Odisha news

ବର୍ଷେ ୯ମାସର ଶିଶୁ ୫ଟି ବିଶ୍ୱ ରେକର୍ଡ଼ର ଅଧିକାରୀ

0

ହାଇଦ୍ରାବାଦର ବର୍ଷେ ୯ ମାସର ଶିଶୁ ଆଦିଥ୍‌ ବିଶ୍ୱନାଥ ଗୌରିସେଟ୍ଟୀ ବିଚକ୍ଷଣ ସ୍ମରଣ ଶକ୍ତି ପାଇଁ ୫ଟି ବିଶ୍ୱ ରେକର୍ଡ଼ ହାସଲ କରିଛନ୍ତି । ସେ ୱଲïର୍ ବୁକ୍‌ ଅଫ୍‌ ରେକର୍ଡ଼, ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ଼, ତେଲୁଗୁ ବୁକ୍‌ ଅଫ୍‌ ରେକର୍ଡ଼ ଓ ଦୁଇଟି ନାଶନାଲ ଆୱାର୍ଡ଼ର ଅଧିକାରୀ । ଏହି ବୟସରେ ପରିବାର ଲୋକଙ୍କ ପାଇଁ ଗର୍ବ ଓ ଗୌରବ ଆଣିଛି । ଆଦିତ୍ୟର ମା’ ସ୍ନେହିତା କହିଛନ୍ତି, ଆଦିତ୍ୟର କ୍ଷମତା କେବଳ ସ୍ଥାନୀୟ ଅଞ୍ଚଳରେ ନୁହେଁ ବାହାରେ ମଧ୍ୟ ଚର୍ଚ୍ଚା ହେଉଛି ।

Nalco
Leave A Reply