Odisha news

ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ ପକ୍ଷରୁ ୩,୪୯୭ କୋଟି ଟଙ୍କା ମୂଲ୍ୟରେ ଜଷ୍ଟ୍ ଡାଏଲ୍‌ର ୪୦.୯୫% ଅଂଶଧନ ଅଧିଗ୍ରହଣ ଘୋଷଣା

ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ ପାଖରେ ୪୦.୯୫ଅଂଶଧନ ରହିବ  ଅଧିଗ୍ରହଣ ନିୟମ ଅନୁସାରେ ୨୬ଅଂଶଧନ କିଣିବା ଲାଗି କଂପାନି ଓପନ୍ ଅଫର ଦେବ
ଭିଏସ୍‌ଏସ୍ ମଣି ଜଷ୍ଟ୍ ଡାଏଲ୍‌ର ପରିଚାଳନା ନିର୍ଦ୍ଦେଶକ  ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନେତୃତ୍ୱ ଜାରି ରଖିବେ

ମୁମ୍ବାଇରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌ପକ୍ଷରୁ ୩୪୯୭ କୋଟି ଟଙ୍କା ମୂଲ୍ୟରେ ଜଷ୍ଟ୍ ଡାଏଲ୍ ଲିମିଟେଡ୍‌ର ୪୦.୯୫ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି 

ଏଥିନେଇ ଆର୍‌ଆର୍‌ଭିଏଲ୍‌ଜଷ୍ଟ୍ ଡାଏଲ୍ ଲିମିଟେଡ୍  ଭିଏସ୍‌ଏସ୍ ମନିଙ୍କ ତରଫରୁ ଏକ ନିର୍ଦିଷ୍ଟ ଚୁକ୍ତି କାର୍ଯ୍ୟକାରୀ କରାଯାଇଛି  ସେହି ଚୁକ୍ତି ଅନୁଯାୟୀ ସେୟାର ପିଛା ୧୦୨୨.୨୫ ଟଙ୍କା ମୂଲ୍ୟରେ .୧୨ କୋଟି ଇକ୍ୱିଟି ସେୟାରର ଅଗ୍ରାଧିକାର ଆବଂଟନ (ପ୍ରିଫରେନ୍ସିଆଲ ଆଲଟମେଂଟ୍‌କରାଯିବ  ଭିଏସ୍‌ଏସ୍ ମଣିଙ୍କ ଠାରୁ ସେୟାର ପିଛା ୧୦୨୦ ଟଙ୍କା ମୂଲ୍ୟରେ ଆର୍‌ଆର୍‌ଭିଏଲ୍ .୩୧ କୋଟି ସେୟାର (୧୫.୬୨%) ଅଧିଗ୍ରହଣ କରିବ 

ସେବିର ଅଧିଗ୍ରହଣ ନିୟମ ଅନୁସାରେ ଜଷ୍ଟ୍ ଡାଏଲ୍‌ର .୧୭ କୋଟି ଇକ୍ୱିଟି ସେୟାରକୁ (୨୬%) ଅଧିଗ୍ରହଣ କରିବା ଲାଗି ଆର୍‌ଆର୍‌ଭିଏଲ୍ ତରଫରୁ ସାର୍ବଜନୀନ ଅଂଶଧନକାରୀ (ପବ୍ଲିକ୍ ସେୟାରହୋଲ୍‌ଡର)ମାନଙ୍କ ପାଇଁ ସାର୍ବଜନୀନ ଘୋଷଣା କରାଯିବ  ଅଧିଗ୍ରହଣ ପରବର୍ତୀ ଅଭିବୃଦ୍ଧି ପର୍ଯ୍ୟାୟ ଲାଗି ଭିଏସ୍‌ଏସ୍ ମଣି ପରିଚାଳନା ନିର୍ଦ୍ଦେଶକ  ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଜଷ୍ଟ୍ ଡାଏଲ୍‌ର ନେତୃତ୍ୱ ନେବା ଜାରି ରଖିବେ 

ଆର୍‌ଆର୍‌ଭିଏଲ୍ ତରଫରୁ ନିବେଶ କରାଯାଇଥିବା ପୁଞ୍ଜି ଜଷ୍ଟ୍ ଡାଏଲ୍‌ର ବିକାଶ  ସଂପ୍ରସାରଣରେ ସହାୟକ ହେବା ସହିତ ସ୍ଥାନୀୟ ବ୍ୟବସାୟୀମାନଙ୍କୁ ଅଧିକ ଭଲ ଢଙ୍ଗରେ ତାଲିକାଭୁକ୍ତ ତଥା ବାଣିଜ୍ୟ ପ୍ଲାଟଫର୍ମରେ ସାମିଲ କରି ଅଭିବୃଦ୍ଧି  ସମ୍ପ୍ରସାରଣକୁ ଆଗକୁ ବଢ଼ାଇବାରେ ସହାୟକ ହେବ  ଜଷ୍ଟ୍ ଡାଏଲ୍ ଏହାର ପ୍ଲାଟଫର୍ମରେ ଅନୁସନ୍ଧାନ ସୁବିଧାର ସମ୍ପ୍ରସାରଣ କରିବ ଏବଂ ନିୟୁତାଧିକ ଉତ୍ପାଦ  ସେବା କାରବାରରେ ଉନ୍ନତି ଆଣିବ  ଏହି ନିବେଶ ଜଷ୍ଟ୍ ଡାଏଲ୍‌ର ବର୍ତମାନ ରହିଥିବା ୩୦. ନିୟୁତ ଲିଷ୍ଟିଙ୍ଗ ସମେତ ତ୍ରୟମାସରେ ଏହାର ପ୍ଲାଟଫର୍ମ ବ୍ୟବହାର କରୁଥିବା ୧୨୯. ନିୟୁତ ଏକକ ଗ୍ରାହକମାନଙ୍କ ପାଇଁ ବେଶ୍ ସହାୟକ ହେବ 

