Odisha news

ବିଜ୍ଞାନର ଚମତ୍କାର : ଝିଅଟି ଜନ୍ମ ହେଲା ବେଳକୁ ବୟସ ଥିଲା ୨୭ ବର୍ଷ , ମା ଠାରୁ ଝିଅ ଦେଢ଼ବର୍ଷ ସାନ

0

ନୂଆଦିଲ୍ଲୀ : ବିଜ୍ଞାନ ଅନେକ ମାତ୍ରାରେ ଉନ୍ନତି କରି ସାରିଛି ,ଯାହାର ଉଦାହରଣ ମିଳିଛି ଆମେରିକାରେ ଗୋଟିଏ ଝିଅ ଯେତେବେଳେ ଜନ୍ମ ହେଲା ତାକୁ ୨୭ ବର୍ଷ ହୋଇ ସାରିଥିଲା ସେ ନିଜ ମା ପାଖରୁ ମାତ୍ର ୨ ବର୍ଷ ୬ ମାସ ସାନ ଥିଲା l ଘଟଣାଟି ଏହି ପରି ,ମୋଲି ନାମକ ଜଣେ ପୁରୁଷଙ୍କର ଭୃଣ ୧୯୯୨ ମସିହା ଅକ୍ଟୋବର ମାସରେ ଫ୍ରିଜ କରାଯାଇଥିଲା ଓ ୨୦୨୦ ଫେବୁଆରୀରେ ଗିବିସନ ପରିବାର ଏହି ଭୃଣର ଟ୍ରାନ୍ସପ୍ଲାଣ୍ଟ ଟିନା ଗିବିସନ ନାମକ ମହିଳାଙ୍କୁ କରାଯାଇଥିଲା l ଯାହାର ପରିଣାମ ସ୍ୱରୂପ ଚଳିତ ବର୍ଷ ଗୋଟିଏ ଝିଅ ଜନ୍ମ ହେଲା l ଟିନା ଗିବିସନଙ୍କ ଜନ୍ମ ୧୯୯୧ ରେ ହୋଇଥିଲା l ତାଙ୍କର ବିଭାହ ବେଞ୍ଜାମିନ ନାମକ ବ୍ୟକ୍ତିଙ୍କ ସହ ୧୦ ବର୍ଷ ହେଲାଣି ହୋଇଥିଲା l ଟିନାଙ୍କ ସ୍ୱାମୀ ସିସ୍ଟିକ ଫାଇବ୍ରୋସିସ ରୋଗରେ ପୀଡିତ ଅଟନ୍ତି l

ଏହି ରୋଗ ହେବ ଦ୍ୱାରା ଛୁଆ ଜନ୍ମ ହେବାରେ ବାଧା ଉପୁଜିଥାଏ l ୨୦୧୭ ରେ ଟିନାଙ୍କ ଅଭିଭାବକ ଗୋଟିଏ ସ୍ଥାନୀୟ ଗଣମାଧ୍ୟମ ଖବରରେ ନେସନାଲ ଏମ୍ବ୍ର ୟ ଡୋନେସନ ସେଣ୍ଟର ନାମ ଶୁଣିବାକୁ ପାଇଥିଲେ ,ଯିଏ ମହିଳାଙ୍କୁ ଭୃଣ ପୋଷ୍ୟ ଭାବରେ ଗ୍ରହଣ କରିବାରେ ସାହାଯ୍ୟ କରିଥାଏ l ପ୍ରଥମେ ଟିନା ଏହି ବିଷୟରେ ଠିକରେ ବିଚାର କରି ନଥିଲେ କିନ୍ତୁ ପରେ ସେ ନିଜ ସ୍ୱାମୀଙ୍କ ସହିତ ଏହି ସଂସ୍ଥାକୁ ଯିବାପାଇଁ ନିଷ୍ପତି ନେଲେ l ଟିନା ପେସାରେ ଜଣେ ଶିକ୍ଷୟତ୍ରୀ ଅଟନ୍ତି l ଟିନା ୨୦୧୭ ରେ ନିଜର ପ୍ରଥମ ଝିଅର ଭୃଣ ପୋଷ୍ୟ ଭାବରେ ଗ୍ରହଣ କରିଥିଲେ ଓ ସେହିବର୍ଷ ନଭେମ୍ବର ମାସରେ ତାଙ୍କର ଗୋଟିଏ ଝିଅ ହୋଇଥିଲା l ସେହି ଝିଅଟିର ନାମ ଏମା ରଖl ଯାଇଥିଲା ଏମାଙ୍କ ଭୃଣ ୨୪ ବର୍ଷ ଧରି ଫ୍ରିଜରେ ରହିଥିଲା l

କିନ୍ତୁ ଚଳିତ ବର୍ଷ ଟିନା ଆଉ ଗୋଟିଏ ଭୃଣ ପୋଷ୍ୟ ଭାବରେ ଗ୍ରହଣ କରିଥିଲେ ,ଚଳିତ ବର୍ଷ ଅକ୍ଟୋବର ମାସରେ ଆଉ ଗୋଟିଏ ଝିଅକୁ ଜନ୍ମ ଦେଲେ l ସେହି ଝିଅଟି ଯେଉଁ ଭୃଣରୁ ଜନ୍ମ ହୋଇଛି ତାଙ୍କ ନାମ ମୋଲି ଥିବା କାରଣରୁ ଏହି ସାନ ଝିଅଟିର ନାମ ମଧ୍ୟ ମୋଲି ରଖ ଯାଇଛି l ମୋଲିଙ୍କ ଭୃଣ ୨୭ ବର୍ଷ ଧରି ଫ୍ରୀଜିଙ୍ଗ କର ଯାଇଥିଲା l ଯାହା ଏମାଙ୍କ ରେକର୍ଡ ଭାଙ୍ଗି ଦେଇଛି l ଗବେଷଣା ଅନୁସାରେ ଜଣ ପଡିଛି ଯେ ଅନେକ ବର୍ଷରୁ ସଂଗ୍ରହ କରାଯାଇଥିବା ଭୃଣ ଦ୍ୱାରା ମଧ୍ୟ ସନ୍ତାନ ହୀନ ଦମ୍ପତି ସନ୍ତାନ ସୁଖ ଲାଭ କରି ପାରିବେ l ଯାହାକୁ IVF ଚିକିତ୍ସା କୁହାଯାଏ l

Nalco
Leave A Reply