Odisha news

ଜାଗର ପାଇଁ ରଣପୁର ସମସ୍ତ ଶୈବପୀଠ ରେ ଭକ୍ତ ଙ୍କ ଭିଡ଼

0
ରଣପୁର……ମହାଶିବରାତ୍ରି ଜାଗର ଅବସରରେ ରଣପୁର ବ୍ଲକ ଅଞ୍ଚଳ ର ସମସ୍ତ ଶୈବପୀଠ ଉତ୍ସବ ମୁଖର ହୋଇଉଠିଥିବା ବେଳେ ଆଜି ଦିନତମାମ  ଭକ୍ତ ଙ୍କ ଭିଡ଼ ଦେଖିବାକୁ ଗତ କିଛି ବର୍ଷ ଧରି କରୋନାକଟକଣା ପାଇଁ ନିରାମ୍ବଡର ଭାବେ ଯାତ୍ରା ପାଳିତ ହୋଇଥିବା ବେଳେ ଚଳିତ ବର୍ଷ ଭକ୍ତ ଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି ରଣପୁର ଏନ. ଏସି ରେ ଥିବା ପ୍ରମୁଖ ଶୈବପୀଠ ଚଣ୍ଡେଶ୍ୱର ଦେବ ସ୍ଵପ୍ନେଶ୍ଵର ଦେବ ପୁରୁଣା ବସନ୍ତ ବାଲୁଙ୍କେଶ୍ୱର ଦେବ ବଧି ବାଲୁଙ୍କେଶ୍ୱର ଦେବ ସନାଗଡ଼ ମଶାଣିସ୍ୱର ଦେବ ଆଦି  ପୀଠ ଗୁଡିକ ରେ ସୁନ୍ଦର  ଆଲୋକ ମାଳାରେ ସୁସଂଜିତ ହୋଇଥିବା ବେଳେ ଅଷ୍ଟପହାରୀ ନାମଯଜ୍ଞ ମେଳା  ଆଦି ଅନୁଷ୍ଠିତ ହେଉଛି   ଏବଂ ଭକ୍ତ ଙ୍କ ପ୍ରବଳ ଭିଡ଼ ହେବା ସହିତ ହଜାର ହଜାର ଭକ୍ତ ପ୍ରତେକ ଶୈବପୀଠ ରେ ଉପବାସ କରି ଜାଗର ଦୀପ ଜଳୁଥିବା ଦେଖିବାକୁ ମିଳିଥିଲା ସେହି ଭଳି ରଣପୁର ବ୍ଲକ ଅଞ୍ଚଳ ର ଗୋପାଳପୁର ଚାନ୍ଦପୁର ସୁନାଖଳା ଦର୍ପନାରାୟଣପୁର ଓ ସମସ୍ତ ଗ୍ରାମାଞ୍ଚଳ ରେ ଥିବା ଶୈବପୀଠ ଗୁଡ଼ିକି ରେ ଦିନ ତମାମ ଧରି ମହାଦୀପ ଉଠିବା ପର୍ଯ୍ୟନ୍ତ ଭିଡ଼ ଦେଖିବାକୁ ମିଳିବା ସହିତ ଚଳିତ ବର୍ଷ ରଣପୁର ଅଞ୍ଚଳ ରେ ମହାସମାରୋହ ରେ ପାଳିତ ହୋଇଯାଇଛି
Nalco
Leave A Reply