Odisha news

ରୋମିଓ ସାଜିଛି ପ୍ରଧାନ ଶିକ୍ଷକ, ଛାତ୍ରୀ କୁ ଅସଦାଚରଣ : ଭୟରେ ପିଲାମାନେ ସ୍କୂଲକୁ ଆସୁନାହାନ୍ତି

0
ଢ଼େଙ୍କିକୋଟ : ଘଟଗାଁ ବ୍ଲକ୍ ଅନ୍ତର୍ଗତ ବାଲିଯୋଡ଼ି  ୟୁଜିୟୁପି ସ୍କୁଲ୍ ର ପ୍ରଧାନଶିକ୍ଷକ ସୁଧାଂଶୁ ଶେଖର ମହାନ୍ତି ସାଜିଛି ରୋମିଓ ଓ ଯୌନ ପିପାସୁ l ପିଲାମାନଙ୍କୁ ଶିକ୍ଷlଦାନ ଛାଡି ଛାତ୍ରୀ ମାନକୁଂ ଦୁର୍ବ୍ୟବହାର କରିବା ସହିତ ପାପ ଦ୍ରୁଷ୍ଟିରେ ଦେଖୁଛନ୍ତି l ସେ ଗୋଟେ ପ୍ରକାରର ଯୌନ ପିପାସୁ ପାଲଟି ଯାଇଛନ୍ତି l ତେବେ ସବୁଠାରୁ ଦୁଖଦାୟକ କଥା ଆଗରୁ ଛଅ ମାସ ତଳେ ଏହିପରି ସମାନ ଅଭିଯୋଗ ଆସିଥିଲା l ଗତକାଲି ଛାତ୍ରାବାସ ରେ ରହୁଥିବା ପଞ୍ଚମ ଶ୍ରେଣୀର ଛାତ୍ରୀ କୁ ପ୍ରଧାନ ଶିକ୍ଷକ ଦୁର୍ବ୍ୟବହାର କରିଥିଲେ l ଏ ସଂକ୍ରାନ୍ତରେ ଛାତ୍ରୀ ର ପିତା ସକା ମୁଣ୍ଡା ଘଟଗାଁ ବିଇଓ କୁଂ ଭେଟି ଅଭିଯୋଗ କରିଛନ୍ତି l ତତ ସହିତ ବିଇଓ କୃଷ୍ଣଚନ୍ଦ୍ର ମହାପାତ୍ର ଅଭିଯୋଗ କୁ ସ୍ବୀକାର କରିଛନ୍ତି l ତେବେ ଉକ୍ତ ପ୍ରଧାନ ଶିକ୍ଷକ ବାରମ୍ବାର ଏ ଭଳି କାର୍ଯ୍ୟ କଲେବି ଘଟଗାଁ ଶିଖ୍ୟାଧିକାରି ଓ ଅନ୍ୟ ତଳ କର୍ମଚାରୀ ଚୁପ୍ ରହିବା ସାଧାରଣ ରେ ପ୍ରଶ୍ନବାଛି ସୃଷ୍ଟି କରିଛି l ଉକ୍ତ ପ୍ରଧାନ ଶିକ୍ଷକ କୁ ପ୍ରତ୍ୟକ୍ଷ ରେ କିମ୍ବା ପରୋକ୍ଷ ରେ ଅନ୍ୟମାନେ ସହଯୋଗ କରୁଛନ୍ତି l ତେବେ ବାକି ରହିଲା ଆଗକୁ ଉକ୍ତ ରୋମିଓ ମାଷ୍ଟର ଉପରେ କି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି l ଏ ସବୁ ପାଈଁ ପିଲାମାନେ ସ୍କୂଲ କୁ ଆସିବାକୁ ଭୟ କରୁଛନ୍ତି ଓ ସୁରକ୍ଷିତ ମଣୁନାହାନ୍ତି l
Nalco
Leave A Reply