Odisha news

ରଥ ଯାତ୍ରା : ଆସନ୍ତୁ ଜାଣିବା ରଥ ଯାତ୍ରାର ତିନି ରଥ ବିଷୟରେ

ଏହିରଥ ଦର୍ଶନ କଲେ ମନୁଷ୍ୟ ର ଦର୍ପ ନାଶନ ପୂର୍ବକ ସମସ୍ତ ରୋଗ ଓ ସନ୍ତାପ ରୁ ମୁକ୍ତି ମିଳିଥାଏ।

0
ରଥ
ନନ୍ଦିଘୋଷ :–ଇନ୍ଦ୍ର ଙ୍କ ପ୍ରଦତ୍ତ ରଥ ର ନାମ ହେଉଛି- ନନ୍ଦିଘୋଷ।
ନଥ ର ଅନ୍ୟ ନାମ – ଚକ୍ର ଧ୍ଵଜ ବା ଗରୁଡ ଧ୍ଵଜ
ରଥ ର ଉଚ୍ଚତା :- ୪୫ ଫୁଟ ୬ ଇଙ୍ଚ(୭୪୨ ଖଣ୍ଡ କାଠ ରେ ତିଆରି)
ଚକ ସଙ୍ଖ୍ୟା :- ୧୬
ରଥ ର ରଖ୍ୟକ :- ଇନ୍ଦ୍ର
ରଥାଧିପ :- ବୈନତେୟ
ଧ୍ଵଜାଧିପତି :- ହନୁମାନ
ରଥପାଳ :- ଭୈରବ,ନରସ୍ଙିହ
ରଥ ର ଆୟୁଧ :- ଚକ୍ର ଓ ଶଙ୍ଖ
ରଥ ଦେବତା :– ନ୍ରୃସ୍ଙିହ
ରଥାବରଣ :– ପୀତ ଓ ଲୋହିତ
ରଥ ର ଅଶ୍ଵ ସଙ୍ଖ୍ୟା :– ୬୪ ଶୁକ୍ଳ ଶଙ୍ଖ ,ବଳାହକ ,ଶ୍ଵେତ ,ହରିଦାସ୍ଵ
ରଥ ର ମ୍ରୃଧନୀ ଦେବତା :– କଲ୍ୟାଣ ସୁନ୍ଦର
ଶକ୍ତି :– ବିମଳା ଓ ବିରଜା
ରଥ ର ପାର୍ଶ୍ଵ ନବ ଦେବତା :– ହନୁମାନ ,ରାମ ,ଲଖ୍ମଣ ,ନାରାୟଣ ,କ୍ରୃଷ୍ଟ୍ନ ,ଗୋବର୍ଧନ ଧାରଣ ,ଚିନ୍ତାମଣି ,ରାଘବ ,ଓ ନ୍ରୃସ୍ଙିହ
ସାରଥିର ନାମ :– ମାତଳି
ରଥ ଦ ଉଡି :– ଶଙ୍ଖ ଚୁଡ ନାମକ ନାଗୁଣୀ( ଦୈର୍ଘ୍ୟ — ୨୨୦ ଫୁଟ ଓସାର :- ୮ ଇଙ୍ଚ)
 ରଥ ମ୍ରୃଧନୀ ର ନାମ :– ଜନ୍ଦିସୁଖ
ରଥ ଦେବୀ :– ଯୋଗ ମାୟା
ରଥ ସଖ୍ୟ :– ହର୍ଯ୍ୟାଖ୍ୟ
ରଥଗର୍ଭାଦିଶ୍ଵର :–ହିରଣ୍ୟ ଗର୍ଭ
ଭକ୍ତର୍ଷିଣୀ :–କ୍ରୀୟା ,ଯୋଗା ,ଆଙ୍ଗ୍ୟା ,ଅନୁଙ୍ଗ୍ୟା ,ପ୍ରଙ୍ଗ୍ୟା ,ମେଥା
ଋଷି ପଟାରେ :– ନାରଦ ,ଦେବଳ ,ବ୍ୟାସ ,ଶୁକ ,ପରାଶର ,ବଶିଷ୍ଟ ,ବିଶ୍ଵାମିତ୍ର ,ଈନ୍ଦ୍ର ଆଦି ଅଷ୍ଟ ଋଷି
ରଥ କୁମ୍ଭକ :– ହିରଣ୍ମୟ
ଦ୍ଵାରପାଳ :– ଜୟ ବିଜୟ
ନେତର ନାମ :– ତ୍ରୈଲୋକ୍ୟ ମୋହିନୀ
ଆରୋହି ଦେବତା :– ଶ୍ରୀ ଜଗନ୍ନାଥ ଓ ଶ୍ରୀ ମଦନ ମୋହନ
ନନ୍ଦିଘୋଷ ରଥ ଦର୍ଶନ କଲେ ରୋଗ ,ଦୁଖ ,ଓ କଷ୍ଟ ରୁ ମୁକ୍ତି ମିଳି ଥାଏ ବୋଲି ବିଶ୍ଵାସ ରହିଛି।
