Odisha news

ଭୂଷଣ୍ଡପୁର ରେ ଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ ଜୋରଦାର

0
ନିରାକାରପୁର,୧୧/୬: ଆଉ କେତଟା ଦିନ ପରେ ଭୂଷଣ୍ଡପୁର ରେ ଗଡିବ ଦାରୁବ୍ରହ୍ମ କାଳିଆ ସାଆନ୍ତ ଙ୍କ ନନ୍ଦିଘୋଷ ରଥ ପତିତ ଜନଙ୍କୁ ଦର୍ଶନ ଦେବାପାଇଁ ରଥଯାତ୍ରା ଦିନ ବଡ ଦାଣ୍ଡକୁ ଓଲାହି ଆସନ୍ତି କାଳିଆ ଠାକୁର ଏଥିପାଇଁ ରଥ ଗଢ଼ା କାମ ଯୁଦ୍ଧ କାଳୀନ ଭିତିରେ ଆଗେଇଚାଲିଛି । ରଥକୁ ପୂର୍ବ ବର୍ଷ ଅପେକ୍ଷା ଅଧିକ ଆକର୍ଷଣୀୟ କରିବାପାଇଁ ନୂତନ ଉପକରଣ ର ପ୍ରୟୋଗ କରାଯାଉଛି ଭୂଷଣ୍ଡପୁର ଦାରୁବ୍ରହ୍ମ ରଥଯାତ୍ରା କମିଟିର ମୁଖ୍ୟ ଆବାହକ ବିଜୟ ବାବାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ଥାନୀୟ ମହାରଣା ପରିବାର ର ବୁଟୁ ମହାରଣା ରବି ମହାରଣା ବିରଞ୍ଚି ମହାରଣା ଏବଂ ଜଗନ୍ନାଥ ମହାରଣା ସମେତ ଅନ୍ୟମାନେ ରାତି ଦିନ ଏକ କରିଦେଇଛନ୍ତି।
Govt
Leave A Reply