ରାଜନଗର ୬/୩ ବୁଧବାର ସମୟ ପାଖାପାଖି ୧୧ଟା ୩୦ମିନିଟ୍। ତ୍ରିନାରବଜାରଛକନିକଟରେଥିବାପୂର୍ତ୍ ତବିଭାଗଡାକବଙ୍ଗଳାନିକଟରୁ ୧୨୦୦ଶହରୁ ଊର୍ଦ୍ଧ୍ବବିଶାଳ ଦୁଇଚକିଆ ବାଇକରାଲି ରେ ରାଜନଗର ବିଧାୟକ ଧ୍ରୁବ ସାହୁ ବଜାର ପରିକ୍ରମା କରି ସଭାସ୍ଥଳ କୁ ଯାଉଥିବା ସମୟରେ ବାଟରେ ନବୀନ ପଟ୍ଟନାୟକ ଜିନ୍ଦାବାଦ, ବିଜେଡି ଜିନ୍ଦାବାଦ, ଧ୍ରୁବ ଭାଇ ଜିନ୍ଦାବାଦ ଧ୍ଵନିରେ ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା।ନିର୍ବାଚନ ଆଚରଣବିଧି ଘୋଷଣା ପୂର୍ବରୁ ଆଜିରାଜନଗରରେବିଜେଡିରବିରାଟଶୋ ଭାଯାତ୍ରାରାଜନଗରରେରାଜନୈତିକଉଷ୍ ମତାଭରିଦେଇଛି । ବୁଧବାର୭୫କୋଟିଟଙ୍କାବ୍ୟୟରେ ରାଜନଗରବ୍ଲକରମହିଁଷାସୁର ପଡିଆରେ ୧୨ଟି ପ୍ରକଳ୍ପର ଶୁଭ ଶିଳାନ୍ୟାସକରାଯାଇଥିଲା ।ବଗପାଟିଆ ଅନ୍ତର୍ଗତସାତଭାୟାଠାରେ ଥଇଥାନସ୍ଥଳୀରେସଂଯୋଗୀକରଣରାସ୍ତା ପାଇଁ ଦୁଇଟି ପ୍ରକଳ୍ପ ନିମନ୍ତେ ୬ କୋଟି ୫୦ ହଜାରଟଙ୍କା, ମୁଗକଣି ପୁର୍ତବିଭାଗରାସ୍ତାଠାରୁ ବଧି ଭାୟା ପରିପାଙ୍ଗରା, ଗୋଖଣୀ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୯ କୋଟି ୧୧ ଲକ୍ଷ ୫୮ ହଜାରଟଙ୍କା, ହାତିନା, ଗୁପ୍ତି ଓ ମହିଁଷାସୁରଠାରେରାଜସ୍ୱ ନିରୀକ୍ଷକଙ୍କକାର୍ଯ୍ୟାଳୟ ଓ ଆବାସ ନିର୍ମାଣ ପାଇଁ ୪ କୋଟି ୭୭ ଲକ୍ଷ ୨୩ ହଜାରଟଙ୍କା, ରାଜନଗର-ଗୋପାଳପୁରଲୁଣାଘେରିବନ୍ଧର ୨ କିମି ୫ଶହ ମିଟରଠାରୁ ୧୭ କିମି ୧୪୦ମିଟର ଯାଏଁରାସ୍ତାରଉନ୍ନତୀକରଣ ପାଇଁ ୯ କୋଟି ୯୯ ଲକ୍ଷ ୬୬ହଜାର ଟଙ୍କା, ରାଜନଗର-ଗୁପ୍ତି ପୁର୍ତବିଭାଗରାସ୍ତାର ପ୍ରଶସ୍ତିକରଣ ପାଇଁ ୪୪ କୋଟି ୮୩ ଲକ୍ଷ ୯୬ ହଜାରଟଙ୍କା, କେରେଡାଗଡସ୍ଥିତ ନାମାଚାର୍ଯ୍ୟଶ୍ରୀମଦ୍ ବାୟାବାବାଙ୍କମଠରଉନ୍ନତୀକରଣ ପାଇଁ ୩ କୋଟି ୭୦ ଲକ୍ଷ ୫୦ ହଜାରଟଙ୍କା, ସାତଭାୟାବାସୀଙ୍କ ଥଇଥାନସ୍ଥଳୀବଗପାଟିଆଠାରେମା’ ପଂଚୁବରାହୀମନ୍ଦିରରଉନ୍ନତୀକରଣ ପାଇଁ ୩ କୋଟି ୪୨ ଲକ୍ଷ ୨୮ହଜାର ଟଙ୍କା, କେରେଡାଗଡସ୍ଥିତଶ୍ରୀଜଗନ୍ନାଥ ମନ୍ଦିରରଉନ୍ନତୀକରଣ ପାଇଁ ୨ କୋଟି ୪୪ ଲକ୍ଷ ୫୨ ହଜାରଟଙ୍କା ପ୍ରଭୃତି ୧୨ଟି ପ୍ରକଳ୍ପ ପାଇଁ ୭୫ କୋଟିଟଙ୍କାରବିଭିନ୍ନ ପ୍ରକଳ୍ପରଶିଳାନ୍ୟାସମାନ୍ୟବର ବିଧାୟକ ଧ୍ରୁବ ସାହୁ ଆଜିକରିଛନ୍ତି ।ବିଧାୟକଙ୍କସହିତଶିଳାନ୍ୟାସଉତ୍ ସବରେ ପୁର୍ତବିଭାଗରସହକାରୀ ନିର୍ବାହୀଯନ୍ତ୍ରୀ ନଟବର ପ୍ରଧାନ, ସହକାରୀ ଯନ୍ତ୍ରୀ ବିଶ୍ୱରଂଜନ ସ୍ୱାଇଁ, ଗ୍ରାମ୍ୟଉନ୍ନୟନ ବିଭାଗରସହକାରୀ ନିର୍ବାହୀଯନ୍ତ୍ରୀ ସୁବାଷଚନ୍ଦ୍ରସାହୁ, ତଟବନ୍ଧ ବିଭାଗରସହକାରୀ ଯନ୍ତ୍ରୀ ଭଂଜକିଶୋରରାଉତ ପ୍ରମୁଖଉପସ୍ଥିତ ଥିଲେ ।ଶିଳାନ୍ୟାସ ପରେବ୍ଲକବିଜେଡିସଭାପତି ତଥା ଡେରା ପଂଚାୟତରସରପଂଚ ନିରଂଜନ ରାଉତଙ୍କପୌରହିତ୍ୟରେ ଆୟୋଜିତସଭାରେବିଧାୟକଶ୍ରୀସାହୁ ଯୋଗଦେଇ ରାଜନଗରରେବିକାଶ ପକ୍ରିୟାଜାରିରହିଛି ।ମାନ୍ୟବରମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶ୍ରିର୍ବାଦରେରାଜନଗର ନିର୍ବାଚନମଣ୍ଡଳୀରେ ପାଖାପାଖି ୧୫ଶହ କୋଟିଟଙ୍କା ଅନୁଦାନରେ ନିର୍ମାଣକାର୍ଯ୍ୟଚାଲିଛି । ଆଜିର ୭୫ କୋଟିଟଙ୍କାର ପ୍ରକଳ୍ପଯୋଡିହେବା ପରେବିକାଶଧାରା ଆହୁରି ଆଗକୁବଢିବବୋଲିକହିବାସହ ଗତ ୫ ବର୍ଷରେକରୋନାମହାମାରୀସତ୍ୱେସେ ଶିକ୍ଷା, ସ୍ବାସ୍ଥ୍ୟ,ଗମନାଗମନ, ପାନୀୟଜଳ, ପର୍ଯ୍ୟଟନରବିକାଶ, ନବୀନ ପଟ୍ଟନାୟକ ସରକାର ଙ୍କ ଦ୍ଵାରା କରାଯାଇଥିବା ଭତ୍ତା ବୃଦ୍ଧି, କଳାକାର ଭତ୍ତା ବୃଦ୍ଧି, ମମତା ଯୋଜନା ରେ ଅର୍ଥ ବୃଦ୍ଧି ପ୍ରଭୃତି କଥା ବଖାଣି ଥିଲେ । ବିଧାୟକ ପ୍ରବାଦପୁରୁଷବିଜୁବାବୁ ଦେଖିଥିବା ସ୍ୱପ୍ନ ରାଜନଗରକୁବମ୍ବେ ସହରକରିବା ପକ୍ରିୟାଜାରିରହିଛିବୋଲିକହିଥି ଲେ ।