Odisha news

ଆଜିଠୁଁ ଖୋଲିବ ଭିତରକନିକା 

0
ରାଜନଗର :   ବଉଳା କୁମ୍ଭୀର ମାନଙ୍କ ଭୂସ୍ୱର୍ଗ ଭାବେ ପରିଚିତ ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ  ବସବାସ କରୁଥିବା ବଉଳା କୁମ୍ଭୀରମାନଙ୍କ ଗଣନା କାର୍ଯ୍ୟ ଚଳିତମାସ ୫ ତାରିଖ ରୁ ୧୩ ତାରିଖ ଯାଏଁ ଭିତରକନିକା ବନ୍ଦ ରହିଥିଲା।
ଏଥିପାଇଁ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଏହି ସମୟ ରେ ପରିଭ୍ରମଣ ପାଇଁ ନିଷିଦ୍ଧ କରଯାଇଥିଲା। ବିଦେଶୀ ପକ୍ଷୀ ଓ ବଉଳା କୁମ୍ଭିରଙ୍କ ଗଣନା ଶେଷ ହେବା ପରେ ଆଜି ଠାରୁ ଭିତରନିକାଦେଶ ବିଦେଶର ପର୍ଯ୍ୟଟକ ଙ୍କ ପାଇଁ ଖୋଲିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି।
Leave A Reply