ବୃଷ: ପ୍ରଭୁଙ୍କ ସ୍ମରଣରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। ଦୂରସ୍ଥାନକୁ ଯାତ୍ରାରେ ଯିବେ।
ମିଥୁନ: କିଛି ନୂଆ କରିବାର ଦିନଟିଏ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର୍ ମିଳିପାରେ। ଘରକୁ ଅତିଥି ଆସି ପାରନ୍ତି। ଜୀବନସାଥୀଙ୍କ ଠାରୁ ଖୁବ୍ ପ୍ରେମ ପାଇବେ।
କର୍କଟ: ସବୁ କାମ ଆପଣଙ୍କର ମନ ମୁତାବକ ହେବ। ନିକଟ ସ˚ପର୍କୀୟଙ୍କ ଠାରୁ ଖୁସି ଖବର ମିଳିପାରେ। ବେପାରୀବର୍ଗଙ୍କୁ ଧନଲାଭ ହେବ।
ସି˚ହ: ନିଜ କାମରେ ଭଲ ପ୍ରଦର୍ଶନ ପାଇଁ ପ୍ରୟାସ କରିବେ। ଆର୍ଥିକ ମାମଲାରେ ଲାଭ ମିଳିବ। ଘର ଲୋକଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ।
କନ୍ୟା: ଆପଣଙ୍କୁ ଉପାର୍ଜନର ନୂଆ ସୁଯୋଗ ମିଳିବ। ଚାକିରିଜୀବୀଙ୍କର ଉନ୍ନତି ହେବ। ସୁସମ୍ବାଦ ପାଇବେ। ପରିବାର ମଧୢରେ ଆନନ୍ଦ ଉଲ୍ଲାସ ଦେଖାଦେବ।
ତୁଳା: ଜୀବନ ସ˚ପୂର୍ଣ୍ଣ ବାଧା ମୁକ୍ତ ହେବ। ସାହସ ବଢ଼ିବ, ସମ୍ମାନ ମିଳିବ ଓ ଅର୍ଥ ଆସିବ। ବ୍ୟବସାୟରେ ଉନ୍ନତି ଲାଗି ସୁଯୋଗ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।
ବିଛା: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଜ୍ୟୋତିଷ ବିଦ୍ୟାରେ ରୁଚି ବଢ଼ିବ। ଚାକିରିରେ ବଦଳିର ସମ୍ଭାବନା ଅଛି। ଦାମ୍ପତ୍ୟ ସମ୍ବନ୍ଧରେ ସୁଖ ବୃଦ୍ଧି ହେବ।
ଧନୁ: ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ନୂଆ ଅନୁଭବ ପ୍ରାପ୍ତ ହେବ। ଅଫିସ ଆଲୋଚନାରେ ଆପଣ ନୂଆ ଲୋକଙ୍କ ସହିତ ମିଶିବେ।
ମକର: ଆପଣଙ୍କର ନମ୍ର ସ୍ବଭାବ ଆପଣଙ୍କୁ ସାହାଯ୍ୟ କରିବ। କାର୍ଯ୍ୟକ୍ଷେତ୍ରରେ ଭଲ ଭାବରେ କାମ କରିବେ। ଛାତ୍ରଙ୍କୁ କୌଣସି ଶୁଭ ଖବର ମିଳିପାରେ।
କୁମ୍ଭ: କୌଣସି କାମ ପାଇଁ ଯୋଜନା କରିବେ। ଆପଣଙ୍କ ପରାମର୍ଶକୁ ଅନ୍ୟମାନେ ସମ୍ମାନ ଦେବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ସୁଖଦ ହେବ।
ମୀନ: କ୍ୟାରିୟରରେ ସୁଧାର ପାଇଁ ଭଲ ଦିନଟିଏ। ଉତ୍ସାହର ସହିତ ସବୁ କାମ କରିବେ। ଅଚାନକ ଧନପ୍ରାପ୍ତି ହେବ। ପ୍ରେମ ପ୍ରସଙ୍ଗରେ ପ୍ରଗାଢ଼ତା ଆସିବ।