Odisha news

ରାହାମା ବଜାରର ପ୍ରତିଷ୍ଠାତା ନିଶାକର ସାହୁଙ୍କ ପରଲୋକ

0

ରାହାମା ୫/୩ କୁଜଙ୍ଗ ବ୍ଲକ ଅନ୍ତର୍ଗତ ସାଇଲୋ ଗ୍ରାମ ପଞ୍ଚାୟତ ରାଜସ୍ୱଗ୍ରାମ ସାଇଲୋରେ ଜନ୍ମ ଗ୍ରହଣ କରିଥିବା ନିଶାକର ସାହୁ ୮୭ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି ସେ ଜଣେ ଧର୍ମପ୍ରାଣ ପରୋପକାରୀ ମିଷ୍ଟ ଭାଷୀ ସ୍ନେହୀ ଦରଦୀ ମଣିଷ ଭାବେ ସମଗ୍ର ରାହାମା ଅଞ୍ଚଳରେ ପରିଚିତ ଥିଲେ. ତାଙ୍କର ବିୟୋଗରେ ରାହାମା ବଜାର ଓ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯିବା ସହ ତାଙ୍କ ଅମର ଆତ୍ମାକୁ ଶେଷ ଦର୍ଶନ ନିମନ୍ତେ ରାହାମା ବଜାରଟି ସମ୍ପୂର୍ଣ ବନ୍ଦ ରହିଥିଲା. ରାହାମା ବଜାର ପ୍ରତିଷ୍ଠା ଓ  ମା”ଦୁର୍ଗାଙ୍କ ପୂଜା କିପରି ବଜାରରେ ହୋଇ ପାରିବ ତାଙ୍କର ଉଦ୍ୟମ ଚିର ସ୍ମରଣୀୟ ଅଟେ ସେ ସାରଳା ମହାବିଦ୍ୟାଳୟ ରାହାମା ଓ କେସିଏମିଇ ସ୍କୁଲ ପ୍ରତିଷ୍ଠା  ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ନିୟନ୍ତ୍ରିତ ବଜାର କମିଟି ରାହାମାର ବରିଷ୍ଠ ସଦସ୍ୟ,  ଗଣେଶ ମାର୍କେଟର ପ୍ରତିଷ୍ଠାତା ଓ ସାଇଲୋ ଗ୍ରାମର ମୁରବି ଭାବେ ସର୍ବଦା ପରିଗଣିତ ହେଉଥିଲେ.”କଟକର ଓମ ଶୁଭମ” ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗତ କାଲି ରାତ୍ର ୧୨ .୩୦ ସମୟରେ ମୃତ୍ୟୁ ଘଟିଥିଲା ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ତିନିପୁତ୍ର ସୁଶାନ୍ତ, ପ୍ରଶାନ୍ତ, ଶଶିକାନ୍ତ, ଦୁଇଝିଅ କବିତା, ମିନର୍ଭା ଓ ଦୁଇ ଜାମାତା ଓ ସହଧର୍ମିଣୀଙ୍କ ସହ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ.ରାହାମା ବଜାରରେ ଥିବା ତାଙ୍କ ବାସ ଭବନକୁ ତାଙ୍କ ମରଶରୀରକୁ ଅଣାଯାଇ ଦିବଂଗତ ଅମର ଆତ୍ମାର ଶ୍ରଦ୍ଧାଞ୍ଜଳି ନିମନ୍ତେ ରାହାମା ବଜାର ବ୍ୟବସାୟୀ,ରାହାମା କଲେଜ,ସାଇଲୋ ସରକାରୀ ଉଚ୍ଚ ବିଦ୍ୟାଳୟ,ଆରଏମସି କାର୍ଯ୍ୟାଳୟ ଷ୍ଟେସନ ବଜାର ଓ ସାଇଲୋ ସମବାୟ ମାର୍କେଟ ପରିସର ମଧ୍ୟଦେଇ ପବିତ୍ର ଶବାଧାରକୁ ଶୋକାକୁଳ ପରିବେଶରେ ଶୋଭାଯାତ୍ରା କରାଯାଇ ନିଜ ଜନ୍ମସ୍ଥାନ ସାଇଲୋ ଗ୍ରାମର ଶ୍ମଶାନରେ ଶେଷକୃତ କରାଯାଇଛି .