Odisha news

କିଏ ଥିଲେ ସେହି ମୋଗଲ ଶାସକ, ଯାହାଙ୍କ ଶରୀରରେ ରହିଥିଲା ହିନ୍ଦୁ ରକ୍ତ

0

ଏମିତିରେ ତ ଅନେକ ମୋଗଲ ଶାସକ ରହିଥିଲେ, ଯାହାଙ୍କ ଶରୀରରେ ହିନ୍ଦୁ ରକ୍ତ ରହିଥିଲା, କିନ୍ତୁ ଏଭଳି ଜଣେ ବାଦଶାହା ଥିଲେ ଯାହାଙ୍କ ଶରୀରରେ ତିନି ଚତୁର୍ଥାଂଶ ହିନ୍ଦୁ ରକ୍ତ ଥିଲା l ଏଭଳି କହିବାର ଅର୍ଥ ହେଲା ଏହି ମୋଗଲ ଶାସକ ଙ୍କ ର କେବଳ ମା ନୁହେଁ ବରଂ ଜେଜେମା ମଧ୍ୟ ହିନ୍ଦୁ ଥିଲେ l ସେ ଆଉ କେହି ନୁହନ୍ତି, ସେ ଥିଲେ ସାହାଜାହାନ , ଯାହାଙ୍କର ପିଲା ଦିନର ନାମ ଖୁରମ୍ ଥିଲା l ସାହାହଜାନ ଙ୍କ ମାଙ୍କ ନାମ ଥିଲା ଜଗତ ଗୋସାଇଁ, ଯିଏକି ରାଜପୁତ ବଂଶର ଥିଲେ l

ଏହି କାରଣରୁ ବୋଧହୁଏ ସାହାଜାହାନ ପାଳନ ପୋଷଣ ତାଙ୍କ ମା କରିନଥିଲେ l ରୁକେୟା ସୁଲତାନ କରିଥିଲେ l କାହିଁକିନା ସାହାଜାହାନ ଙ୍କ ପିତା ଜାହାଙ୍ଗୀର ଙ୍କ ର ଭୟ ରହିଥିଲା ଯେ କାଳେ ସାହାଜାହାନ ହିନ୍ଦୁ ହୋଇଯିବେ l ଏବଂ ସାହାଜାହାନ ଙ୍କ ଜେଜେ ଆକବର ଙ୍କର ମଧ୍ୟ ଏଥିପାଇଁ ଭୟ ରହିଥିଲl ଯେ ସାହାଜାହାନ ହିନ୍ଦୁ ଧର୍ମ କୁ ଆପଣାଇ ନନିଅନ୍ତୁ , ଯାହାଦ୍ୱାରା ମୋଗଲ ମାନଙ୍କର ଅପମାନ ହେବ l ତେଣୁ ତାଙ୍କ ପିତା ତାଙ୍କର ପାଳନ ପୋଷଣ ନିଜ ଆକ୍ଷି ସାମ୍ନାରେ କରିଥିଲେ l

ସାହାଜାହାନ ଙ୍କ ସମୟ ରେ ମୋଗଲ ସାମ୍ରାଜ୍ୟର ସ୍ଵର୍ଣ୍ଣଯୁଗ ଥିଲା , କିନ୍ତୁ ଏହି ସ୍ଵର୍ଣ୍ଣଯୁଗ ର ସମାପ୍ତ ମଧ୍ୟ ସାହାଜାହାନ କରିଥିଲେ l  ମୋଗଲ ସାମ୍ରାଜ୍ୟର ସ୍ଥାପନ ବାବର କରିଥିଲେ l ଐତିହାସିକ ଙ୍କ ମତରେ ସାହାଜାହାନ ମୋଗଲ ସାମ୍ରାଜ୍ୟର ସବୁଠୁ ଖର୍ଚି ଶାସକ ଥିଲେ l ସେ ନିଜ ପୂର୍ବଜ ଙ୍କ ସମସ୍ତ ଗଛିତ ଆୟ କୁ ଖର୍ଚ୍ଚ କରି ଦେଇଥିଲେ l ସେ ବହୁତ ସଉକିନ ଥିଲେ l

Leave A Reply