ଏହିକାର୍ଯ୍ୟକ୍ରମରେ ପଂଚାୟତସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ଉପଧ୍ୟକ୍ଷଗଣେଷଚନ୍ଦ୍ରଗୁଡିଆ, ୩୨ନଂ ଜୋନ ଜିଲ୍ଲାପରିଷଦ ସଭ୍ୟାଖୁକୁମିନାକୁଅଁର, ୩୦ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟସୁରେନ୍ଦ୍ର ପ୍ରସାଦ ରାଉତ, ଆତ୍ମାକମିଟିର ଅଧ୍ୟକ୍ଷଗୋବର୍ଦ୍ଦନ ପ୍ରଧାନ, କଟକ କେନ୍ଦ୍ରସମବାୟବ୍ୟାଙ୍କର ନିର୍ଦ୍ଦେଶକ ଅରୁଣସାହୁ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟବିଜୟ ନାୟକ, ବରିଷ୍ଠନେତା ନରହରିଜେନା, ଯୁବବିଜେଡିସଭାପତି ଆର୍ତବନ୍ଧୁମହାନ୍ତି,ଛାତ୍ରବିଜେଡି ସଭାପତିମନୋଜମଲ୍ଲିକ,ମହିଳାବିଜେ ଡିସଭାନେତ୍ରୀରଶ୍ମୀରଂଜିତାସ୍ୱା ଇଁ, ଯୁବନେତାସରୋଜରାଉତ, ପ୍ରମୋଦ କୁମାର ପ୍ରଧାନ, ସନ୍ୟାସୀରାଉତ , ପବିତ ପାବନ ପଣ୍ଡା, ନରେନ୍ଦ୍ରକୁମାରସ୍ୱାଇଁ, ପୁର୍ଣ୍ଣଚନ୍ଦ୍ର ପଢିହାରୀ , ବାଇଧର ସେଠୀ, ବାବାଜୀମିଶ୍ର, ବିଜ୍ଞାନ ରଞ୍ଜନ ଜେନା, ଘନଶ୍ୟାମଜେନା, କଳ୍ପତରୁଜେନା, ବାବାଜୀବରାଳ, ଶ୍ରୀନିବାସ ପାତ୍ର, ରବିନ୍ଦ୍ରକୁମାରସିଂ, ମୋହନ ଚନ୍ଦ୍ରବିଶ୍ୱାଳ,ପ୍ରଭାତକୁମାରବେ ହେରା, , ଶୁଭ୍ରକାନ୍ତ ଭ୍ରମରରାୟ, ସୁଜାତା ନାୟକ,ସରପଂଚଅଶୋକକୁମାରମହାନ୍ତି, ସୁଶ୍ରୀସଂଗୀତାମହାପାତ୍ର, ଗୋଲେଖଚନ୍ଦ୍ରସ୍ୱାଇଁ, ପୁଷ୍ପଲତା ପାତ୍ର, ଚିତରଂଜନ ପଣ୍ଡା, ଶାନ୍ତିଲତାବିଶ୍ୱାଳ, ନନ୍ଦ ଦୁଲାଲ ପରିଡା, ବୀଣାପାଣି ପ୍ରଧାନ, ଲୋପାମୁଦ୍ରାଜେନା, ଗାୟତ୍ରୀ ପରିଡା, ଶୈଳେନ୍ଦ୍ରକୁମାରସ୍ୱାଇଁ, ସମିତିସଭ୍ୟମନୋରଂଜନ ମଣ୍ଡଳ, ରବିନ୍ମଲ୍ଲିକ, ସୁଶ୍ମିତାସ୍ୱାଇଁ, ସୁମିତ୍ରାସେଠୀ, ହରପ୍ରିୟା ନାୟକ, ସଂଜୟସ୍ୱାଇଁ,ପ୍ରମୁଖଯୋଗଦେଇଥିଲେ ।ଏହିଅବସରରେ ଯାଦବ ମହାସଂଘ, ଆମ୍ବେଦକରଲୋହିଆମଂଚ, ତାଳଚୁଆ ନାଗରିକକମିଟି ଓ ସାତଭାୟା ଥଇଥାନ କମିଟି ପକ୍ଷରୁସେମାନଙ୍କସଂଗଠନ ଓ ଅଂଚଳରବିକାଶ ପାଇଁ ଆର୍ଥିକ ଅନୁଦାନ ମିଳିଥିବାରୁବିଧାୟକଙ୍କୁସମ୍ବର୍ଦ୍ ଧିତକରିଥିଲେ ।୮ହଜାର ରୁ ଉର୍ଦ୍ଧ ମହିଳା, ପୁରୁଷ, ଯୁବକ, ଦଳୀୟ କର୍ମୀ ଓ ନେତାମାନେ କାର୍ଯକ୍ରମ ରେ ଯୋଗଦେଇଥିଲ।
