Odisha news

ଆରଏସଏସ କର୍ମୀଙ୍କ ସେବାକାର୍ଯ୍ୟ

0

ଆଗରପଡ଼ା : ଆଗରପଡ଼ା ନିକଟସ୍ଥ ରଟିଣା, ହରିପୁର, ବର୍ତ୍ତନା ପଞ୍ଚାୟତରେ ଥିବା ଆର୍ଥୀକ ଅନାଟନରେ ଥିବା ପରିବାର ଗୁଡ଼ିକୁ ଆରଏସଏସ ପକ୍ଷରୁ ସେବାକାର୍ଯ୍ୟ ଜାରୀ ରହିଛି ପୂର୍ବତନ ବାୟୁଯୋଦ୍ଧା ତଥା ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘର ସକ୍ରୀୟ କର୍ମୀ ସତ୍ୟବ୍ରତ ନାରାୟଣ ବେହେରା ଏହି ସବୁ ଗ୍ରାମକୁ ଯାଇ କାରୋନାର ଭୟାବହତା ବିଷୟରେ ସଚେତନତା ସୃଷ୍ଟି କରୁଛନ୍ତି

ସେ ନିଜର ପେନସନ ଟଙ୍କାରୁ ଗ୍ରାମରେ ଥିବା ଗରିବ ପରିବାରକୁ ସାବୁନ, ମାସ୍କ ଯୋଗାଇ ଦେଉଛନ୍ତି ଚଳିତମାସ ୧୭ ତାରିଖରୁ ସେ ନିଜର ପ୍ରଚେଷ୍ଟାରେ ଏହି ସେବାକାର୍ଯ୍ୟ ଜାରୀ ରଖ୍ôଛନ୍ତି ତାଙ୍କ ସହିତ ସଂଘ ପ୍ର·ରକ ଚନ୍ଦ୍ରଭାନ ସିଂ ପ୍ରତ୍ୟେକ ଗ୍ରମରେ ଥିବା ଉସôାହୀ ଯୁବକମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରୁଛନ୍ତି

 

Leave A Reply