Odisha news

ରଣପୁର ତହସିଲରେ ସରକାରୀ ନିୟମକୁ ଫୁ , ନିର୍ଦ୍ଧାରିତ ସମୟରେ ମିଳୁନି ସରକାରୀ ସେବା

0

ରଣପୁର….. ରାଜ୍ୟ ସରକାର ରାଜ୍ୟ ରେ ଥିବା ସମସ୍ତ ତହସିଲ ଅଫିସ ଜରୁରୀ କାଗଜ ପତ୍ର ନିର୍ଦ୍ଧାରିତ ସମୟ ଭିତରେ ଦେବାକୁ ନିୟମ କଡା କଡ଼ି କରିଥିବା ବେଳେ ନୟାଗଡ ଜିଲ୍ଲା ରଣପୁର ତହସିଲ ଅଫିସ ରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି.. ଅଫିସ ର ଅଧିକାଂଶ କର୍ମଚାରୀ ଏବଂ ନିଜେ ତହସିଲଦାର 5ଟି ନିୟମ କୁ ଫୁ କରି ଅଫିସ ଆସିବାକୁ ବିଳମ୍ବ କରୁଥିବା ଜଣାପଡିଛି… ଯାହାକୁ ନେଇ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆ  ରେ ଖବର ପ୍ରସାରଣ ପରେ କର୍ମଚାରୀ ଙ୍କ ସମୟ ଅନୁବର୍ତ୍ତିତା ନେଇ ପ୍ରଶ୍ନବାଚି ସୃଷ୍ଟି କରିଛି.. ସେହିଭଳି ବିଭିନ୍ନ ଜରୁରୀ ସେବା ଯଥା ରେଜେଷ୍ଟି ର ନିର୍ଦ୍ଧାରିତ ସମୟରେ ଜମି ବା ଘରବାରି ପଟ୍ଟା ଇନକମ ଷାଠିପିକେଟ କାଷ୍ଟ ସାଠିପିକେଟ ଏମିତି ବହୁ ସେବା ସାଧାରଣ  ଜନତା ଙ୍କୁ ବହୁ ସମୟ ଅପେକ୍ଷା କରିବା ସହ ଠିକ ସମୟରେ କାର୍ଯ୍ୟ ହେଇପାରୁନଥିବା ଯୋଗୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଏବଂ ଗୋଟିଏ କାର୍ଯ୍ୟ କୁ ବାରମ୍ବାର ଦୋୖଡିବାକୁ ପଡୁଥିବା ଅଭିଯୋଗ ହେଉଛି   ଯେମିତି କୀ ଜମି ପଟା ରେଜେଷ୍ଟି କରିବା ର  ସାତ ଦିନ ଭିତରେ ମିଳିବାକୁ ନିୟମ  ଥିବା ବେଳେ ରଣପୁର ତହସିଲ ରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି. ରେଜେଷ୍ଟି କରିବା 15 ପରେ ବି ପଟା ମିଳୁନାହିଁ… ଏପଟେ ଖଣି ଦୃନୀତି ରେ ରଣପୁର ତହସିଲ ରେ  ଏନ.ଜି.ଟି ରେ ମାମଲା ଚାଲିଥିବା ବେଳେ  ଜରୁରୀ ତଥା ସାଧାରଣ ଗରିବ  ଲୋକ ଙ୍କ ଆବାସ ଗୃହ ନିର୍ମାଣ କରିବା ଅତିଅବଶକୀୟ ସାମଗ୍ରୀ  ଇଟା ଓ ବାଲି ଆଣୁଥିବା ଛୋଟ ଗାଡି କୁ ଲକ୍ଷ ଧିକ ଫାଇନୀ କାଟି ନିଜ ପରିବା ପଣିୟା ଦେଖାଇ ହେଉଥିବା ନେଇ ସାଧାରଣ ରେ ଚର୍ଚ୍ଚା ହେଉଛି…  ପଟ୍ଟା ପାଇବାର ବିଳମ୍ବକୁ ତହସିଲଦାର ଙ୍କୁ ପଚାରିବାରେ ତହସିଲ ଦାର ପଟ୍ଟା ପାଇବାର ସମୟ ସୀମା ନାହିଁ ବୋଲି ଖାମଖିଆଲ ମତବ୍ୟ ଦେଇଛନ୍ତି

Nalco
Leave A Reply