ରିଲାଏନ୍ସ ଡିଜିଟାଲ୍ ଭାରତର ସବୁଠାରୁ ବଡ ଇଲେକ୍ଟ୍ରୋନିକ୍ସ ସେଲ୍ ଡିଜିଟାଲ୍ ଇଣ୍ଡିଆ ସେଲ୍ ସହିତ ଫେରି ଆସିଛି
ଗ୍ରାହକମାନେ ସେଲ୍ ସମୟରେ ଅଗ୍ରଣୀ ବ୍ୟାଙ୍କ କାର୍ଡ ଏବଂ ନମନୀୟ ଇଏମଆଇ (EMI) ବିକଳ୍ପ ସହିତ ଖରିଦ ଉପରେ ₹ 26000 ପର୍ଯ୍ୟନ୍ତ ତତକ୍ଷଣାତ୍ ରିହାତି ପାଇପାରିବେ
ମୁମ୍ବାଇ : ରିଲାଏନ୍ସ ଡିଜିଟାଲ ଭାରତର ସବୁଠୁ ବଡ଼ ଇଲେକ୍ଟ୍ରୋନିକ୍ସ ସେଲ୍ ‘ଡିଜିଟାଲ୍ ଇଣ୍ଡିଆ ସେଲ୍’ ପ୍ରତ୍ୟାବର୍ତ୍ତନର ଘୋଷଣା କରିଛି ଯେଉଁଥିରେ ଇଲେକ୍ଟ୍ରୋନିକ୍ସର ବିସ୍ତୃତ ଶୃଂଖଳ ଉପରେ ଅତୁଳନୀୟ ଛାଡ଼ ପ୍ରଦାନର ପ୍ରତିଶ୍ରୁତି ପ୍ରଦାନ କରାଯାଇଛି | ଗ୍ରାହକମାନେ ଅଗ୍ରଣୀ ବ୍ୟାଙ୍କ କାର୍ଡ ସହିତ ଖରିଦ ଉପରେ ₹ 26000 ପର୍ଯ୍ୟନ୍ତ ରିହାତି ତୁରନ୍ତ ଉପଭୋଗ କରିପାରିବେ l ଏହି ଅଫର ସମସ୍ତ ରିଲାଏନ୍ସ ଡିଜିଟାଲ୍ ଏବଂ ମାଇଁ ଜିଓ ଷ୍ଟୋରଗୁଡ଼ିକରେ ଏବଂ ଅନଲାଇନ www.relianedigital.in ରେ ଉପଲବ୍ଧ ଅଟେ l ଷ୍ଟୋରରେ ଖରିଦ କରୁଥିବା ଲୋକମାନେ ଏକାଧିକ ଫାଇନାନ୍ସ ବିକଳ୍ପ ଚୟନ କରିପାରିବେ, ଗ୍ରାହକ କଂଜ୍ୟୁମର ଡ୍ୟୁରେବଲ୍ ଲୋନ୍ ଉପରେ ₹26000 ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ସାମିଲ ଅଟେ | ଗ୍ରାହକମାନେ ୟୁପିଆଇ (UPI) ବ୍ୟବହାର କରିବା ସମୟରେ ଆକ୍ସେସରିଜ୍ ଏବଂ ଛୋଟ ଉପକରଣ ଉପରେ ₹1000 ପର୍ଯ୍ୟନ୍ତ ରିହାତି ଉପଭୋଗ କରିପାରିବେ | ଅତ୍ୟାଧୁନିକ ଜ୍ଞାନକୌଶଳକୁ ଉପଗ୍ରେଡ କରିବା ଏତେ ସହଜ ନଥିଲା ! ଡିଜିଟାଲ୍ ଇଣ୍ଡିଆ ସେଲ୍ 26 ଜାନୁୟାରୀ 2025 ସମଗ୍ର ଦେଶରେ ଜାରୀ ରହିବ |
ଲାପଟପ୍ ଚାହୁଁଥିବା ଗ୍ରାହକମାନେ ₹ 26999* ରୁ ଆରମ୍ଭ ୱାର୍କ ଆଣ୍ଡ୍ ଲର୍ନ କୋର୍ i3 ରେଞ୍ଜ, ₹ 49999* ରୁ ଆରମ୍ଭ ହେଉଥିବା କ୍ରିଏଟର କୋର i5H ରେଞ୍ଜ ଏବଂ ₹ 47599 * ରୁ ଆରମ୍ଭ ହେଉଥିବା ଗେମିଙ୍ଗ RTX 3050 ରେଞ୍ଜ ମଧ୍ୟରୁ ନିଜର ପସନ୍ଦ ଚୟନ କରିପାରିବେ | ଛୋଟ ସ୍କ୍ରୀନ୍ ବାଲା