Odisha news

ବିଜୟ ଲକ୍ଷ୍ୟରେ ରାଜସ୍ଥାନ ଦଳ

0

ସାରଝା,୯ା୧୦(ଏଜେନ୍ସି): ଆଇପିଏଲ୍‌ର ୨୩ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ଭେଟିଛି ଦିଲ୍ଲୀ କ୍ୟାପିଟାଲ୍ସ । ଏହି ସଂଘର୍ଷପୂର୍ଣ୍ଣ ରୋଚକ ମ୍ୟାଚ୍‌ରେ କ୍ୟାପିଟାଲ ପ୍ରଥମେ ବ୍ୟାଟିଂ କରି ୧୮୪/୮ ରନ୍‌ କରିଥିଲା । ଜବାବରେ ରାଜସ୍ଥାନ ଶେଷ ଖବର ସୁଦ୍ଧା ୫ ଓଭରରେ ୧ ୱିକେଟ୍‌ ହରାଇ ୩୯ ରନ୍‌ କରିଥିଲା । ଯଶସଭି ଜୟଶ୍ୱାଲ ୧୧ ରନ୍‌ ଓ ଅଧିନାୟକ ଷ୍ଟିଭେନ୍ସ ସ୍ମିଥ୍‌ ୧୩ ରନ୍‌ କରି ଅପରାଜିତ ଥିଲେ । ଟସ୍‌ ଜିତି ରାଜସ୍ଥାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ତେଣୁ ବ୍ୟାଟିଂ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସକୁ ଆମନ୍ତ୍ରଣ ମିଳିଥିଲା । ହେଲେ ଆଶାନୁରୂପ ଆରମ୍ଭ

Nalco
Leave A Reply