Odisha news

ରାଜ କୁନ୍ଦ୍ରା ଗିରଫ ହେବାପରେ କଣ ପାଇଁ ଡିଲିଟ କରାଯାଇଥିଲା ଡାଟା ? ପୋଲିସ ସିସିଟିଭି ଫୁଟେଜ ର ଯାଞ୍ଚ କରୁଛି

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଙ୍କ ଅସୁବିଧା ବଢ଼ିବାରେ ଲାଗିଛି l ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟିକ ହୀରସତ ରେ ରଖା ଯିବl ର ନିଷ୍ପତି ଶୁଣା ହୋଇଛି l ଶିଳ୍ପା ସେଟ୍ଟୀଙ୍କ ଘରେ କ୍ରାଇମ୍ ବ୍ରାଞ୍ଚ ଟିମ ପହଂଚି ବିଭିନ ପ୍ରଶ୍ନ ପଚାରିଥିଲେ l ଏହି ସମୟରେ ପୋଲିସ ହାତରେ ଗୋଟିଏ ମହତ୍ଵପୁର୍ଣ ତଥ୍ୟ ହସ୍ତଗତ ହୋଇଛି l ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କାଇଦେବ l

ରାଜ କୁନ୍ଦ୍ରା ଗିରଫ ହେବା ପରେ ସର୍ବର ଅନେକ ଡାଟା ଡିଲିଟ କରିଦିଅ ଯାଇଛି l ପୋଲିସ ବର୍ତମାନ ସେହି ବ୍ୟକ୍ତିକୁ ଖୋଜୁଛି ଯିଏ ଏହି ଡାଟା କୁ ଡିଲିଟ କରିଛି l ତା ସହିତ ସିସିଟିଭି ଫୁଟେଜ ର ମଧ୍ୟ ତଦାରଖ କରାଯାଉଛି l ଫୋରେନସିକ ଟିମ ଡାଟା ଡାଟା ସଂଗ୍ରହ କରିବାକୁ ଚେଷ୍ଟା କରୁଛି l ଗୋଟିଏ କ୍ରିକେଟ ବେଟିଂ କମ୍ପାନୀର ନାମ ମଧ୍ୟ ସାମ୍ନାକୁ ଆସୁଛି l ଏହି କମ୍ପାନୀର ନାମ ହେଉଛି ମାର୍କରି ଇଣ୍ଟରନେଶନାଲ l ଏହି କମ୍ପାନୀ ଆକାଉଣ୍ଟ ରୁ ରାଜ କୁନ୍ଦ୍ରାଙ୍କ ଆକାଉଣ୍ଟକୁ ଅନେକ ପଇସା ଆସିଛି l ଏହା ବ୍ୟତୀତ ପୋଲିସ ପ୍ରନୋଗ୍ରାଫି କୁ ନେଇ ଅନେକ ରହସ୍ୟ ଖୋଜିବାକୁ ଚେଷ୍ଟା ଚଳାଇଛି l

Shares