Odisha news

ହାତୀଓଟ ରେ ଆରମ୍ଭ କରାଗଲା ନିଧିସଂଗ୍ରହ ଅଭିଯାନ

0
ପୋଲସରା-(ରଂଜୟ ପାଣିଗ୍ରାହୀ)ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ପଞ୍ଚାୟତ ର ହାତୀଓଟ ଗ୍ରାମରେ ଆଜି ନିଧିସଂଗ୍ରହ ଅଭିଯାନ ର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ରପ୍ରଥମ ନିଧୀ ସଦସ୍ୟ ଭାବେ ବିଧାୟକ ଶ୍ରୀକାନ୍ତ ସାହୁ 5000 ଟଙ୍କା ଦେବା ସହ କାର୍ଯ୍ୟକ୍ରମ କୁ ତାଙ୍କ ବାସଭବନ ରୁ ପଞ୍ଚାୟତ ଅଭିମୁଖେ ନିଧିସଂଗ୍ରହ କାରୀ ମାନେ ବାହାରିଥିଲେ।ବିଧାୟକ ଙ୍କୁ ରାମଙ୍କ ଫୋଟ ଥିବାଏକ କୋପନ ଉକ୍ତ ନିଧିସଂଗ୍ରହ କାରୀମାନେ ବିଧାୟକ ଙ୍କୁ ପ୍ରଦାନ କରିଥିଲେ। ଉକ୍ତ ସମୟରେ ଉପସ୍ଥିତ ଥିବା ନିଧିସଂଗ୍ରହ ସଦସ୍ୟ ମାନେ ହେଲେ ସାନ୍ତୁନୁ କୁମାର ମଝି(ଗଂଜାମ  ଜିଲ୍ଲାର ସଂଘ ପ୍ରଚାରକ),ମୃତ୍ୟୁଞ୍ଜୟ ପଟନାୟକ(ବ୍ଲକ ଅଭିଯାନ ପ୍ରମୁଖ),କୃଷ୍ଣ ପ୍ରଧାନ, ଶିବ ଶଙ୍କର ଡାକୁଆ,ସ୍ୱରାଜ ନାଇକ,ସନିଆସି ପ୍ରଧାନ ଙ୍କ ସହ ହାତୀଓଟ ଶାଖା ର ସମସ୍ତ କାର୍ଯ୍ୟ କର୍ତା ଯୋଗଦେବା ସହ ନିଧିସଂଗ୍ରହ ଅଭିଯାନ ରେ ସହଯୋଗ କରିଥିଲେ । ଏହିପରି ମନ୍ଦାର ପଂଚାୟତ ରେ ମଧ୍ୟ ଅନୁରୁଭାବେ ନିଧିସଂଗ୍ରହ ଅଭିଯାନ ପଣ୍ଡା ଫେମିଲି ସହ କିଛି ଗ୍ରାମବାସୀ ସହ ଯୋଗ କରି ନିଧିସଂଗ୍ରହ ଅଭିଯାନ କୁ ଆଗକୁ ବଢ଼ିବାରେ ସହଯୋଗ କରିଥିଲେ ।
Nalco
Leave A Reply