Odisha news

SBI ରିକ୍ରୁଇଟମେଣ୍ଟ ୨୦୨୨ : ବିନା ପରୀକ୍ଷାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ରେ କରିପାରିବେ ଚାକିରୀ , ଜାଣନ୍ତୁ କଣ ରହିଛି ନିୟମାବଳୀ

0
ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ସ୍ପେଶିଆଲ କେଡର୍ ଅଫିସର (SCO) ପଦବୀ ଉପରେ ଆବେଦନ ବାହାରିଛି । ବ୍ୟାଙ୍କ୍ ରେ ଭର୍ତ୍ତି ହେବା ପାଇଁ ପ୍ରସ୍ତୁତି କରୁଥିବା ପାର୍ଥି ମାନଙ୍କ ପାଇଁ ଚାକିରୀ ପାଇବାର ସୁବିଧା ଉପାୟ । ଇଛୁକ ଓ ଯୋଗ୍ୟ ପର୍ଥୀ SBI ର ଅଧିକାରୀକ ୱେବସାଇଟ sbi.co.in ମାଧ୍ୟମରେ ଆବେଦନ କରି ପାରିବେ । ଅନ୍ ଲାଇନ୍ ଆବେଦନ ପାଇଁ ପ୍ରକ୍ରିୟା ନଭେମ୍ବର ୨୨ରୁ ଆରମ୍ଭ ହୋଇ ସାରିଛି ।
SBI ରେ ଭର୍ତ୍ତି ୨୦୨୨ ନୋଟିଫିକେସନ୍ ଅନୁସାରେ , ଏହି ଭର୍ତି ଅଭିଯାନ ଅନୁସାରେ ସ୍ପେଶିଆଲିଷ୍ଟ କ୍ୟାଡ଼ର ଅଫିସର ପଦବୀ ପାଇଁ ସମୁଦାୟ ୬୫ଟି ପଦବୀ କୁ ପୂରଣ କରିବା ପାଇଁ ଏହି ପ୍ରକ୍ରିୟା କରାଯାଇଛି । ପାର୍ଥିମାନେ ନିମ୍ନ ରେ ଦିଆ ଯାଇଥିବା ତଥ୍ୟ କୁ ଆଧାର କରି ଡିସେମ୍ବର ୨୨ ମଧ୍ୟରେ ଆବେଦନ କରି ପାରିବେ ।
SBI SCO VACANCY 2022:-
୧) ମ୍ୟାନେଜର (ପ୍ରୋଜେକ୍ଟ – ଡିଜିଟାଲ ପିମେଣ୍ଟ ) – ୫ଟି ପଦବୀ
 ୨) ମ୍ୟାନେଜର ( ପ୍ରୋଜେକ୍ଟ ଡିଜିଟାଲ ପେମେଣ୍ଟ କ୍ୟାଡ଼ର ) – ୨ପଦବୀ
୩) ମ୍ୟାନେଜର ( ପ୍ରୋଜେକ୍ଟ ଡିଜିଟାଲ ପ୍ଲାଟଫର୍ମ ) – ୨ପଦବୀ
୪) ମ୍ୟାନେଜର ( କ୍ରେଡିଟ ଅନାଲିଶିସ) -୫୫ପଦବୀ
୫) ସର୍କିଲ୍ ଅଦ୍ଭାଇଯାର -୧ ପଦବୀ
ଯେଉଁମାନେ କରି ପାରିବେ ଆବେଦନ -:
ପର୍ଥି ଙ୍କ ବୟସ ୨୫-୨୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ଅତି ବେଶୀରେ ୩୫ ବର୍ଷ ହେବା ଆବଶ୍ୟକ । ଅଧିକତମ ୩୫ ଓ ୬୨ ବର୍ଷ ଅଟେ । ପୋଷ୍ଟ କୁ ନେଇ ବୟସ ସୀମା । ୱାର୍କ ଏକ୍ସପେରିଏନ୍ସ ଅଲଗା ଅଲଗା ରହିଛି । ସମସ୍ତ ତଥ୍ୟ ପାଇଁ ନୋଟିଫିକେସନ୍ ଚେକ୍ କରନ୍ତୁ ।
ଚୟନ ପ୍ରକିୟା -: ଚୟନ ପ୍ରକିୟା ରେ ସର୍ଟ ଲିଷ୍ଟିଂ ଇନ୍ଟର ଆକ୍ସନ ସାମିଲ ରହିବ । ଉପଯୁକ୍ତ ପଦବୀ ପାଇଁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡ଼ିବ ନାହିଁ ।
ଶୁଳ୍କ:- ଆବେଦନ କରିବା ପାଇଁ ଶୁଳ୍କ ସାଧାରଣ ବର୍ଗ/ ଓବିଶି/ଇଡବ୍ଲ୍ୟୁଏସ ପାର୍ଥୀ ଙ୍କ ପାଇଁ ୭୫୦ ଟଙ୍କା ଓ ଅନୁସୂଚିତ ଜାତି / ଅନୁସୂଚିତ ଜନଜାତି ଙ୍କ ପାଇଁ ଶୁଳ୍କ ଛାଡ ।
Nalco
Leave A Reply