Odisha news

ଏନ୍ ଏସ୍ ଓ ଏବଂ ସମାଜ ବିକାଶ ମିଶନ ପକ୍ଷରୁ ଫିଟ ଇଣ୍ଡିଆ କ୍ୟାମ୍ପେନରେ ସାଇକେଲ ରାଲି

0

ରଘୁନାଥପୁର , କେନ୍ଦ୍ର ସରକାରଙ୍କ ଫିଟ ଇଣ୍ଡିଆ ପାଳନ ଅବସରରେ ଆଜି ରଘୁନାଥପୁରର ରେଢୁଆଠାରେ ଫିଟ ଇଣ୍ଡିଆ କ୍ୟାମ୍ପେନ କରାଯାଇଥିଲା । ଆଜି ପ୍ରଭାତରୁ ଏନ୍ ଏସ ଓ ର ସଂପାଦକ ଗୋବିନ୍ଦ ଓଝାଙ୍କ ନେତୃତ୍ୱରେ ଶତାଧିକ ସାଇକେଲ ଆରୋହି ରେଢୁଅ ବଜାରରୁ ବାହାରି ଏକ ର୍ୟାଲିରେ ତଅଁରା,ଅଢେଇକୁଳ,ସାନ କୋରକର,ବଡ କୋରକୋର,ସାଦେଇପୁର,ଅୟର,ଆମ୍ବଦଅଡ,ଜଗନ୍ନାଥପୁର ଗ୍ରାମ ପରିକ୍ରମା କରିଥିଲେ ।ଏଥିରେ ବହୁ ବରିଷ୍ଠ ନାଗରିକ ଅଂଶ ଗ୍ରହଣ କରିଥିବା ଦେଖା ଯାଇଥିଲା ।ଏହି ର୍ୟାଲିକୁ ରାଜ୍ୟପାଳ ପୁରସ୍କୃୁତ ପ୍ରାପ୍ପ ଶିକ୍ଷକ ସୁରେଶ ଚନ୍ଦ୍ର ରାଉତ ଉଦ୍ଘାଟନ କରିଥିଲେ ।ଏହାକୁ ସାମାଜିକ କର୍ମି ବିଜନ ମହାପାତ୍ର ପରିଚାଳନା କରିଥିବା ବେଳେ ଏଥିରେ ଅଧ୍ୟାପକ ଭଗବାନ ବିଶ୍ୱାଳ,ସରୋଜ କାନ୍ତ ନାୟକ,ଅଧ୍ୟାପକ ଅଜୟ ଦାସ,ସନ୍ତୋଷ କୁମାର ସ୍ୱାଇଁ,ପଣ୍ଡିତ ଶଶି ଭୁଷଣ ନାୟକ,ରାମଚନ୍ଦ୍ର ସାହୁ,ନିରଞ୍ଜନ ପାତ୍ର,ଅଧ୍ୟାପିକା ଗୀତା ରଥ,ଶିକ୍ଷକ ପ୍ରାଣକୃଷ୍ଣ ନାୟକ,ଗୋପାଳ ଓଝା,ଉଲ୍ଲାସ ଗୋଚ୍ଚାୟତ,ଲକ୍ଷ୍ମୀକାନ୍ତ ରାଉତ,ଶିତାଶୁଂ ଜେନା,ସ୍ନେହାଂଶୁ ଜେନା,କୈଳାସ ସେଠୀ,ମହନି ଦାସ,ବିଜୟ ଜେନା,ସୁବାଷ ବାରିକ,କିଶୋର ଦାସ,ଦିନେଶ ଓଝା ପ୍ରମୁଖ ଭାବ ନେଇଥିଲେ ।

Leave A Reply

Your email address will not be published.