Odisha news

ସମୃଦ୍ଧି ପାଇଁ ଶନିବାର ଦିନ କରନ୍ତୁ ଏହି ଉପାୟ ,ଜୀବନରେ ସଫଳତା ପାଇବା ସହ ଦୂର ହେବ ଆର୍ଥିକ ଅନାଟନ

ସବୁ ମଣିଷ ଚାହିଁ ଥାଆନ୍ତି ଯେ ତାଙ୍କ ଘରେ ସୁଖ ସମୃଦ୍ଧି ରହିଥାଉ ଓ ପରିବାର ଖୁସିରେ ରୁହନ୍ତୁ l କିନ୍ତୁ କେତେବେଳେ ଭାଗ୍ୟ ଆମ ସାଙ୍ଗ ଦେଇଥାଏ ଓ କେତେବେଳେ ନୁହେଁ l  ଏପରି କିଛି ଉପାୟ ରହିଛି ଯାହାକୁ ଆପଣ ଶନିବାର ଦିନ ଆପଣାଇ ଜୀବନରେ ଯଶ କୀର୍ତି ଲାଭ କରନ୍ତୁ l

 

* ଘରର ସୁଖ ସମୃଦ୍ଧି ପାଇଁ ଶନିବାର ଦିନ ଲୁହା ବାସନାର ଜଳ ଭରି , ଗୁଡ଼ ,ରାଶି ,ଘିଅ ଓ ଦୁଗ୍ଧ ମିଶାଇ ଓସ୍ତ ଗଛ ମୂଳରେ ଢଳାନ୍ତୁ l କୁହାଯାଏ ଯେ ଏହାଦ୍ୱାରା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଥାଆନ୍ତି l ଏହି ଉପାୟକୁ ପ୍ରତି ଶନିବାର ଆପଣାନ୍ତୁ l

 

* ଯଦି ଶନି ,ରାହୁ ,କେତୁ ଦଶା ଖରାପ ଚାଲିଛି ,ତେବେ ଶନିବାର ଦିନ ଗୋଟିଏ କଳା ପଥର ଆଣନ୍ତୁ l ରାଶି ତେଲରେ ବୁଡାଇ ଏହାକୁ ନିଜ ୭ଥର ବୁଲାଇ ନିଆଁ ରେ ପକାଇ ଦିଅନ୍ତୁ l ଥଣ୍ଡା ହୋଇଯିବା ପରେ କୌଣସି ଶୁଖିଲା କୂଅ ରେ ଫିଙ୍ଗି ଦିଅନ୍ତୁ l ଗ୍ରହ ଦୋଷ ଶାନ୍ତ ହୋଇଥାଏ l

 

* ଘରେ ସୁଖ ସମୃଦ୍ଧି ଆଣିବା ପାଇଁ ଗୋଟିଏ ମାଟି ପାତ୍ରରେ କିଛି ଚାନ୍ଦି ମୁଦ୍ରା ରଖି ଘରର ଉତର ପଶ୍ଚିମ କୋଣରେ ରଖନ୍ତୁ l ଏହାପରେ ଏଥିରେ ଗହମ କିମ୍ବା ଚାଉଳ ଭରନ୍ତୁ l ଏପରି କରିବା ଦ୍ୱାରା ଧାନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l

 

* କୌଣସି କାର୍ଯ୍ୟର ସିଦ୍ଧି ପାଇଁ ଘରୁ ବାହାରିବା ପୂର୍ବରୁ ନିଜ ହାତରେ ରୁଟି ନେଇ ଆସନ୍ତୁ ଲବତରେ ଯେଉଁଠି ମଧ୍ୟ କାଉ ଦେଖୁଛନ୍ତି ରୁଟିକି ଛିଡ଼ାଇ ପକାନ୍ତୁ l ଏହାଦ୍ୱାରା କାର୍ଯ୍ୟରେ ସଫଳତା ମିଳିବ l

 

* ଶନିବାର ଦିନ ଶିବ ମନ୍ଦିର ଯାଇ ଶିବଲିଙ୍ଗ ଙ୍କୁ ମସୁର ଡାଲି ଶିବଲିଙ୍ଗରେ ଚଢାନ୍ତୁ ଓ “ଓମ ମୁକ୍ତେଶ୍ଵର ମହାଦେବାୟ ନମଃ “ମନ୍ତ୍ର ଉଚ୍ଚାରଣ କରନ୍ତୁ l ରୂଣରୁ ମୁକ୍ତି ପାଇବେ l

 

* ଶନି ଦେବଙ୍କ ଅଶୁଭ ପ୍ରଭାବରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ ମାଂସ ,ମଦିରା ଠାରୁ ଦୁରେଇ ରୁହନ୍ତୁ l ଶନିବାର ଦିନ ସାନି ଚାଳିଶା ମଧ୍ୟ ପାଠ କରନ୍ତୁ l

Shares