Odisha news

୨୮ ଦିନ ପରେ ଏହି ବ୍ୟକ୍ତି ମାନଙ୍କ ଭାଗ୍ୟ ବଦଳାଇବେ ଶନିଦେବ, ଏଭଳି କରନ୍ତୁ ପୂଜା

0

ସନାତନ ଧର୍ମ ଅନୁସାରେ ଶନିଦେବ ହେଉଛନ୍ତି ଧର୍ମ ଓ ନ୍ୟାୟର ଦେବତା , ସେ ବ୍ୟକ୍ତିର କାର୍ଯ୍ୟ ଅନୁସାରେ ଫଳ ଦାନ କରି ଥାଆନ୍ତି l  କୁହାଯାଏ ଯେ ଯେଉଁ ଲୋକମାନେ ଭଲ କର୍ମ କରନ୍ତି, ତାଙ୍କ ଉପରେ ଶନିଙ୍କ କୃପା ଦୃଷ୍ଟି ରହିଥାଏ l ତେଣୁ ଶନି ଙ୍କୁ କର୍ମଫଳ ଦାତା କୁହାଯାଏ l ଶନିଦେବ ଙ୍କ ପ୍ରକୋପ ରୁ ରକ୍ଷା ପାଇବା ପାଇଁ ଓ ତାଙ୍କ କୃପା ଲାଭ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଅଲଗା ଅଲଗା ଉପାୟ କରି ଥାଆନ୍ତି l  ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଦେବ ଯେତେବେଳେ ରାଶି ପରିବର୍ତନ କରନ୍ତି ତାର ପ୍ରଭାବ ସମସ୍ତ ରାଶି ଉପରେ ପଡିଥାଏ l  ଏହି ସମୟରେ ଶନିଦେବ କିଛି ରାଶି ଙ୍କୁ ସାଢେ ସାତି ରୁ ମୁକ୍ତ କରି ଥାଆନ୍ତି l

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅକ୍ଟୋବର ୨୩ ତାରିଖରୁ ଶନିଦେବ, ମକର ରାଶିରେ ପ୍ରବେଶ କରିଛନ୍ତି l ଜାନୁଆରୀ ୧୭ ତାରିଖ ୨୦୨୩  ପର୍ଯ୍ୟନ୍ତ ମକର ରାଶିରେ ରହିବେ l ଜ୍ୟୋତିଷ ଦୃଷ୍ଟି କୋଣରୁ ଶନିଦେବ, ବକ୍ର ହେବ ଦ୍ୱାରା ଅନେକ ରାଶିରେ କଷ୍ଟ ଓ ଦୁଃଖ ପଡି ଯାଇଥାଏ l  ୧୭ ଜାନୁଆରୀ ରେ ମକର ରାଶିରୁ ଶନି ବାହାରି କୁମ୍ଭ ରାଶିରେ ପ୍ରବେଶ କରିବେ l

ଏହିସବୁ ରାଶି ପାଇଁ ଖୁବ ଶୁଭ ସମୟ ଆସିବ –
– ଯଦି କୌଣସି ବ୍ୟକ୍ତି ର କାର୍ଯ୍ୟ ରେ ଲଗାତାର ବାଧା ଆସିଥାଏ ତେବେ ସେହି ବ୍ୟକ୍ତି ଶନି ଙ୍କ କୋପ ଦୃଷ୍ଟି ଦ୍ୱାରା ପୀଡିତ ବୋଲି କୁହାଯାଏ l  କିନ୍ତୁ କୁହାଯାଉଛି ଯେ ୨୦୨୩ ରେ ଅନେକ ରାଶି ପାଇଁ ଭଲ ସମୟ ଆସୁଛି l

– ୨୦୨୩ ରେ ଅନେକ ରାଶିରେ ଶନି ଦେବ ଙ୍କ କୃପା ବିଶେଷ ଭାବରେ କୁମ୍ଭ ରାଶି, ମିଥୁନ ଓ ତୁଳା ରାଶିରେ ଶୁଭ ଦୃଷ୍ଟି ରହିବ l  ଏହି ୩ଟି ରାଶିର ବ୍ୟକ୍ତିଙ୍କ ପାଇଁ ଖୁବ ଶୁଭ ଯୋଗ ଦେଖାଯିବ l  ସମସ୍ତ କଷ୍ଟ ଦୂର ହେବ l

– ଆପଣ ଏହି ସମୟରେ ଦାନ, ସ୍ନାନ ଭଳି ଶୁଭ କାର୍ଯ୍ୟ କରିବେ l  ଏହି ସମୟରେ ଶନିଦେବ ଙ୍କ ନିକଟରେ ଶନି ଚାଳିଶା ପାଠ କରିବା ଜରୁରୀ l ଏହାଛଡା ସଙ୍କଟ ମୋଚନ ହନୁମାନଙ୍କ ନିକଟରେ ବଜରଙ୍ଗ ବାଣ ପାଠ ନିୟମିତ କରନ୍ତୁ l

– ଯାହାକି ଆପଣଙ୍କୁ ଅନେକ ଅସୁବିଧା ରୁ ଦୂରେଇ ରଖିବା ସହିତ ଜୀବନ ରେ ସମସ୍ତ ସ୍ଥାନରେ ସଫଳତା ଦେବ l  ଶନିଦେବ, ଙ୍କୁ ନ୍ୟାୟର ଦେବତା କୁହାଯାଇ ଥିବା କାରଣରୁ ମନରେ କଦାପି କାହାପ୍ରତି  ଆକ୍ରୋଶ, ଘୃଣା, ହିଂସା ଭାବନା ରଖିବା ଉଚିତ ନୁହେଁ l

– ନିୟମିତ ଭାବରେ ଯଦି ଆପଣ ଶନିଦେବ, ଙ୍କ ନିକଟରେ ରାଶି ତେଲ ର ଦୀପ ଜଳାଇବେ ଏହା ଆପଣଙ୍କୁ ସମସ୍ତ ସଙ୍କଟ, ବାଧା ବିଘ୍ନ ଠାରୁ ଦୁରେଇ ରଖିବ l ଏହାଛଡା ଜୀବନ ରେ ସଫଳତାର ରାସ୍ତା ଦେଖାଇବ l

– ବିଶେଷ ଭାବରେ ଶନିବାର ଦିନ ଶନିଦେ ଙ୍କ ନିକଟରେ ସୋରିଷ ତେଲରେ ଲୁହାକଣ୍ଟା ପକାଇ ଦୀପ ଟିଏ ପ୍ରଜ୍ବଳନ କରିବା ଜରୁରୀ ଯାହାକି ସମସ୍ତ ବାଧା ବିଘ୍ନ କୁ ଦୁରେଇ ଦେବ l

IEC 2 years
Leave A Reply