Odisha news

ରାତି ପାହିଲେ ନିର୍ବାଚନ, ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ବ୍ୟାପକ ପ୍ରସ୍ତୁତି

0

ରମ୍ଭା :-26/05/2022 ଶୁକ୍ରବାର ଦିନ ନିଖିଳ ଓଡିଶା ଅଣ ଗେଜେଟେଡ଼ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲା ଶାଖାର 17 ତମ ସାଧାରଣ ଅଧିବେଶନ ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟସୂଚୀ ପ୍ରକାରେ ଜିଲ୍ଲା ପରିଷଦର 5ଗୋଟି ପଦପଦଵୀ ପାଇଁ ନିର୍ବାଚନ ପ୍ରକ୍ରିୟା ଅପରାହ୍ନ 2ଘଣ୍ଟା ସମୟରେ ମୁଖ୍ୟ ନିର୍ବାଚନ ହେବା ପାଇଁ ସ୍ଥିରୀକୃତ ହୋଇଅଛି !ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ରାଧାକୃଷ୍ଣ ପାଢ଼ୀ, ଏନ. ଏସ ବାଲକିଷ୍ଣl  ରାଓ, ଲଳିତେନ୍ଦୁ ଦଳାଇ, ପ୍ରମୋଦ କୁମାର ପାତ୍ର, ରାଜ୍ୟ ସଂଘ ନିରୀକ୍ଷିକ ଭାବେ ଶ୍ରୀଯୁକ୍ତ ଶୁଭେନ୍ଦୁ ମାଝୀ, ରାଜ୍ୟ ସଂଘଠକ  କେନ୍ଦ୍ରୀୟ ଉପସ୍ଥିତ ରହି ଜିଲ୍ଲାର ଇଚ୍ଛୁକ, ଆଗ୍ରହୀ ଓ ମୈଦାନ ରେ ସମ୍ମୁଖୀନ ହେବା ପାଇଁ ସଭ୍ୟ /ସଭା ମାନଙ୍କ ଠାରୁ ନାମାଙ୍କନ ପତ୍ର ଆହ୍ୱାନ କରାଯାଇଛି !ପ୍ରତ୍ୟେକ ପଦଵୀ ପାଇଁ  ଏକ ବ୍ୟକ୍ତି ଏକ ପଦବୀ ନିର୍ଧାରିତ ସମୟରେ ଦାଖଲ କରାଯାଇଥିଲା !ଉପଯୁକ୍ତ ତାଲିକାର ତଦାରଖ ସହ ପ୍ରାଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବା ପରେ ପଦପଦବୀରେ  ନିର୍ବାଚିତ କର୍ମକର୍ତାଙ୍କ ନାମ ଘୋଷଣା କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନର ଶ୍ରୀଯୁକ୍ତ ରାଧାକୃଷ୍ଣ ପାଢ଼ୀ ସୂଚନା ଦେଇଛନ୍ତି !

Leave A Reply