Odisha news

ପୂର୍ବତଟ ରେଳପଥ ପକ୍ଷରୁ ଅନ୍ତରାଷ୍ଟ୍ରୀୟ ନର୍ସିଙ୍ଗ ଦିବସ ପାଳନ

0

ଭୁବନେଶ୍ୱର ର ମଞ୍ଚେଶ୍ୱର ସ୍ଥିତ ପୂର୍ବତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟର ସମସ୍ତ ନର୍ସ ମାନଙ୍କ ଦ୍ୱାରା ଅନ୍ତରାଷ୍ଟ୍ରୀୟ ନର୍ସିଙ୍ଗ ଦିବସ ପାଳନ କରାଯାଇଅଛି |  ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟ ନିର୍ଦେଶକ ଡ଼. ଅଜୟ ସେଠୀ ଏବଂ ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦେଶକ ଡ଼. (ଶ୍ରୀମତୀ) ରିତା ଡୁଙ୍ଗଡୁଙ୍ଗ ଆୟୋଜିତ ସଭାରେ ନର୍ସିଙ୍ଗ ସିଷ୍ଟର ମାନଙ୍କର କାର୍ଯ୍ୟ ପ୍ରତି ସମର୍ପିତ ସେବା ଓ କର୍ତ୍ତବ୍ୟନିଷ୍ଠା ପାଇଁ ପ୍ରେରଣା ଦେବା ସହିତ ଉତ୍ସାହିତ କରିଥିଲେ |

Leave A Reply

Your email address will not be published.