ପୋଲସର (ରଂଜୟ ପାଣିଗ୍ରାହୀ) ଆଜି ପୋଲସର ବ୍ଲକ ରେ ବିଜେପି ଦଳ ତରଫରୁ କେନ୍ଦ୍ରସରକାର ଙ୍କ କୃଷି ନିୟମକୁ ପୋଲସରା କୃଷି ଅଧିକାରୀ ଜାଣିଶୁଣି ଚାଷୀ ମାନଙ୍କୁ ହଇରାଣ କରି ମୁନାଫା ପାଇବା ଅସାରଖି ଚାସି ଙ୍କ ଓଜନ ପରିମାଣ ରୁ ଖୋଲାଖୋଲି ଉଲଂଘନ କରି ଚାଷୀଙ୍କ ଠାରୁ କ୍ଵିଣ୍ଟାଲ ପ୍ରତି ୫ ରୁ ୧୦ କେ.ଜି ଧାନ କଟାଯାଉଥିବା ବ୍ଲକ୍ ର କିଛି ସୋସାଇଟି ରୁ ଅଭିଯୋଗ ଆ ସିଥିଲା ।
ଯାହାକୁ ନେଇ ଆଜି ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ଉପ ସଭାପତି ପ୍ରଭାକରପଣ୍ଡା ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ଅନିତା ସୁଭଦର୍ଶନୀ, ସମ୍ପାଦିକା ପିଙ୍କି ପ୍ରଧାନ, ଜିଲ୍ଲା ପ୍ରଭାରୀ ସୁରଥ ବିଶ୍ବାଳଙ୍କ ସମେତ ସମସ୍ତ ଜିଲ୍ଲା ନେତୃ ମଣ୍ଡଳୀଙ୍କୁ ନେଇ ଏକ ପ୍ରତିନିଧି ମଣ୍ଡଳୀ ଚିରିକିପଡା ଶାସନ ସେବା ସମବାୟ ସମିତିରେ ପଂହଁଚି ଏହାର ତଦାରଖ କରିବାରୁ ଜାଣିଲେ କିଛି ପରିମାଣରେ ଦୃନୀତି ସହ ଘୋଟଲା ହୋଇଛି ।ଏହାକୁ ନେଇ ପ୍ରଶାସନ ଦୃଷ୍ଟି ଆକର୍ଷଣ କରିବା ସ ହ ଚାସି ଙ୍କ ଧାନ ନ କାଟିବାକୁ ତଗିତି କରି. ଫେରିଆସିବା ସହ ରାଜ୍ୟ କୁ ଅବଗତ କରାଇବେ ବୋଲି ଘଟଣା ସ୍ଥଳ କୁ ଯାଇ ଫେରି ଆସି ଥିବା ବିଜେପି ସଦସ୍ୟ ମାନେ କହିଥିଲେ ।