ଏହି କାରବାର ସମ୍ପର୍କରେ ଇଶା ଅମ୍ବାନିନିର୍ଦେଶକଆର୍‌ଆର୍‌ଭିଏଲ୍ କହିଛନ୍ତି ଯେ, “ଜଷ୍ଟ୍ ଡାଏଲ୍  ପ୍ରଥମ ପିଢ଼ିର ଉଦ୍ୟୋଗୀ ଶ୍ରୀଯୁକ୍ତ ଭିଏସ୍‌ଏସ୍ ମଣିଯିଏ ନିଜର ବ୍ୟବସାୟ ପରିଚାଳନା କୌଶଳବୁଦ୍ଧିମତା  ଦୃଢ଼ତା ଜରିଆରେ ଏକ ସୂଦୃଢ଼ ବ୍ୟବସାୟ ନିର୍ମାଣ କରିପାରିଛନ୍ତିତାଙ୍କ ସହିତ ସହଯୋଗିତା ସ୍ଥାପନ କରି ରିଲାଏନ୍ସ ବେଶ୍ ଉତ୍ସାହିତ  ଜଷ୍ଟ୍ ଡାଏଲ୍‌ର ନିବେଶ ଆମର ନିୟୁତାଧିକ ସହଯୋଗୀ କ୍ଷୁଦ୍ର ବ୍ୟବସାୟୀ୍‌ଲଘୁକ୍ଷୁଦ୍ର  ମଧ୍ୟମ ଉଦ୍ୟୋଗ ତଥା ସଂସ୍ଥାଗୁଡିକଙ୍କ ପାଇଁ ଡିଜିଟାଲ୍ ପରିବେଶକୁ ଆହୁରି ସୁଦୃଢ଼ କରିବା ସହିତ ନିଉକମର୍ସ ପ୍ରତି ରହିଥିବା ଆମ ପ୍ରତିବଦ୍ଧାତକୁ ଦର୍ଶାଉଛି  ଆମେ ବ୍ୟବସାୟକୁ ଆହୁରି ଆଗକୁ ବଢ଼ାଉଥିବା ବେଳେ ଜଷ୍ଟ୍ ଡାଏଲ୍‌ର ଅତ୍ୟନ୍ତ ଅଭିଜ୍ଞ ପରିଚାଳନା ଟିମ୍ ସହିତ ଆଗକୁ କାର୍ଯ୍ୟ କରିବାକୁ ଆମେ ଉତ୍ସାହୀ ରହିଛୁ ’’

ଶ୍ରୀଯୁକ୍ତ ଭିଏସ୍‌ଏସ୍ ମଣିପ୍ରତିଷ୍ଠାତା  ସିଇଓଜଷ୍ଟ୍ ଡାଏଲ୍ କହିଛନ୍ତି ଯେ, “୨୫ ବର୍ଷ ପୂର୍ବେଆମର ବ୍ୟବହାରକାରୀ ଏବଂ କ୍ରେତାଙ୍କୁ ବିକ୍ରେତାଙ୍କ ସହ ଯୋଡ଼ିବା ଲାଗି ଉତ୍ସର୍ଗୀକୃତ ଭାବେ ଏକ ଦ୍ରୁତମୁକ୍ତଭରସାଯୋଗ୍ୟ  ବ୍ୟାପକ ସୂଚନା ପ୍ରଦାନ କରୁଥିବା ଏକ ସଂଯୁକ୍ତ ଏକକ ପ୍ଲାଟଫର୍ମ ଗଠନ କରିବା ଲାଗି ଆମେ ଏକ ଲକ୍ଷ୍ୟ ରଖିଥିଲୁ  ଆମର ଲକ୍ଷ୍ୟ ଅଭ୍ୟୁଦୟ ହୋଇ କେବଳ ଯେ ଅନୁସନ୍ଧାନ  ଆବିଷ୍କାର ସେବା ପ୍ରଦାନ କରିଥିଲା ତାହା ନୁହେଁ ବରଂ ଆମର ବି୨ବି ପ୍ଲାଟଫର୍ମ ଜରିଆରେ ମର୍ଚାଂଟ ବା ବ୍ୟବସାୟୀମାନଙ୍କ ମଧ୍ୟରେ ବାଣିଜ୍ୟ କାରବାର ବଢ଼ାଇଥିଲା ଏବଂ ଆମର ପ୍ଲାଟଫର୍ମ ସହ ଯୋଡ଼ିହେବା ଯୋଗୁୂଁ ଗ୍ରାହକମାନେ ମର୍ଚାଂଟ୍ କାରବାର ସହ ଯୋଡ଼ି ହୋଇପାରିଥିଲେ  ରିଲାଏନ୍ସ ସହ ଆମର ଏହି ସହଭାଗିତା ସେହି ଲକ୍ଷ୍ୟକୁ ପୂରଣ କରିବ ଏବଂ ଆଗାମୀ ଦିନରେ ବ୍ୟବସାୟରେ ବ୍ୟପକ ସକାରାତ୍ମକ ପରିବର୍ତନ ଆଣିବାରେ ସହାୟକ ହେବ ’’

Comments are closed.