Odisha news

ବାଲୁକା ସ୍ଥାପତ୍ୟରେ ଭଗବାନ ଶିବଙ୍କ ଆଶିର୍ବାଦ କାମଲଶ କଲେ ଶିଳ୍ପୀ ମାନସ

0

ପୁରୀ: ମହାଶିବରାତ୍ରି ଉପଲକ୍ଷେ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିର ଲାଇଟ୍ ହାଉସ ନିକଟରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ନିର୍ମାଣ କରିଛନ୍ତି ଏକ ବାଲୁକା ସ୍ଥାପତ୍ୟ । ଏହି ବାଲୁକା ସ୍ଥାପତ୍ୟ ଜରିଆରେ ଶିଳ୍ପୀ ଭଗବାନ ଶିବଙ୍କ ଆର୍ଶୀବାଦ କାମନା କରିଛନ୍ତି । ଏଥିସହିତ ଏହି ବାଲୁକା ସ୍ଥାପତ୍ୟ ଜରିଆରେ ମହାଶିବରାତ୍ରି ଉପଲକ୍ଷେ ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଜଣାଇଛନ୍ତି ।୧୫ଫୁଟ୍ ଓସାର ବିଶିଷ୍ଟ ଏହି ବାଲୁକା ସ୍ଥାପତ୍ୟରେ ୧୫ଟନ୍ ବାଲି ବ୍ୟବହୃତ ହୋଇଥିବା ମାନସ କହିଛନ୍ତି ।

Leave A Reply