହି ଗବେଷଣାରେ କୁହାଯାଇଛି ଯେ ‘ଦୁର୍ବଳ ମନ ଗୋଟିଏ ନୂଆ ଧୁମ୍ରପାନ ଅଟେ ‘ ଯାହାକି ମଣିଷକୁ ଭିତରୁ ଦୁର୍ବଳ କରିଦେଇ ଥାଏ l ଡାକ୍ତର ମାର୍କ କହିଥିଲେ ଯେ ଫଙ୍କସନ ସ୍ଟ୍ରେନ୍ଥ କୁ ଯାଞ୍ଚ କରିବା ପାଇଁ ଡାକ୍ତରଙ୍କୁ ରୁଟିନ ଆପଏଣ୍ଟମେଣ୍ଟ ସମୟରେ ଗ୍ରିପ ଟେଷ୍ଟ କରିବା ଆବଶ୍ୟକ l  ଗ୍ରିପ ସ୍ଟ୍ରେନ୍ଥ ର ସମ୍ବନ୍ଧ ସମ୍ପୂର୍ଣ ଶରୀରର ଶକ୍ତି ସହିତ ଜଡିତ l  ଯଦି ଆପଣଙ୍କ ଗ୍ରିପ ସ୍ଟ୍ରେନ୍ଥ ଦୁର୍ବଳ ଅଟେ ତେବେ ଏହାର ପ୍ରଭାବ ସମ୍ପୂର୍ଣ ଶରୀର ଉପରେ ପଡିବ l  ଆପଣଙ୍କ ଶରୀରର ଅନ୍ୟ ଅଙ୍ଗ ଗୁଡିକ ଦୁର୍ବଳ ହେବାର ସମ୍ଭାବନା ରହିଛି

ଦୁର୍ବଳ ଗ୍ରିପ ସ୍ଟ୍ରେନ୍ଥ ଥିବା ବ୍ୟକ୍ତିଙ୍କ ନିକଟରେ ରହିଥାଏ ଏହିସବୁ ବିପଦ !
ଯଦି କୌଣସି ବ୍ୟକ୍ତି ହାତରେ କୌଣସି ବସ୍ତୁକୁ ଧରିବା ଦୁର୍ବଳ ଅଟେ ତେବେ ଏହା ଗୋଟିଏ ବର୍ଣ୍ଣିଙ୍ଗ ସିଗନାଲ ଅଟେ କି ତାଙ୍କର ବାର୍ଦ୍ଧକ୍ୟ ଅବସ୍ଥାରେ ଅନେକ ରୋଗ ଦ୍ୱାରା ଆକ୍ରାନ୍ତ ହେବାର ସମ୍ଭାବନା ରହିଥାଏ l ବାର୍ଦ୍ଧକ୍ୟ ବୃଦ୍ଧି ସହିତ ଡ଼ାଈମେନ୍ସିଆ , ହାର୍ଟ ରୋଗ ଓ ମଧୁମେହ ସାମିଲ ରହିଛି l  ମିଳିଥିବା ରିପୋର୍ଟ ଅନୁସାରେ ଯେ କୌଣସୀ ଜିନିଷ କୁ ହାତରେ ଧରିବା ସମୟରେ ଆପଣଙ୍କ ହାତର ମୁଠା ଟି ଆପଣଙ୍କୁ ଦୁର୍ବଳ ଲାଗିବ ଭଳି ଅନୁଭବ ହୋଇଥାଏ କିମ୍ବା ଆପଣ ସେହି ଜିନିଷ କୁ ଠିକ ଭାବରେ ଧରି ପାରନ୍ତି ନାହିଁ  ତେବେ ଆପଣ ଡାକ୍ତରଙ୍କ ନିକଟକୁ ଯାଇ ନିଶ୍ଚିନ୍ତ ପରୀକ୍ଷା କରାନ୍ତୁ l

ଏହାଛଡା ନିଜ ଜୀବନ କୁ ସନ୍ତୁଳିତ ରଖିବା ନିହାତି ଆବଶ୍ୟକ l  ଯେପରିକି ସନ୍ତୁଳିତ ଭୋଜନ ସହିତ ଠିକ ଭାବରେ ନିଦ୍ରା , ମଦ୍ୟପାନ ଠାରୁ ଦୂରେଇ ରହିବା ଓ ନିୟମିତ ଶାରୀରିକ ବ୍ୟାୟାମ ନିହାତି ଜରୁରୀ l

Nalco
Leave A Reply