Odisha news

ମୈଦାନ କୁ ଫେରିଲେ ମହମ୍ମଦ ଶାମି

0

ICC ଚମ୍ପିଆନ୍ସ ଟ୍ରଫି ପାଇଁ ଟିମ ଇଣ୍ଡିଆ ନିଜର ଅଭିଯାନ ୨୦ ଫେବୃଆରୀ ରେ ବଙ୍ଗଳାଦେଶ ବିପକ୍ଷ ରେ ମ୍ୟାଚ ଖେଳି ଆରମ୍ଭ କରିଛି, ଭାରତର ଦାୟିତ୍ୱ ଦ୍ରୁତତମ ବୋଲର ମହମ୍ମଦ ଶାମି ଙ୍କ ରହିବ , ବର୍ତମାନ ଯଶପ୍ରୀତ ବୁମରା ଆହତ ହୋଇଥିବା କାରଣରୁ ଟିମ ରୁ ବାହାର ଅଛନ୍ତି, ଆଶା କରାଯାଉଛି ଯେ ଶାମି ଏହି ଟୁର୍ନାମେଣ୍ଟ ରେ ବୁମରା ଙ୍କ କମି ଅନୁଭବ ହେବାକୁ ଦେବେ ନାହିଁ , ଶାମି କହିଛନ୍ତି ଯେ ଆଘାତ ପାଇବା ପରେ ଭାବିଥିଲି ମୋର ଅନ୍ତର୍ଜାତୀୟ କ୍ୟାରିଅର ର ସମାପ୍ତି ହୋଇଗଲା , ଅଷ୍ଟ୍ରେଲିଆ ବିରୁଦ୍ଧରେ ୨୦୨୩ ରେ ଏକ ଦିବସୀୟ ବିଶ୍ୱ କପ ଫାଇନାଲ ରେ ଶାମି ଙ୍କୁ ଆଘାତ ଲାଗିଥିଲା , ଯେଉଁ କାରଣରୁ ସର୍ଜରୀ ର ଆବଶ୍ୟକତା ପଡିଲା, ଏହି କାରଣରୁ ସେ ୧୪ ମାସ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ ରୁ ଦୁରେଇ ରହିଲେ l
ICC କୁ ଶାମି କହିଥିଲେ ଯେ ବିଶ୍ୱକପ ରେ ଭଲ ପ୍ରଦର୍ଶନ ସତ୍ୱେ ନିଜକୁ ମୁଁ ଅପରେସନ ଟେବୁଲ ଦେଖିଥିଲି,ମୋର ସନ୍ଦେହ ଥିଲା ଯେ ମୁଁ ଆଉ ଥରେ ଖେଳି ପାରିବି କି ନାହିଁ , ମୋର ଡାକ୍ତର ଙ୍କୁ ପ୍ରଥମ ପ୍ରଶ୍ନ ଥିଲା ମୁଁ ପଡିଆକୁ କେବେ ଫେରିବି , କିନ୍ତୁ ଡାକ୍ତରଙ୍କ ପ୍ରଚେଷ୍ଟା ଦ୍ୱାରା ମୁଁ ପୁନର୍ବାର ମୈଦାନ କୁ ଫେରିବାକୁ ସମର୍ଥ ହୋଇଛି , ମୁଁ ସବୁବେଳେ ଭାବୁଥିଲି କେବେ ମୁଁ ନିଜ ଗୋଡ଼ରେ ଚଳିବାରେ ବିନା ସlହlରl ରେ ସମର୍ଥ ହେବି l ୩୪ ବର୍ଷୀୟ ଶାମି ଇଂଲଣ୍ଡ ବିରୁଦ୍ଧରେ ୨ଟି ଟି 20 ଓ ଏତେ ଗୁଡିଏ ଅନ୍ତର୍ଜାତୀୟ ମ୍ୟାଚ ଖେଳି ଭାରତୀୟ ଦଳକୁ ଫେରି ପାରିଛନ୍ତି l

Leave A Reply