Odisha news

ଧନ ଲାଭ କରିବା ପାଇଁ ଶନିବାର ଦିନ କରନ୍ତୁ ଏହି ଉପାୟ ବଦଳିବ ଭାଗ୍ୟ

0
ପ୍ରତେକ ମଣିଷ ଚାହୁଁଥାଏ ତାର ଘର ଓ ପରିବାର ସୁଖ ଶାନ୍ତି ଏବଂ ସମୃଦ୍ଧି ରୁହନ୍ତୁ ,ସେଥିପାଇଁ ସେ ଦିନରାତି ପରିଶ୍ରମ କରିଥାଏ । ନାଁ କେବଳ ସେ ନିଜର ଜୀବନରେ ଉନ୍ନତି କରେ ବାରଂ ତାର ପରିବାରକୁ ଭଲରେ ରଖେ କେତେବେଳେ ଆପଣଙ୍କ ଭାଗ୍ୟ ଆପଣଙ୍କ ସାଙ୍ଗ ଦେଇଥାଏ ଓ କେତେବେଳେ ଦେଇ ନଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିବାର ଦିନ କିଛିଟା ଉପାୟ କରିବା ଦ୍ବାରା ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିବା ସହିତ ଘରେ ସୁଖ ସମୃଦ୍ଧି ରହିଥାଏ ।
* ଯଦି ଆପଣ ଧନର ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି ତେବେ ଶନିବାର ଦିନ ଲୁହା ବାସନରେ ଜଳ ,ଗୁଡ,ରାଶି,ଘିଅ ଏବଂ ଦୁଗ୍ଧ ମିଶାଇ ପିପଳ ଗଛ ମୂଳରେ ଧଳନ୍ତୁ । କୁହାଯାଏ ଯେ ଏହି ଉପୟାକୁ ୪୦ଟି ଶନିବାର ପର୍ଯ୍ୟନ୍ତ ପାଳନ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ରୁହେ ।
* ଶନି ,ରହୁ କିମ୍ବା କେତୁଙ୍କ ଖରାପ ପ୍ରଭାବ ଯଦି ଚାଲିଥାଏ ତେବେ ଶନିବାର ଦିନ ଗୋଟିଏ ଛୋଟ କଳା ପଥର ଆଣି ତାହାକୁ ରାଶି ତେଲରେ ବୁଡ଼ାନ୍ତୁ।ଏହାକୁ ନିଜ।ମୁଣ୍ଡ ଉପରେ ୭ଥର ବୁଲାଇ ଦୀପରେ ଦେଖାଇ କୂଅରେ ଫିଙ୍ଗି ଦିଅନ୍ତୁ । ଏପରି କରିବା ଦ୍ବାରା ଆପଣଙ୍କ ଘରୁ ସମସ୍ତ ବିପଦ ଦୂରେଇ ଯିବ। ଏଭଳି କାର୍ଯ୍ୟ କରିସାରି ଶନି ଦେବଙ୍କୁ ପ୍ରଣାମ କରନ୍ତୁ।
* ଯେକୌଣସି କାର୍ଯ୍ୟରେ ସିଦ୍ଧି ଲାଭ କରିବା ପାଇଁ ଘରୁ ବାହାରିବା ବେଳକୁ ନିଜ ହାତରେ କିଛି ରୁଟି ନିଅନ୍ତୁ ।ବାଟରେ ଯଦି କାଉ ଦେଖାଯାଏ ତେବେ ଆଜି ରୁଟି ଗୁଡ଼ିକୁ ଛିଡାଇ କାଉ ଆଗରେ ପକାଇ ଦିଅନ୍ତୁ ନଚେତ୍ କଳା କୁକୁର ଦେଇ ଦିଅନ୍ତୁ ।
* ରୁଣରୁ ମୁକ୍ତି ପାଇବା ପାଇଁ ମଙ୍ଗଳବାର ଓ ଶନିବାର ଦିନ ଶିବ ମନ୍ଦିରରେ ଯାଇ ଲିଙ୍ଗ ଉପରେ ଦହି ଏବଂ ଘିଅ ଚଢ଼ାନ୍ତୁ ।
 * ଶନିଙ୍କ ଅଶୁଭ ପ୍ରଭାବରୁ ରକ୍ଷା ପାଇବା ପାଇଁ ଶନିବାର ଦିନ ମାଂସ ଓ ମଦିରା ସେବନ କରନ୍ତୁ ନାହିଁ ।ଏପରି କରିବା ଦ୍ବାରା ଆପଣଙ୍କ ଘରକୁ ସକାରାତ୍ମକ ଶକ୍ତି ମିଳିବ ଏବଂ ଆପଣଙ୍କର ସମସ୍ତ ଅସୁବିଧା ଦୂରେଇ ଯିବ।
Nalco
Leave A Reply