ବୃଷ: ଆପଣଙ୍କ ଅସୁବିଧାର ସମାଧାନ ହୋଇଯିବ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ଜୀବନସାଥୀଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ।
ମିଥୁନ: ମନରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ। ଅପରିଚିତ ବ୍ୟକ୍ତିଙ୍କୁ ସାହାଯ୍ୟ କରିପାରନ୍ତି। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ।
କର୍କଟ: ବଡ଼ ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ ଦାୟିତ୍ବ ମିଳିବ। ବେପାରରେ ଲାଭର ସମ୍ଭାବନା ଅଛି। ଘରକୁ ସ˚ପର୍କିୟ ଆସି ପାରନ୍ତି।
ସି˚ହ: ଆପଣଙ୍କର ସ୍ବଭାବ ସମସ୍ତଙ୍କୁ ଭଲ ଲାଗିବ। ଲୋକମାନେ ଆପଣଙ୍କୁ ସାହାଯ୍ୟ କରିବେ। ବ୍ୟବସାୟରେ ଧନଲାଭ ହେବ।
କନ୍ୟା: ନିତିଦିନିଆ କାମରେ ବାଧା ଉପୁଜିପାରେ। ରାଜନୀତିରେ ସଫଳତା ପାଇବେ। ସାହିତ୍ୟିକଙ୍କ ଲାଗି ଦିନଟି ଭଲ।
ତୁଳା: ଆପଣଙ୍କ ଭଲ ବ୍ୟବହାର ଦ୍ବାରା ଲୋକଙ୍କର ସମର୍ଥନ ମିଳିବ। ବ୍ୟବସାୟରେ ଲାଭ ମିଳିବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ଉତ୍ତମ ହେବ।
ବିଛା: ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ନିଃସ୍ବାର୍ଥପର ସମାଜ ସେବାରୁ ପ୍ରତିଷ୍ଠା ପାଇବେ। କିଛି ନୂଆ ଲୋକ ବନ୍ଧୁ ହୋଇପାରନ୍ତି।
ଧନୁ: ଧାର୍ମିକ କାର୍ଯ୍ୟରେ ଶ୍ରଦ୍ଧା ବଢ଼ିବ। ଅଧିକ ସମୟ ମାତାପିତାଙ୍କ ସହିତ ବିତିବ। ଅଫିସରେ ଅଧିକାରୀଙ୍କ ସାହଯ୍ୟ ପାଇବେ।
ମକର: ଜୀବନରେ ନୂଆ ପରିବର୍ତ୍ତନ ଆସିବ। ବ୍ୟବସାୟ କାମରେ ପାଖ ସହରକୁ ଯିବେ। ସ˚ପୂର୍ଣ୍ଣ ହେବାକୁ ଯାଉଥିବା କାମରେ ବାଧା ଉପୁଜିପାରେ।
କୁମ୍ଭ: ଭାବିଥିବା କାମ ପୂରା ହେବ। ବନ୍ଧୁଙ୍କର ସାହାଯ୍ୟ ଓ ସହଯୋଗ ପାଇବେ। ଅଫିସ କାମ ମନୋଯୋଗରେ କରିବେ।
ମୀନ: ବ୍ୟବସାୟୀଙ୍କ ଲାଗି ଦିନଟି ଅନୁକୂଳ। ଧାର ଦେଇଥିବା ଅର୍ଥ ଫେରି ପାଇବେ। କିଛି ନୂଆ ଶିଖିବାର ଅବସର ମିଳିବ।