Odisha news

ଗଜପତି ଜିଲ୍ଲା ଏବଂ ରାୟଗଡ଼ା ଜିଲ୍ଲା ସୀମାନ୍ତରେ କାର ସହ ଅଟୋ ଧକ୍କା ୭ଆହତ

0
ଗୁମ୍ମା  : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଓ ରାୟଗଡ଼ା ଗୁଣୁପୁର ଜିଲ୍ଲା ସୀମାନ୍ତ ଗୁଣପୁର ବ୍ଲକ କୋଲିସିଙ୍ଗ ଗ୍ରାମ ପଞ୍ଚାୟତର ତିଙ୍କିରସିଙ୍ଗ ଗ୍ରାମ ଠାରେ କାର ସହ ଅଟୋ ଧକ୍କା ରେ ଶ୍ରୀ ମାସା ଶବର, ବୟସ ୬୫,ପିତର ଶବର ବୟସ ୩୦, ସୁବାଷ ଶବର ବୟସ ୩୦,ଜଷିୟ ଶବର ବୟସ ୪୦,ସୁଚିତ୍ରା ଶବର ବୟସ ୦୯ ,ଆପିସ ଶବର ବୟସ ୪୦,ଯିଶି ଶବର ବୟସ ୪୫ ଘଟଣା ସ୍ଥଳରେ ଦୁର୍ଘଟଣା ଖବର ଜଣାପଡ଼ିବା ମାତ୍ର ଆମ୍ଭୋଲାନ୍ସ ଯୋଗେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପହଞ୍ଚାଇ ଦିଆଗଲା।
ବୋଜି ବାକୁ ପାଇଛୁ ଗୋଷାଣୀ ବ୍ଲକ ମାରଖୋଳା ବୋଲି ଜଣା ପଡିଛି ।
Leave A Reply