ସାମସଙ୍ଗ ଟ୍ୟାବଲେଟ୍ A9 + ର ମୂଲ୍ୟ ₹ 10999 * ରୁ ଆରମ୍ଭ ହୋଇଥାଏ l ଫ୍ଲିପ୍ ଫୋନର ପ୍ରଶଂସକମାନେ ମୋଟରୋଲା ରେଜର 50 ଅଲଟ୍ରା 12 ଜିବି / 512 ଜିବିକୁ ମାତ୍ର ₹69999 * ରେ ଖରିଦ କରିପାରିବେ, ଯାହାକୁ ‘2024 ର ବେଷ୍ଟ ଫ୍ଲିପ୍ ଫୋନ୍’ ପୁରସ୍କାର ମିଳିଛି, ଏହା ସହିତ ₹9999 ମୂଲ୍ୟର ମୋଟୋ ବଡ୍ସ + (ବୋଷ ଦ୍ୱାରା ଧ୍ୱନି) ବି ମାଗଣାରେ ପାଇପାରିବେ |
ସର୍ବୋତ୍ତମ ସିନେମାଟିକ୍ ଅନୁଭବ ପାଇଁ 190 ସେମି (75) 4K UHD ଟିଭି ₹59990* ରୁ ଆରମ୍ଭ ହେଉଛି | ବଡ଼ ସ୍କ୍ରୀନ୍ ମନୋରଞ୍ଜନର ପ୍ରଶଂସକମାନଙ୍କ ପାଇଁ 140 ସେମି (55) ଟିଭି ₹27990* ରୁ ଆରମ୍ଭ ହୋଇ ମାତ୍ର ₹1990 ର ଇଏମଆଇରେ ଉପଲବ୍ଧ ହେଉଛି | ଡଲବି ଡିଜିଟାଲ୍ ସାଉଣ୍ଡ-ବାର୍ ଉପରେ ବି 50% ପର୍ଯ୍ୟନ୍ତ ରିହାତି ମଧ୍ୟ ଅଛି |
ଫିଟନେସ୍ ଉତ୍ସାହୀମାନେ ଆପଲ୍ ୱାଚ୍ ସିରିଜ୍ 10 କୁ ₹38900 * ରେ କିଣି ପାରିବେ (ମୂଲ୍ୟ ବ୍ୟାଙ୍କ କ୍ୟାସବ୍ୟାକ୍ ଏବଂ ଏକ୍ସଚେଞ୍ଜ ପରେ – 24 ରୁ 26 ଜାନୁୟାରୀ ପର୍ଯ୍ୟନ୍ତ ବୈଧ) |
₹26990* ରୁ ଆରମ୍ଭ ହେଉଥିବା 1.5ଟି 3 ଷ୍ଟାର୍ ଏସି ସହିତ ଗରମକୁ ପ୍ରତିହତ କରନ୍ତୁ | ମାସିକ ₹4849* ରୁ ୱାଶର୍ ଡ୍ରାୟର୍ କିଣନ୍ତୁ ଏବଂ ₹4990 ମୂଲ୍ୟର ଏକ ମାଗଣା ଜେବିଏଲ୍ ବିଟି (JBL BT) ସ୍ପିକର ଘରକୁ ନିଅନ୍ତୁ | ₹47990* ରୁ ଆରମ୍ଭ ସାଇଡ୍ ବାୟ ସାଇଡ୍ ରେଫ୍ରିଜରେଟର ସହିତ ଆପଣଙ୍କ ତାଜା ଭୋଜନର ସଂରକ୍ଷଣକୁ ଅପଗ୍ରେଡ୍ କରନ୍ତୁ |
ଅଡିଓଫାଇଲ୍ସ 13 ମିମି ଡ୍ରାଇଭର ସହିତ ପ୍ରକୃତ ଓୟରଲେସ୍ ନନ୍ ଏଏନ୍ସି ଇୟରବଡ୍ ମଧ୍ୟରୁ ନିଜର ପସନ୍ଦ ଚୟନ କରିପାରିବେ, ଯାହାର ମୂଲ୍ୟ ₹899 ରୁ ଆରମ୍ଭ ହେଉଛି, ଏବଂ 4 ମାଇକ୍ସ ଏବଂ 40 ଘଣ୍ଟା ପ୍ଲେ ଟାଇମ୍ ସହିତ ଏଏନ୍ସି ଇୟରବଡ୍ ର ମୂଲ୍ୟ ₹1499 ରୁ ଆରମ୍ଭ ହେଉଛି | ଆପଣଙ୍କ ଘରକୁ ଅପଗ୍ରେଡ୍ କରିବାର ସଠିକ୍ ସମୟ! ହୋମ୍ ଏବଂ କିଚେନ୍ ଉପକରଣ ମଧ୍ୟରୁ କୌଣସି ବି ଏକ