– ଆପଣଙ୍କର ମନ ପସନ୍ଦର ଟେକ୍ ଉତ୍ପାଦ ପାଇଁ ଆକର୍ଷଣୀୟ ପାର୍ବଣ ଅଫରକୁ ଉପଲବ୍ଧ କରନ୍ତୁ
୩ ଅକ୍ଟୋବର, ୨୦୨୨, ମୁମ୍ବାଇ – ଚଳିତ ଦଶହରାରେ, ରିଲାଏନ୍ସ ଡିଜିଟାଲର ଇଲେକ୍ଟ୍ରୋନିକ୍ ସେଲ୍ ର ପର୍ବରେ ସଦ୍ୟତମ ଟେକ୍ ସାମଗ୍ରୀକୁ ଘରକୁ ଆଣନ୍ତୁ । ଆପଣଙ୍କର ନିକଟତମ ରିଲାଏନ୍ସ ଡିଜିଟାଲ୍ ଷ୍ଟୋର, ମାଇଁ ଜିଓ ଷ୍ଟୋରରୁ ବାଛନ୍ତୁ ବା reliancedigital.in ରୁ ଅନଲାଇନରେ କିଣନ୍ତୁ ।
ଆକର୍ଷଣୀୟ ଅଫର ସହିତ, ଏହି ଉତ୍ସବକୁ ଆହୁରି ଆନନ୍ଦଦାୟକ କରିବା ପାଇଁ, ଆପଣ ଅଗ୍ରଣୀ ବ୍ୟାଙ୍କ କାର୍ଡ଼ରେ ସହଜିଆ ଇଏମଆଇ ବିକଳ୍ପ ସହିତ ୧୦% ରିହାତି ଲାଭ କରିପାରିବେ । ଆପଣଙ୍କର ପ୍ରିୟ ଇଲେକ୍ଟ୍ରୋନିକ୍ସର ବ୍ୟାପକ ସ୍ତର ମଧ୍ୟରୁ ବାଛନ୍ତୁ ଯେଉଁଥିରେ ରହିଛି ଟିଭି ଓ ଘରୋଇ ଉପକରଣ, ଅଡିଓ ଡିଭାଇସ୍, ମୋବାଇଲ୍ ଫୋନ୍, ଲାପଟପ୍ ଓ ଆହୁରି ଅନେକ । ଏହା ଉପହାର ପାଇଁ ହେଉ ବା ନିଜର ବ୍ୟବହାର ପାଇଁ, ଚଳିତ ପାର୍ବଣ ଋତୁରେ ରିଲାଏନ୍ସ ଡିଜିଟାଲର ସର୍ବୋତମ ଅଫର ଲାଇନ୍ ଅପ୍ ରହିଛି ।
ଆପଣଙ୍କର ପସନ୍ଦର ୱାଚ୍ ବାଛନ୍ତୁ ଯେଉଁଥିରେ ରହିଛି ଆପଲ୍ ୱାଚ୍ ଯାହାକି ଟ.୧୭,୧୦୦/- * ରୁ ଆରମ୍ଭ (ବ୍ୟାଙ୍କ କ୍ୟାସବ୍ୟାକକୁ ମିଶାଇ) ଓ ସାମସଙ୍ଗ ୱାଚ ଯାହାର ପ୍ରାରମ୍ଭିକ ମୂଲ୍ୟ ରହିଛି ଟ.୬୪୯୦/- । ଆହୁରି ମଧ୍ୟ, ଆପଣଙ୍କର ପ୍ରିୟ ସ୍ମାର୍ଟୱାଚକୁ ବାଛନ୍ତୁ ଯାହାକି ଟ.୧୫୯୯/- ରୁ ଆରମ୍ଭ ।
