ସମୟ ସମୟ ରେ ଗ୍ରହ ମାନଙ୍କର ସ୍ଥିତିରେ ପରିବର୍ତ୍ତନ ହୋଇଥାଏ, ଏହିଭଳି ଭାବରେ ଫେବୃଆରୀ ୨୭ ଓ ୨୮ ମଧ୍ୟରାତ୍ରି ଅର୍ଥାତ ରାତି ୧୨.୯ ମିନିଟ ସମୟ ରେ ନିଜ ରାଶି କୁମ୍ଭ ରେ ଶନି ଦେବ ଅସ୍ତ ହେବେ, କୁମ୍ଭ ରାଶିର ସ୍ୱାମୀ ଗ୍ରହ ଶନି ଦେବ ଅଟନ୍ତି, ଏବଂ ପରଦିନ ଶନି ଦେବ ପୁନର୍ବାର ନିଜ ରାଶି ୬ଟା ୩୭ ମିନିଟ ରେ ଉଦୟ ହେବେ l ତେଣୁକରି ଶନି ଙ୍କର ଏହି ଚକ୍ର ତିନିଟି ରାଶି ଉପରେ ସକାରାତ୍ମକ ପ୍ରଭାବ ପକାଇବ l
ମେଷ ରାଶି – ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଦେବ ମେଷ ରାଶିରେ ୧୧ ତମ ସ୍ଥାନରେ ଅସ୍ତ ହେବେ, ଯାହାଦ୍ୱାରା ଚାକିରୀ ରେ ଭଲ ସଫଳତା ମିଳିବ, ଏବଂ ପଦୋନ୍ନତି ହେବ, ଆର୍ଥିକ ଲାଭ ମିଳିବା ସହିତ ସଫଳତା ମିଳିବ l ବ୍ୟବସାୟୀ ମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ l
କର୍କଟ ରାଶି –
କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଶନି ଙ୍କ ଅସ୍ତ ହେବା ଶୁଭ ପ୍ରଭାବ ରହିବ, ଏହାଦ୍ୱାରା ଜାତକ ରେ ଆୟ ବୃଦ୍ଧି ହେବ, ଅଟକିଥିବା ଧନ ଆପଣ ମଧ୍ୟ ପାଇବେ, ପରିବାର ଓ ଜୀବନ ସାଥି ଙ୍କ ସହିତ ଭଲ ସମୟ ଅତିବାହିତ ହେବ l
ଧନୁ ରାଶି –
ଧନୁ ରାଶିର ବ୍ୟକ୍ତି ଶନି ଙ୍କ ହସ୍ତ ହେବା ଦ୍ୱାରା ଆର୍ଥିକ ଲାଭ ପାଇବେ, କ୍ୟାରିଅର ରେ ଆଗକୁ ବଢିବେ, ବ୍ୟବସାୟ କରୁଥିବା ଜାତକ ରେ ବଡ଼ ସଫଳତା ମିଳିବ l ଏହି ସମୟରେ ଯେକୌଣସି କ୍ଷେତ୍ରରେ ମଧ୍ୟ ବ୍ୟବସାୟ କରିବେ ସଫଳତା ପାଇବେ l