Odisha news

ପୋଖରୀ କୁଳିଆ ସୂନ ସୁନିଆ ଶାଗ ଶରୀର ପାଇଁ ରାମବାଣ ସଦୃଶ

0

ଯଦି ଆପଣ କୌଣସି କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ତେବେ କିଛିଟା କଥାକୁ ଧ୍ୟାନ ଦେବା ଜରୁରୀ l ଯାହାକି ଆପଣଙ୍କୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଦେଇଥାଏ l ଏବଂ ଜୀବନ ରେ ଧାର୍ଯ୍ୟ ସାହସ ବଢ଼ିବାରେ ମଧ୍ୟ ସାହାଯ୍ୟ କରିଥାଏ l

– ଯଦି କୌଣସି କାର୍ଯ୍ୟ ନୂତନ ଭାବରେ ଆରମ୍ଭ କରୁଛନ୍ତି ତେବେ କିଛିଟା କଥାକୁ ନିହାତି ଧ୍ୟାନ ଦିଅନ୍ତୁ l ସର୍ବ ପ୍ରଥମେ ପରିପାର୍ଶ୍ଵିକ ପରିସ୍ଥିତି କୁ ସମ୍ପୂର୍ଣ ଭାବରେ ବୁଝି କାର୍ଯ୍ୟ ଆରମ୍ଭ କରନ୍ତୁ l ଏବଂ ଗୋଟିଏ ନିର୍ଦ୍ଧିଷ୍ଟ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ କରିବା ଆବଶ୍ୟକ l ଯଦି ଆମେ ନ ଭାବିଚିନ୍ତି କୌଣସି କାର୍ଯ୍ୟ କରିବେ ତେବେ ସଫଳତା ପାଇ ପାରିବେ ନାହିଁ l

– କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବ୍ୟକ୍ତି ଚିନ୍ତା କରିବା ଆବଶ୍ୟକ ଯେ କେଉଁ କାର୍ଯ୍ୟ ରେ କେତେ ସଫଳତା ପାଇବେ ଏବଂ କିଭଳି ଖୁସିରେ ରହିବେ l କାହିଁକି ନା ପରିସ୍ଥିତି ଅନୁକୂଳ ନ ହେବା ଦ୍ୱାରା ସହଜ ରେ ହେବାକୁ ଥିବା କାର୍ଯ୍ୟ ବିଳମ୍ବ ହେବାକୁ ଲାଗିଥାଏ l

– କାର୍ଯ୍ୟରେ କଠିନ ପରିସ୍ଥିତି ଦେଖି ମଣିଷ ଭୟ କରିବା ଉଚିତ ନୁହେଁ l ବରଂ ସେହି କାର୍ଯ୍ୟକୁ ସମ୍ପୂର୍ଣ କରିବା ପାଇଁ ପରିଶ୍ରମ କରିବା ଆବଶ୍ୟକ l ଏହାଛଡା ଯେଉଁ ବ୍ୟକ୍ତି କୌଣସି କାର୍ଯ୍ୟ ଯୋଜନା ଅନୁସାରେ ଆରମ୍ଭ କରିଥାଏ, ତାକୁ ନେଇ ବିଚାର-ବିମର୍ଶ କରିଥାଏ ସେହିଁ ଜୀବନ ରେ ଆଗକୁ ଯାଇଥାଏ l

Ad2
Leave A Reply