Odisha news

ପରୀ କୁ ନ୍ୟାୟ ପାଇଁ ପୋଲସରା ବୁଗୁଡା ବିଜେପି ତରଫରୁ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ସହ ପଦଯାତ୍ରା

0
ପୋଲସରା (ରଂଜୟ ପାଣିଗ୍ରାହୀ) :- ଆଜି ପୋଲସରା ଠାରେ ବିଧାନସଭା  ସ୍ତରୀୟ ପରି ର ନ୍ୟାୟକୁ ନେଇ ପଦଯାତ୍ରା ଘୁମୁସର ଜିଲା ସଭାପତି ଙ୍କ ଆବାହକ କ୍ରମେ ଏକ ପଦଯାତ୍ରା ପୋଲସରା ସ୍ଥିତ ରାଣୀପଢା ଶିବ ମନ୍ଦିର ଠାରୁ କୋବିଡ଼ି ନିୟମ ଆଧାର ରେ ବାହାରି ସ୍ଲୋଗାନ ଦେଇ   ବଜ଼ାର ଦେଇ ବୁଗୁଡା ଅଭିମୁଖେ ବାହାରିଥିଲେ। ଉକ୍ତ ପଦଯାତ୍ରା ରେ ଜିଲା ସ୍ଵଭାପତି ଙ୍କ ସହ ଜିଲା ଉପ ସଭାପତି ପ୍ରଭାକର ପଣ୍ଡା,ଯୁବ ସଭାପତି,ସମସ୍ତ ମଣ୍ଡଳ ସଭାପତି ଓ କର୍ମି ମାନଙ୍କ ଉପସ୍ଥିତି ରେ ପଦଯାତ୍ରାଆରମ୍ଭ କରାଯାଇ ଥିଲା।
 ମାମଲାର ସିବିଆଇ ତଦନ୍ତ ତଥା ଏଥିରେ ସଂପୃକ୍ତ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଏବଂ ରାଜ୍ୟର ୫ହଜାରରୁ ଉର୍ଦ୍ଧ୍ବ ନିଖୋଜ ଶିଶୁଙ୍କ ଉଦ୍ଧାର ଦାବୀରେ ବିଜେପି ଘୁମୁସର ସାଙ୍ଗଠନିକ ଜିଲ୍ଲାପୋଲସରା ବିଧାନସଭା ର ସମସ୍ତ ମଣ୍ଡଳ ତରଫରୁ ପଦଯାତ୍ରା ଏବଂ ବିକ୍ଷୋଭ କରାଯାଇଥିଲା । ପୋଲସରା ଠାରୁ ଆରମ୍ଭ ହୋଇ ବୁଗୁଡା ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ବାହାରି , ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଥିଲା ବିଜେପି ।
Leave A Reply