Odisha news

ୟୁଭି ସାନିଟାଇଜର୍‌ ସାମସଙ୍ଗ୍‌ ୟୁଭି ସାନିଟାଇଜର୍‌

0

ଲଞ୍ଚ୍‌ କରିଛି । େୱୟରଲେସ୍‌ ଚାର୍ଜିଂ ସହିତ ଆସୁଥିବା ଏହି ଡିଭାଇସ୍‌ ସାହାଯ୍ୟରେ ସ୍ମାର୍ଟଫୋନ୍‌, ଚଷମା, ଇୟରବଡ୍‌ସ ଆଦି ସାନିଟାଇଜ୍‌ କରିପାରିବେ । ଏହା ମାତ୍ର ୧୦ ମିନିଟରେ ଡିଭାଇସ୍‌କୁ ଜୀବାଣୁମୁକ୍ତ କରିବ । କମ୍ପାନୀ କହିମାନୁସାରେ ୯୯% ପର୍ଯ୍ୟ ବ୍ୟାକେଫରିଆ ଓ ଜର୍ମକୁ ମାରିପାରିବ । ଏହା ହୁଅଲ୍‌ ୟୁଭି ଲାଇଟ୍‌ ଉପରେ କାମ କରିବ ଯାହା ଟପ୍‌ ଓ ବଟମ୍‌ ସର୍ଫେସ୍‌ର ଜୀବାଣୁକୁ ମାରିବା ପାଇଁ
ସକ୍ଷମ । ସ୍ଲିକ୍‌ ଡିଜାଇନ୍‌ର ଡିଭାଇସକୁ ସିଙ୍ଗଲ୍‌ ବଟନ୍‌ ଜରିଆରେ କଣ୍ଟ୍ରୋଲ କରାଯିବ । ଏଥିରେ ସ୍ପ୍ରେ ସହିତ ମାଇକ୍ରୋଫାଇବର୍‌ କ୍ଲଥ୍‌ ରହିଛି । ଯଦି କୌଣସି ଡିଭାଇସ୍‌କୁ ସଫା କରିବାକୁ ଚାହୁଁଛନ୍ତି ତେବେ କ୍ଲିନିଂ ଲିକ୍ୱିଡ୍‌ ସ୍ପ୍ରେ କରି ମେସିନ୍‌ରେ ଲାଗିଥିବା ମାଇକ୍ରୋଫାଇବର୍‌ ସାହାଯ୍ୟରେ ସଫା କରିପାରିବେ ।

Leave A Reply