ଉକ୍ତ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ଥିଲେ ସେମାନଙ୍କ ମଧ୍ୟରେ ବଜାର କମିଟି ରାହାମାର ସଭାପତି ଜଟାଧାରୀ ଦାସ,ସମାଜସେବୀ ସମ୍ପାଦକ ଡ଼ଃ ସୁନାକର ବେହେରା,ଜିଲ୍ଲା ପରିଷଦ ସଭ୍ୟ ରବିନାରାୟଣ ସାହୁ, ସାଇଲୋ ସରପଞ୍ଚ ସରୋଜ ସେଠି,ତାଳପଡା ସରପଞ୍ଚ ଶ୍ରୀମତୀ ଦମୟନ୍ତୀ ଲେଙ୍କା,ସମାଜସେବୀ ପ୍ରତାପ ଚନ୍ଦ୍ର ମହାନ୍ତି,ସାଇଲୋ ସମବାୟ ସମିତି ପ୍ରାକ୍ତନ ସଭାପତି ଭିକାରି ଚରଣ ସେନାପତି,ବର୍ତ୍ତମାନର ସଭାପତି ପଦୀପ କୁମାର ବେଉରା,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅଜୟ କୁମାର ସାହୁ, ସରକାରୀ ଓକିଲ ଗଜେନ୍ଦ୍ର ବିଶ୍ୱାଳ,ଶିକ୍ଷାବିଦ ବିଭୁତି ଭୂଷଣ ସାହୁ,ପୂର୍ବତନ ସରପଞ୍ଚ ନିହାର ରଞ୍ଜନ ଲେଙ୍କା,ଦିଲ୍ଲୀପ ଚୌଧୁରୀ, ସରୋଜ କୁମାର ବାରିକ,ବଜାର କମିଟି କୋଷାଧକ୍ଷ ରବୀନ୍ଦ୍ର ପ୍ରଧାନ, କାର୍ଯ୍ୟକାରୀ ସଭାପତି ମନୋଜ କୁମାର ସାହୁ, ଗଜଲଷ୍ମୀ କ୍ଲଥ ଷ୍ଟୋର ପ୍ରତିଷ୍ଠାତା ଈଶ୍ୱର ଚନ୍ଦ୍ର ସାହୁ,ମହନ୍ତ ରମାକାନ୍ତ ଦାସ , ନୃସିଂହ ଚରଣ ସେନାପତି, ଅରୁଣ କୁମାର ସାହୁ, ତାପସ ମଲ୍ଲ,ବୈଂଶୀଧର କୁଣ୍ଡୁ,ସୁଦର୍ଶନ ସାହୁ, ବିଜୟ କୁମାର ମହାନ୍ତି,ଓକିଲ ଦୀପକ ମହାନ୍ତି, ଲଷ୍ମୀଧର ମହାପାତ୍ର, ସରୋଜ କୁମାର ଦାସ,ଓକିଲ କିଶୋର ସ୍ୱାଇଁ, ପ୍ରଶାନ୍ତ ମହାନ୍ତି (ମଣ୍ଟୁ), ବଇଁଶୀଧର ସାହୁ,ଅବନୀ କୁମାର ସାହୁ ପ୍ରମୁଖ ତାଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ. ପଞ୍ଚାୟତ ରାଜସ୍ୱଗ୍ରାମ ସାଇଲୋରେ ଜନ୍ମ ଗ୍ରହଣ କରିଥିବା ନିଶାକର ସାହୁ ୮୭ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି ସେ ଜଣେ ଧର୍ମପ୍ରାଣ ପରୋପକାରୀ ମିଷ୍ଟ ଭାଷୀ ସ୍ନେହୀ ଦରଦୀ ମଣିଷ ଭାବେ ସମଗ୍ର ରାହାମା ଅଞ୍ଚଳରେ ପରିଚିତ ଥିଲେ. ତାଙ୍କର ବିୟୋଗରେ ରାହାମା ବଜାର ଓ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯିବା ସହ ତାଙ୍କ ଅମର ଆତ୍ମାକୁ ଶେଷ ଦର୍ଶନ ନିମନ୍ତେ ରାହାମା ବଜାରଟି ସମ୍ପୂର୍ଣ ବନ୍ଦ ରହିଥିଲା. ରାହାମା ବଜାର ପ୍ରତିଷ୍ଠା ଓ  ମା”ଦୁର୍ଗାଙ୍କ ପୂଜା କିପରି ବଜାରରେ ହୋଇ ପାରିବ ତାଙ୍କର ଉଦ୍ୟମ ଚିର ସ୍ମରଣୀୟ ଅଟେ ସେ ସାରଳା ମହାବିଦ୍ୟାଳୟ ରାହାମା ଓ କେସିଏମିଇ ସ୍କୁଲ ପ୍ରତିଷ୍ଠା  ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ନିୟନ୍ତ୍ରିତ ବଜାର କମିଟି ରାହାମାର ବରିଷ୍ଠ ସଦସ୍ୟ,  ଗଣେଶ ମାର୍କେଟର ପ୍ରତିଷ୍ଠାତା ଓ ସାଇଲୋ ଗ୍ରାମର ମୁରବି ଭାବେ ସର୍ବଦା ପରିଗଣିତ ହେଉଥିଲେ.”କଟକର ଓମ ଶୁଭମ” ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗତ କାଲି ରାତ୍ର ୧୨.