ରା,ଉଦୟଗିରି-: ଗଜପତି ଜିଲ୍ଲା ରା,ଉଦୟଗିରି ଗ୍ରାମରେ ଥିବା ସବଜେଲରେ ୫୯ ଜଣ କଏଦୀ ଜେଲରେ ରହିଥିଲେ । ଗତକାଲି ସେଥିରୁ ଗଞ୍ଜେଇ କେସ୍ ସଜାକାଟୁଥିବା ୨ ଜଣ କଏଦୀ ଜେଲ କାନ୍ଥଡେଇ ଫେରାର ପରେ ସେଥିମଧରୁ ଜଣେ କଏଦୀକୁ ଜେଲ ଅଧିକାରୀ ଧରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଜଣକୁ ଧରିବାରେ ସକ୍ଷମ ହୋଇପାରିନଥିଲେ । ଏହି ଘଟଣା ସୁଣି ଆଜି ରା,ଉଦୟଗିରି ଜେଲକୁ ବ୍ରହ୍ମପୁର ଢିଆଇଜି ରଘୁନାଥ ମାଝୀ ପରିଦଷନ ଆସି କଏଦୀ ୨ଜଣ କିପରି ଫେରାର ହେଲେ ସେହି ସମୟ କାହାର ଡିଉଟି ଥିଲା ଏତେ ବଡ ସିଡି ଜେଲ ଭିତରକୁ କିପରି ଆସିଲା କିପର ଜେଲ କର୍ମଚାରୀ ଜାଣିପାରିଲେ ଏହି ସମସ୍ତ ବିଷୟ ନେଇ ତଦନ୍ତ କରିଥିଲେ । ଫେରାର ଦୁଇ କଏଦୀ ଧରାଯାଇଥିବା ଶରତ ଡାକି ସମସ୍ତ ବିଷୟ ପଚାରୀ ବୁଝିବା ସହ ସମସ୍ତ ବିଷୟକୁ ଭିଡିଓ ରେକେଡିଙ୍ଗି କରିଥିଲେ । ସାଧାରଣରେ ପ୍ରଶ୍ନ ହେଉଛି ଯେ ଜେଲ ଭିତରକୁ କିପରି ୨୨ ଫୁଟ ସିଡି ଆସିଥିଲା ଏହି ବିଷୟ ନେଇ କିପରି ଜେଲ ଅଧିକାରୀ ଓ କର୍ମଚାରୀ ଜାଣିପାନଥିଲେ । ଫେରାର କଏଦୀଙ୍କୁ ଜେଲ କର୍ମଚାରୀ କିଏ କିଏ ସହଯୋଗ କରିଥିଲେ କି ଏହାକୁ ନେଇ ସମସ୍ତ ବିଷୟକୁ ତଦନ୍ତ କରି ଡିଆଇଜି ଫେରିଛନ୍ତି । ଏହି ଦୁଇ ଜଣ ଫେରାର କଏଦୀ ୧ ଓ୨ ରୁମୁରେ ରହୁଥିଲେ । ଗଞ୍ଜେଇ କେସ ଥିବା କରୁଣାକର ଶରତ ଡାଇଭର କାମକରେ । ଅତିତରେ ଥାନା କଇଦି ରୁମୁରୁ ଫେହୋଥିବା ଆସାମି ଜଣଏ ଶରତର ମିଶି ଗଞ୍ଜେଇ ବେପାର କରୁଥିଲେ । ଏହାପରେ ରା,ଉଦୟଗିରି ଏସଡିପିଓ ଏବଂ ଥାନା ଅଧିକାରୀ ଜେଲକୁ ଆସି ତଦନ୍ତ କରି ଫେରିଥିବାର ଜେଲ ସୁପର ଟେଣ୍ଟ କେଦାର ନାଥ ବେହେରା କହିଛନ୍ତି । ଅତିଶୀଘ୍ର ଏହି ଘଟଣା ସମସ୍ତ ଘଟଣା ପର୍ଦାଫାସ ହୋଇପାରିବ ।
As of [update] , the labeling on the U. where to buy cialis in south africa For both the progestin-only and Yuzpe regimens, the effectiveness of emergency contraception is highest when taken within 12 hours of intercourse and declines over time.