Odisha news

ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ଉନ୍ନତି ପାଇଁ ଶନି ଦେବଙ୍କ ନିକଟରେ କରନ୍ତୁ ଏହି ଉପାୟ

0
ଶନିଦେବଙ୍କ ପ୍ରକୋପରୁ ଆମ ଜୀବନରେ ଅନେକ ଅସୁବିଧା ଦେଖା ଦେଇଥାଏ । ଯେପରିକି ଚାକିରୀ ଓ ବ୍ୟବସାୟ କ୍ଷେତ୍ରରେ ଅନେକ ଅସୁବିଧା ର ସମ୍ମୁଖୀନ ହୋଇଥାଏ । ଏହି ସବୁ ଅସୁବିଧା କୁ ଦୁର କରିବା ପାଇଁ ଶନିଦେବଙ୍କ ର ବିଶେଷ ପୂଜା ମଧ୍ୟ ଆମେ କରିଥାଉ । ଆସନ୍ତୁ ଜାଣିବା କିପରି ଶନିଦେବଙ୍କ ଆଶୀର୍ବାଦ ରୁ ନିଜ ଜୀବନରେ ଉନ୍ନତି ହୋଇଥାଏ ।
* ଶନିବାର ଦିନ ଏହି ଜିନିଷକୁ ଦାନ କରନ୍ତୁ – ଜୀବନରେ ଉନ୍ନତି ପାଇଁ ଶନିଦେବଙ୍କ ସହିତ ଯୋଡି ହୋଇଥିବା କିଛି ଜିନିଷ ଦାନ କରନ୍ତୁ । ଶନିବାର ଦିନ କଳା ବିରି ଡାଲି , ରାଶି ତେଲ ଓ ଲୁହା ଦାନ କରିବା ଉଚିତ୍ । କଳା ବସ୍ତ୍ର ଦାନ କରିବା ଉଚିତ୍ ।
* ଶନିବାର ଦିନ ଏହି ରତ୍ନ ଧାରଣ କରିବା ଉଚିତ୍ – ଚାକିରୀ ଓ ବ୍ୟବସାୟରେ କ୍ଷେତ୍ରରେ ଉନ୍ନତି କରିବା ପାଇଁ ଏହିଦିନ ନୀଲମ ରତ୍ନ ଧାରଣ କରନ୍ତୁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରତ୍ନ ଶନିଙ୍କ ଦୁଷ୍ପ୍ରଭାବାରୁ ରକ୍ଷା କରିଥାଏ ।
* ସମୃଦ୍ଧି ପାଇଁ ଶନି ଯନ୍ତ୍ର ପୂଜା କରନ୍ତୁ – ଘରର ସୁଖ ସମୃଦ୍ଧି ଶାନ୍ତି ପାଇଁ ଶନି ଯନ୍ତ୍ର ସ୍ଥାପନା କରିବା ଉଚିତ୍ ।
* ଶନି ମନ୍ତ୍ର ଜପ ର ମାହାତ୍ମ୍ୟ – ଶନିବାର ଦିନ ଶନି ମନ୍ତ୍ର ଜପ କରିବା ଉଚିତ୍, ଏହି ମନ୍ତ୍ର କୁ ଜପ କରିବା ଦ୍ୱାରା ଜୀବନର ସମସ୍ତ କଷ୍ଟ ଦୂର ହୋଇଥାଏ ।
Nalco
Leave A Reply