Odisha news

ଗର୍ଭାବସ୍ଥା ରେ ଶାରୀରିକ ସମ୍ବନ୍ଧ ରଖିବା ଦ୍ୱାରା ଶିଶୁ ମସ୍ତିଷ୍କ ଉପରେ କେଉଁ ପ୍ରଭାବ ପକାଇଥାଏ

0

ପ୍ରେଗନାନ୍ସି ଗୋଟିଏ ଏଭଳି ସ୍ଥିତି ଯାହାକି ପ୍ରତ୍ୟେକ ସମୟରେ ଉଭୟ ପୁରୁଷ ଓ ନାରୀ ଙ୍କ ପାଇଁ ଗୁରୁତ୍ୱପୂର୍ଣ, ବିଶେଷ ଭାବରେ ଯେଉଁ ଦମ୍ପତି ପ୍ରଥମଥର ମାତାପିତା ହେବାକୁ ଯାଉଛନ୍ତି ସେମାନଙ୍କ ପାଇଁ ଖୁବ ଗୁରୁତ୍ୱପୂର୍ଣ ଏହା , ବିଶେଷ କଥାଟି ହେଲା ପ୍ରେଗନାନ୍ସି ସମୟ ରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଶାରୀରିକ ସମ୍ବନ୍ଧ ରଖିବା କେତେ ଗ୍ରହଣୀୟ ଅଟେ ? ତାହା ପ୍ରତ୍ୟେକ ମହିଳା ଓ ପୁରୁଷ ପିତାମାତା ହେବାକୁ ଚାହୁଁଥିବା ପୂର୍ବରୁ ଜାଣି ରଖିବା ଜରୁରୀ l

କିଛି ଲୋକଙ୍କର ଧାରଣା ରହିଛି ଯେ ଯଦି ପ୍ରେଗନାନ୍ସି ସମୟରେ ପୁରୁଷ ଓ ମହିଳା ଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଦ୍ୱାରା ଗର୍ଭସ୍ଥ ଶିଶୁ ଉପରେ କୌଣସି ପ୍ରଭାବ ପଡ଼ିନଥାଏ, ଆସନ୍ତୁ ଜାଣିବା କଣ ରହିଛି ବିଶେଷଜ୍ଞଙ୍କ ମତ l

କଣ ପ୍ରେଗନାନ୍ସି ରେ ସେକ୍ସ କରିବା ଜରୁରୀ –
ହେଲଥ ଏକ୍ସପର୍ଟ ଙ୍କ ମତରେ ଯଦି ଜଣେ ମହିଳା ପ୍ରେଗନାନ୍ସି ନର୍ମାଲ ଅଟେ, ତେବେ ଅଧିକାଂଶ ମାମଲାରେ ପ୍ରେଗନାନ୍ସି ରେ ସେକ୍ସ କରିବା ସୁରକ୍ଷିତ ହୋଇଥାଏ, ଏହା ଉଭୟ ମା ଛୁଆ ଙ୍କ ଉପରେ କୌଣସି ଖରାପ ପ୍ରଭାବ ପକାଇନଥାଏ l

* ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଗର୍ଭାବସ୍ଥା ରେ ସେକ୍ସ କରିବା ଦ୍ୱାରା ଶିଶୁ ଉପରେ କୌଣସି ପ୍ରକାର ଖରାପ ପ୍ରଭାବ ପକାଇନଥାଏ, କାହିଁକିନା ଭୃଣ ଆପଣଙ୍କ ଗର୍ଭାଶୟ ମଧ୍ୟରେ ଖୁବ ସୁରକ୍ଷିତ ରହିଥାଏ, ଏବଂ ତାହା ଆମ୍ନିଓଟିକ ଫ୍ଲୁଇଡ ଦ୍ୱାରା ଘେରି ହୋଇ ରହିଥାଏ ଯାହାକି କୌଣସି ପ୍ରକାରର ଝଟକା କୁ ଅବଶୋସିତ କରିଥାଏ, ଏହାଛଡା ଗର୍ଭାଶୟ କାନ୍ଥ ଓ ସର୍ଭିକ୍ସି ମଧ୍ୟ ଶିଶୁ ସୁରକ୍ଷିତ ରଖିଥାଏ l

* ଅନେକ ସମୟ ରେ ପ୍ଲାସେଣ୍ଟା ତଳକୁ ଖସି ଯିବା ଦ୍ୱାରା ଗର୍ଭସ୍ଥ ଶିଶୁ ଉପରେ ଖରାପ ପ୍ରଭାବ ପକାଇଥାଏ, ଏବଂ ଏହି ସମୟ ରେ ସେକ୍ସ କରିବା ମଧ୍ୟ ଉଚିତ ନୁହେଁ l

* କିନ୍ତୁ ସବୁକିଛି ସାମାନ୍ୟ ଅଟେ, ସମ୍ବନ୍ଧ ରଖିବା ଦ୍ୱାରା ହର୍ମୋନ ବାଲାନ୍ସ ରହିଥାଏ, ଭଲ ନିଦ ମଧ୍ୟ ହୋଇଥାଏ , ଷ୍ଟ୍ରେସ କମ ହୋଇଥାଏ ଏବଂ ବଁଡିଙ୍ଗ ମଧ୍ୟ ଷ୍ଟ୍ରଙ୍ଗ ହୋଇଥାଏ l

* ଯଦି ଯନ୍ତ୍ରଣା ହୋଇଥାଏ ବ୍ଲିଡିଙ୍ଗ କମ୍ବ ଅସହଜ ଲାଗିଥାଏ ତେବେ ସୁରକ୍ଷିତ ଓ ଆରାମଦାୟକ ପୋଜିସନ ଆପଣାଇବା ଜରୁରୀ ଅଟେ l

Leave A Reply