Odisha news

ଚାନ୍ଦପୁର କୋଭିଡ ହସ୍ପିଟାଲରେ କରୋନା ରୋଗୀ ଙ୍କ ଚିକିତ୍ସା ଆରମ୍ଭ

0

ରଣପୁର : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁରସ୍ଥିତ କୋଭିଡ ଡାକ୍ତରଖାନା ରେ ପ୍ରଥମଥର ପାଇଁ କରୋନା ରୋଗୀ ଙ୍କୁ ଚିକିତ୍ସା ଆରମ୍ଭ ହୋଇଥିବା ଜଣାପଡିଛି ।ଉକ୍ତ ଡାକ୍ତରଖାନା ଚଳିତ ବର୍ଷ ଏପ୍ରିଲ  ମାସ ୧୮ ତାରିଖ ରେ ଉଦଘାଟନ ହୋଇଥିଲା ।

ଏଠାରେ ଡାକ୍ତର , ଫାର୍ମାସିଷ୍ଟ , ଷ୍ଟାଫନର୍ସ , ପୁରୁଷ ସ୍ୱାସ୍ଥ୍ୟକର୍ମୀ ଓ ମହିଳା ସ୍ୱାସ୍ଥ୍ୟକର୍ମୀ ଙ୍କୁ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ତିନି ମାସ ହେଲା ଚିକିତ୍ସା ଆରମ୍ଭ ହୋଇନଥିଲା । ୨୦୦ ଶଯ୍ୟା ବିଶିଷ୍ଠ ଏହି ଡାକ୍ତରଖାନା ରେ କରୋନା ରୋଗୀ ଙ୍କ ଚିକିତ୍ସା ନିମନ୍ତେ ସମସ୍ତ ପ୍ରକାର

Leave A Reply