Odisha news

ଭୃଣ ବିକାଶ ରେ ବାଧା ସୃଷ୍ଟି କରିଥାଏ ଏହି ୭ଟି କାରଣ, ସମୟ ଥାଉ ଥାଉ ଏକ୍ସପର୍ଟ ଙ୍କ ନିକଟରୁ ଜାଣନ୍ତୁ ଏହାର ଉପାୟ

0

ଗର୍ଭାବସ୍ଥା ସମୟ ରେ ଭୃଣ ର ବିକାଶ ଗୋଟିଏ ଅଦ୍ଭୁତ ଓ ଜଟିଳ ପ୍ରକ୍ରିୟା ଅଟେ l ଯେଉଁଥିରେ ଗୋଟିଏ ଫର୍ଟିଲାଇଜଡ଼ ଅଣ୍ଡା ରୁ ଗୋଟିଏ ସମ୍ପୂର୍ଣ ବିକଶିତ ଶିଶୁ ର ନିର୍ମାଣ ହୋଇଥାଏ l  ଏହି ପ୍ରକ୍ରିୟା ଜେନେଟିକ , ହର୍ମୋନଲ ଏବଂ ପର୍ଯାବରଣ ଫ୍ୟାକ୍ଟର୍ସ ର ତାଳମେଳ ରୁ ସଞ୍ଚାଳିତ ହୋଇଥାଏ l କିନ୍ତୁ ଅନେକ ଗୁଡିଏ ବାହାର ଓ ଇଂଟରନାଲ ଫ୍ୟାକ୍ଟର୍ସ ଭୃଣ କୁ ପ୍ରଭାବିତ କରିପାରନ୍ତି l

ଏହାକୁ ଏମ୍ସ ଚିକିତ୍ସକ ମାନେ ଚେତାଇ ଦେଇଛନ୍ତି ଯେ ଏଥିପାଇଁ ବିଶେଷ ଭାବରେ କେଉଁ ଫ୍ୟାକ୍ଟର୍ସ ଦାୟୀ ଅଟେ l

– ଜେନେଟିକ – ଶିଶୁ ବୃଦ୍ଧି କ୍ଷମତା ରେ ଜିନ୍ସ ମହତ୍ଵପୁର୍ଣ ଭୂମିକା ଗ୍ରହଣ କରିଥାଏ l
– ପୋଷଣ – ପ୍ରୋଟିନ, ଭିଟାମିନ ଓ ମିନେରାଲସ ଭଳି ପୋଷାକ ତତ୍ୱର ଭୃଣ ର ବିକାଶ ପାଇଁ ଆବଶ୍ୟକ l
– ହର୍ମୋନ – ଇନ୍ସୁଲିନ ଓ ଗ୍ରୋଥ ହର୍ମୋନ ଭଳି ହର୍ମୋନ ଭୃଣ ର ବିକାଶ ରେ ମହତ୍ଵପୁର୍ଣ ଭୂମିକା ଗ୍ରହଣ କରିଥାଏ l
– ମାର ସ୍ୱାସ୍ଥ୍ୟ – ମଧୁମେହ, ଉଚ୍ଚ ରକ୍ତଚାପ ଓ ଅନ୍ୟ କିଛି ସଂକ୍ରମଣ ଭୃଣ ର ବିକାଶ ରେ ନେଗେଟିଭ ପ୍ରଭାବ ପକାଇପାରେ l
– ଗର୍ଭାଶୟ ଓ ପ୍ଲାସେଣ୍ଟା – ଗର୍ଭାଶୟ କିମ୍ବା ପ୍ଲାସେଣ୍ଟା ରେ କୌଣସି ପ୍ରକାରର ସମସ୍ୟା ଭୃଣ ର ପୋଷାକ ତତ୍ୱ ଓ ଅକ୍ସିଜେନ ଯୋଗାଇବାରେ ବାଧା ସୃଷ୍ଟି କରିପାରେ l
– ଲାଇଫଷ୍ଟାଇଲ – ଧୁମ୍ରପାନ, ମଦ୍ୟପାନ ଓ ଡ୍ରଗ୍ସ ସେବନ ମଧ୍ୟ ଭୃଣ ର ବିକାଶ ରେ ବାଧା ସୃଷ୍ଟି କରିପାରେ l
– ପ୍ରଦୂଷଣ – ପ୍ରଦୂଷଣ ମଧ୍ୟ ଗର୍ଭ ଧାରଣାରେ ବାଧା ସୃଷ୍ଟି କରିବା ସହିତ ଭୃଣ ର ବିକାଶ ରେ ବାଧା ସୃଷ୍ଟି କରେ l

କିପରି ରଖିବେ ନିଜକୁ ସୁରକ୍ଷିତ –
– ନିୟମିତ ଭାବରେ ବ୍ଲଡ଼ ସୁଗାର ଓ ବ୍ଲଡ଼ ପ୍ରେସର ଚେକ କରନ୍ତୁ l
– ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ଏବଂ ଔଷଧ ସେବନ କରନ୍ତୁ l
– ନିୟମିତ ବାଲାନ୍ସ ଡାଏଟ ଜରୁରୀ
– ଅଲଟ୍ରାସାଉଣ୍ଡ ଜରିଆରେ ଭୃଣ ର ବିକାଶ ଦେଖନ୍ତୁ l

Leave A Reply