ତାଳଧ୍ଵଜ
ଦେବତା ମାନଙ୍କର ଦ୍ଵାରା ଦତ୍ତ ଶ୍ରୀ ବଳଭଦ୍ର ମହାପ୍ରଭୁଙ୍କ ର ରଥ ର ନାମ ତାଳଧ୍ଵଜ
ରଥ ର ଅନ୍ୟ ନାମ :– ଲଙ୍ଗଳ ଧ୍ଵଜ ବା ହଳ ଧ୍ଵଜ
ରଥ ର ଉଚ୍ଚତା :– ୪୫ ଫୁଟ
ରଥ ର କାଠ ସଙ୍ଖ୍ୟା :– ୭୩୧ ଖଣ୍ଡ
ଚକ ସଙ୍ଖ୍ୟା :– ୧୪
ରଥ ର ରଖ୍ୟକ :– ବାସୁଦେବ ଓ ଭାସ୍କର
ରଥାବରଣ :– ରକ୍ତ ଓ ନୀଳ ବର୍ଣ
ରଥ ର ଅଧିଶ୍ଵର :– ଶ୍ରୀ ବଳଭଦ୍ର ,ଚଳନ୍ତି ପ୍ରତୀମା ରାମ ଓ କ୍ରୃଷ୍ଟ୍ନ
ରଥ ର ଆୟୁଧ :– ହଳ ଓ ମୂଷଳ
ରଥର ସାରଥି :–ଦାରୁକ
ରଥ ଦ ଉଡି :– ବାସୁକି
ରଥ ଦେବୀ :– ଜୟ ଦୂର୍ଗା
ରଥ ଭୈରବ :– ଖେତ୍ରପାଳ
ରଥ ଶିର ରେ :– ଅନନ୍ତ ନାଗ
ରଥ ର ଅଶ୍ଵ :– ଶଙ୍ଖ ,ସୁଚିତ୍ର ,ଅଙ୍ଗଦ ,ମେଘନାଦ( କ୍ରୃଷ୍ଟ୍ନ ବର୍ଣ)
ରଥ ଗନ୍ଧର୍ବ :–ହୁ ହୁ
ରଥ ନେତ ର ନାମ :– ହନ୍ମନୀ
ରଥ ର ଦ୍ଵାର ପାଳ :– ନନ୍ଦ ଓ ସୁନନ୍ଦ
ଋଷିପଟାରେ :–ଅଙ୍ଗିରା ,ଫୋଉଲସ୍ତ୍ୟ ,ପୁଲହ ,ଅଗସ୍ତି ,କ୍ରୃଷ୍ଟ୍ନ ,ସୁହଗର୍ ,ଆତ୍ରେୟ ,ଓ କାଶ୍ୟପ
ଦଧି ନ ଉତି ର ନାମ :– ଭୂବନ କୋଷ
ରଥରେ ଦେବତା :– ବ୍ରହ୍ମା ଓ ଶିବ
ରଥ ର ଭଦ୍ର ପୀଠ :– ଅଷ୍ଟ ଦଳ ପଦ୍ମ
ରଥ ଶୂନ୍ୟ ଚକ ର ନାମ :– କାଳ ସ୍ଙହାର
ଦଧି ନ ଉତି ର ଉପରିସ୍ଥ କଳସ ତ୍ରୟ :— ଚନ୍ଦ୍ର ,ସୂର୍ଯ୍ୟ ଓ ବିଦ୍ୟୁତ୍
ରଥ ରତ୍ନ :– ମର୍କତ
ରଥ ସୁଖ ଯୁଗଳ ନାମ :– ଶ୍ରଧା ଓ ବିଶ୍ଵାସ
ରଥ ପିଠ :– ମେରୁ କୈଳାସ
ରଥାଧିପ :– ବ୍ରୃହତ୍ ,ନାସ
ଶାସ୍ତ୍ର ଅନୁସାରେ ଦର୍ଶନ କଲେ ସର୍ବ ବିଘ୍ନ ବିନାଶନ ଘଟିଥାଏ।
ଦର୍ପ ଦଳନ
ଦେବତା ମାନଙ୍କ ଦ୍ଵାରା ପ୍ରଦତ୍ତ ସୁଭଦ୍ରା ଦେବୀ ଙ୍କ ର ରଥ ର ନାମ ଦର୍ପ ଦଳନ
ରଥ ର ଉଚ୍ଚତା :–୩୧ ହାତ
ରଥ ର କାଠ ସଙ୍ଖ୍ୟା : –୭୧୧
ରଥ ର ଚକ ସଙ୍ଖ୍ୟା :– ୧୨
ରଥର ରଖ୍ୟକ :– ଜୟ ଦୂର୍ଗା
ଧ୍ଵଜାଧିପତି :– ତ୍ରୀପୁରା ସୁନ୍ଦରୀ