୩୦  ସମୟରେ ମୃତ୍ୟୁ ଘଟିଥିଲା ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ତିନିପୁତ୍ର ସୁଶାନ୍ତ, ପ୍ରଶାନ୍ତ, ଶଶିକାନ୍ତ, ଦୁଇଝିଅ କବିତା, ମିନର୍ଭା ଓ ଦୁଇ ଜାମାତା ଓ ସହଧର୍ମିଣୀଙ୍କ ସହ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ.ରାହାମା ବଜାରରେ ଥିବା ତାଙ୍କ ବାସ ଭବନକୁ ତାଙ୍କ ମରଶରୀରକୁ ଅଣାଯାଇ ଦିବଂଗତ ଅମର ଆତ୍ମାର ଶ୍ରଦ୍ଧାଞ୍ଜଳି ନିମନ୍ତେ ରାହାମା ବଜାର ବ୍ୟବସାୟୀ,ରାହାମା କଲେଜ,ସାଇଲୋ ସରକାରୀ ଉଚ୍ଚ ବିଦ୍ୟାଳୟ,ଆରଏମସି କାର୍ଯ୍ୟାଳୟ ଷ୍ଟେସନ ବଜାର ଓ ସାଇଲୋ ସମବାୟ ମାର୍କେଟ ପରିସର ମଧ୍ୟଦେଇ ପବିତ୍ର ଶବାଧାରକୁ ଶୋକାକୁଳ ପରିବେଶରେ ଶୋଭାଯାତ୍ରା କରାଯାଇ ନିଜ ଜନ୍ମସ୍ଥାନ ସାଇଲୋ ଗ୍ରାମର ଶ୍ମଶାନରେ ଶେଷକୃତ କରାଯାଇଛି .ଉକ୍ତ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ଥିଲେ ସେମାନଙ୍କ ମଧ୍ୟରେ ବଜାର କମିଟି ରାହାମାର ସଭାପତି ଜଟାଧାରୀ ଦାସ,ସମାଜସେବୀ ସମ୍ପାଦକ ଡ଼ଃ ସୁନାକର ବେହେରା,ଜିଲ୍ଲା ପରିଷଦ ସଭ୍ୟ ରବିନାରାୟଣ ସାହୁ, ସାଇଲୋ ସରପଞ୍ଚ ସରୋଜ ସେଠି,ତାଳପଡା ସରପଞ୍ଚ ଶ୍ରୀମତୀ ଦମୟନ୍ତୀ ଲେଙ୍କା,ସମାଜସେବୀ ପ୍ରତାପ ଚନ୍ଦ୍ର ମହାନ୍ତି,ସାଇଲୋ ସମବାୟ ସମିତି ପ୍ରାକ୍ତନ ସଭାପତି ଭିକାରି ଚରଣ ସେନାପତି,ବର୍ତ୍ତମାନର ସଭାପତି ପଦୀପ କୁମାର ବେଉରା,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅଜୟ କୁମାର ସାହୁ, ସରକାରୀ ଓକିଲ ଗଜେନ୍ଦ୍ର ବିଶ୍ୱାଳ,ଶିକ୍ଷାବିଦ ବିଭୁତି ଭୂଷଣ ସାହୁ,ପୂର୍ବତନ ସରପଞ୍ଚ ନିହାର ରଞ୍ଜନ ଲେଙ୍କା,ଦିଲ୍ଲୀପ ଚୌଧୁରୀ, ସରୋଜ କୁମାର ବାରିକ,ବଜାର କମିଟି କୋଷାଧକ୍ଷ ରବୀନ୍ଦ୍ର ପ୍ରଧାନ, କାର୍ଯ୍ୟକାରୀ ସଭାପତି ମନୋଜ କୁମାର ସାହୁ, ଗଜଲଷ୍ମୀ କ୍ଲଥ ଷ୍ଟୋର ପ୍ରତିଷ୍ଠାତା ଈଶ୍ୱର ଚନ୍ଦ୍ର ସାହୁ,ମହନ୍ତ ରମାକାନ୍ତ ଦାସ , ନୃସିଂହ ଚରଣ ସେନାପତି, ଅରୁଣ କୁମାର ସାହୁ, ତାପସ ମଲ୍ଲ,ବୈଂଶୀଧର କୁଣ୍ଡୁ,ସୁଦର୍ଶନ ସାହୁ, ବିଜୟ କୁମାର ମହାନ୍ତି,ଓକିଲ ଦୀପକ ମହାନ୍ତି, ଲଷ୍ମୀଧର ମହାପାତ୍ର, ସରୋଜ କୁମାର ଦାସ,ଓକିଲ କିଶୋର ସ୍ୱାଇଁ, ପ୍ରଶାନ୍ତ ମହାନ୍ତି (ମଣ୍ଟୁ), ବଇଁଶୀଧର ସାହୁ,ଅବନୀ କୁମାର ସାହୁ ପ୍ରମୁଖ ତାଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ.

Nalco
Leave A Reply