ଆକର୍ଷଣୀୟ ଡିଲ୍ ସହିତ ଲାପଟପ୍ ପାଆନ୍ତୁ । ସାମସଙ୍ଗ ଗାଲାକ୍ସି ବୁକ୍ ୨ ୧୨ ଜେନେରେସନ ଆଇ୫ ସହିତ ୧୬ଜିବି ରାମ୍ ଓ ୫୧୨ ଜିବି ଏସଏସଡି ଷ୍ଟୋରେଜ୍ ଏବେ ବ୍ୟାଙ୍କ କ୍ୟାସବ୍ୟାକ୍ ପରେ ଆକର୍ଷଣୀୟ ମୂଲ୍ୟ ଟ.୫୭,୯୯୯/- ରେ ଉପଲବ୍ଧ ।
ସମସ୍ତ ଗେମିଂ ପାଇଁ ଆଗ୍ରହୀ ବ୍ୟକ୍ତିମାନଙ୍କ ପାଇଁ, ଏବେ ଏକ ଅତୁଳନୀୟ ଅଫର ପ୍ରଦାନ କରାଯାଉଛି! ପ୍ରତି ଗେମିଂ ଲାପଟପ ର କ୍ରୟ କ୍ଷେତ୍ରରେ ଏକ ଗେମିଂ ମାଉସ୍, ହେଡଫୋନ୍ ଓ ମ୍ୟାଟ୍ ବଣ୍ଡଲ୍ ଟ.୪୯୯୯/- ମୂଲ୍ୟର ସମ୍ପୂର୍ଣ୍ଣ ମାଗଣାରେ ପାଆନ୍ତୁ! ଏହା ସହିତ ଟ.୧୫,୯୯୦/-ପର୍ଯ୍ୟନ୍ତ ଆକର୍ଷଣୀୟ ଲାଭ ମଧ୍ୟ ପାଆନ୍ତୁ ।
ଆକର୍ଷଣୀୟ ଅଫର ସହିତ ଆପଣଙ୍କର ସ୍ମାର୍ଟଫୋନକୁ ଚଳିତ ପାର୍ବଣ ଋତୁରେ ଅପଗ୍ରେଡ୍ କରନ୍ତୁ । ପାଆନ୍ତୁ ନୂଆ ସାମସଙ୍ଗ ଏମ୫୩ ୫ଜି ମାତ୍ର ଟ.୧୯,୯୯୯/-* ରେ ଓ ଏହା ସହିତ ସାମସଙ୍ଗ ଏସ୨୨ ସିରିଜ୍ ସ୍ମାର୍ଟଫୋନରେ ଆକର୍ଷଣୀୟ ଅଫର ରହିଛି ଯାହା ମାତ୍ର ଟ.୪୯,୯୯୦/-* ରୁ ଆରମ୍ଭ ।
ଚଳିତ ବର୍ଷ ଏହି ସପିଂ ଅନୁଭବକୁ ଆହୁରି ଆନନ୍ଦଦାୟକ ଓ ମଜାଦାର କରିବା ପାଇଁ, ଆପଣ ଅଗ୍ରଣୀ ବ୍ୟାଙ୍କରୁ ବ୍ୟାପକ ଶ୍ରେଣୀୟ ଫାଇନାନ୍ସ ବିକଳ୍ପ ଓ ଇଏମଆଇ ମଧ୍ୟରୁ ବାଛିପାରିବେ । ତେଣୁ ପ୍ରସ୍ତୁତ ହୁଅନ୍ତୁ ଓ ନିକଟତମ ଷ୍ଟୋରକୁ ତୁରନ୍ତ ଯାଆନ୍ତୁ!
ଗ୍ରାହକମାନେ ମଧ୍ୟ ଇନଷ୍ଟା ଡେଲିଭରି (୩ ଘଂଟାରୁ କମ୍ ସମୟରେ ଡେଲିଭରି) ଓ ଷ୍ଟୋର୍ ପିକ-ଅପ୍ ବିକଳ୍ପ ତାଙ୍କର ନିକଟତମ ଷ୍ଟୋରରୁ ପାଇପାରିବେ ।
*ସମସ୍ତ ଅଫର ଓ ମୂଲ୍ୟ ଉପରେ ସର୍ତ ଓ ବ୍ୟବସ୍ଥାବଳୀ ଲାଗୁ ହେବ ।