ଆୟୁଧ :— ପଦ୍ମ କହ୍ଲାର୍
ରଥର ପିଠ ର ନାମ :— କାମ୍ପଲ୍ୟ
ରଥ ର ଆବରଣ :— କ୍ରୃଷ୍ଟ୍ନ ଲୋହିତ ବର୍ଣ
ରଥ ର ସାରଥି :–ଅର୍ଜୁନ (ଦେବଦତ୍ତ ସାତ୍ତ୍ଵକି)
ରଥ ର ଅଶ୍ଵ ର ବର୍ଣ :— ରକ୍ତ ବର୍ଣ
ରଥ ଅଶ୍ଵ ର ନାମ :— ରୋଚିକା ,ମୋଚିକା ,ଜିତା ,ଅପରାଜିତା
ଅନ୍ୟ କେତେକ ଙ୍କ ମତରେ :—ପ୍ରଙ୍ଗ୍ୟା ,ଅନୁଙ୍ଗ୍ୟା ,ଘୋରା ,ଅଘୋରା
ରଥ ଋଷି :— ଯାଙ୍ଗ୍ୟ ବଲକ୍ୟ
ରଥ ମୂଖ :—ବ୍ରହ୍ମାବର୍ତ୍ତ
ରଥାଧିଶ୍ଵର :— ଜୟ ଦୂର୍ଗା
ରଥ ରଖ୍ୟୟତ୍ରୀ :— ଉଗ୍ରଚଣ୍ଡୀ
ରଥ ଅଧିଶ୍ଵର ଦେବତା :— ଶ୍ରୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ
ରଥ ଦେବୀ :— ଶ୍ରୀ ଓଭ୍ଵ
ରଥ ସଖ୍ୟ :–କିଞ୍ଵଳିକା
ରଥ ଗର୍ଭାଧିଶ୍ଵର ଶକ୍ତି :—ଶକ୍ତି ସପ୍ତା ,ଜୟା ,ବିଜୟା ,ଘୋରା ,ଅଘୋରା ,ସୁଖ୍ମା ,ଓ ଙ୍ଗ୍ୟାନା
ରଥ ର ଋଷି ପଟାରେ :— ଭ୍ରୃଗୁ ,ସୁପ୍ରଭା ,ବିଦ୍ର ,ଶ୍ରୃଙ୍ଗି ,ଧ୍ରୁବ ,ଭଲ୍ଲୁକ ଓ ପ୍ରବର୍ତ୍ତକ ଋଷି ମଣ୍ଡଳ
ରଥ କୁମ୍ଭ :– ଅମ୍ରୃତ ,ଜୀବା ,କାୟା
ରଥ ଦ୍ଵାର ପାଳ :—ଗଙ୍ଗା ଓ ଯମୁନା
ରଥ ଗନ୍ଧର୍ବ :— ହା ହା
ଚାରଣ ଙ୍କ ର ନାମ :—ମହାକ୍ରୃର
ରଥ ଯୁଗଳ ଶୁକ ର ନାମ :— ସୁପର୍ଣ ହୋସୁପର୍ଣ
ରଥ ରତ୍ନ :–ମାଣିକ୍ୟ
ରଥ ଚକ୍ର ର ନାମ :—ଦୀପ୍ତ
ରଥ ଚକ୍ର ଉପରିସ୍ଥ ନେତ ର ନାମ :—ନାଦାମ୍ବୀକା
ରଥାକାର :—କାଳ ନେମୀ
କଳସ ଉପରେ ଥିବା ଶୂନ୍ୟ ଚକ୍ର :— ଦୀପ୍ତ ସୂଦର୍ଶନ
ରକ୍ତ ଶିରରେ :—ଭକ୍ତ ସମୋଦ
ରଥ ଶକ୍ତି :— ଚନ୍ଦ୍ର ଓ ଘଣ୍ଟା
ଦଧି ନ ଉତି ଉପରିସ୍ଥ କଳସ ତ୍ରୟ ର ନାମ :— ପରା ଅପରା ବୈଖାରୀ
ରଥ ରେ ବ୍ୟବହ୍ରୃତ ଚନ୍ଦ୍ରାତାପର ନାମ :—ବୀର ଘଣ୍ଟ
ରଥ ଦ ଉଡି ର ନାମ :—ଚନ୍ଦ୍ରଚୁଡ ନାମକ ନାଗ
ରଥ ଚାମର ସେବା :—ସୁମେଧା ଦେବୀ
ରଥ ପାଳ :—ହରିଦ୍ଵାର ପଦ୍ମ ଧ୍ଵଜ
Leave A Reply