Odisha news

ୱାର୍ଡ ସଭ୍ୟ ଉପନିର୍ବାଚନ, ସରପଞ୍ଚ ବିପକ୍ଷ ସମର୍ଥକଙ୍କ ବାଜିମାତ

0

ରମ୍ଭା:-୦୫/୦୫/୨୦୨୩ ଗଞ୍ଜାମ ବ୍ଲକରେ ମଧୁରୁଚୁଆ ଗ୍ରାମ ପଞ୍ଚାୟତ ର ସରପଞ୍ଚଙ୍କୁ ବିରୋଧୀ ସମର୍ଥକଙ୍କ ବାଜିମାତ ଘାରିଛି ସତର୍କ ଘଣ୍ଟି ।ସୂଚନା ପ୍ରକାରେ 2 ତାରିଖରେ  ୱାର୍ଡ ସଭ୍ୟ ଉପନିର୍ବାଚନରେ ମଧୁରୁଚୁଆ ଗ୍ରାମର 5 ନଂ ୱାର୍ଡରେ ସଂଯୁକ୍ତା ନାୟକ ଓ ବାସନ୍ତୀ ନାୟକ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିବା ବେଳେ 330 ଭୋଟ ମତଦାନ ଭିତରୁ ସଂଯୁକ୍ତା ନାୟକ 147 ଗୋଟି ଭୋଟ ପାଇ 14 ଗୋଟି ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବାରୁ ରାଜନୀତି ମହଲରେ ଶୁଭେଚ୍ଛା ସୁଅ ଛୁଟିବାରେ ଲାଗିଛି।20 ଗୋଟି ଭୋଟ ନାକଚ ହୋଇଥିବା ଜଣାଯାଇଛି।ଭୋଟ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ରମ୍ଭା ଆଇ. ଆଇ. ସି ପି. ସ୍ୱରୂପ କିଶ।ନ,ହୁମ୍ମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ ଦାୟିତ୍ୱ ରହିଥିଲେ।ବିଜୟୀ ପ୍ରାର୍ଥୀନି ସାଧାରଣ ଲୋକଙ୍କ ସହ ଉତ୍ତମ ସମ୍ପର୍କ ରଖି ନିଜର କାର୍ଯ୍ୟଧାରା ଚାଲୁ ରଖିବେ ବୋଲି ଜଣାଇଛନ୍ତି।

Leave A Reply